27 C
Bhubaneswar
Wednesday, September 23, 2020
- Advertisement -

CATEGORY

ଟେକ୍/ଯନ୍ତ୍ର

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଅର୍ବାନ୍ କ୍ରୁଏଜରପାଇଁ ଅନନ୍ୟ ‘ ରେସପେକ୍ଟ୍ ପ୍ୟାକେଜ୍’ର ଘୋଷଣା

ଭୁବନେଶ୍ୱର,୧୨ା୯ (ନି.ପ୍ର) : ଟୟୋଟା କିଲୋସ୍କରମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ କମ୍ପାକ୍ଟ ଏସ୍ୟୁଭିସେଗେମେଂଟ ଅନ୍ତର୍ଗତ ଅଲ୍ ନିୟୁ ଟୟୋଟା ଅର୍ବାନ୍ କ୍ରୁଏଜରରଓପନିଙ୍ଗ ବୁକିଂରେ ଗ୍ରାହକଙ୍କମ ଉତ୍ସାହକୁ ଦୃଷ୍ଟିରେ ରଖି‘ରେସପେକ୍ଟ...

ଆକାଶ ଇନ୍ଷ୍ଟିଚୁ୍ୟଟ ଜେଇଇ ମେନ୍ରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୧୨ା୯ : ଏକଐତିହାସିକ ସଫଳତା ସ୍ୱରୂପ ଟେଷ୍ଟ ପ୍ରସ୍ତୁତିସେବା କ୍ଷେତ୍ରରେ ଜାତୀୟ ଲିଡର ଆକାଶଇନ୍ଷ୍ଟିଚୁ୍ୟଟରୁ ୯ ଜଣ ରାଜ୍ୟ ଟପରହୋଇଛନ୍ତି ଓ ୩...

‘ଏଏନ୍ଟିଏଚ୍ଇ ୨୦୨୦’ ର ଘୋଷଣା କରିଛି

ଭୁବନେଶ୍ୱର,୧୧ା୯ (ନି.ପ୍ର) :ଆକାଶ ଏଡୁକେସନାଲ୍ ସର୍ଭିସେସ୍ଲିମିଟେଡ୍ (ଏଇଏସ୍ଏଲ୍), ଆଶାୟୀଡାକ୍ତର ଓ ଆଇଆଇଟିଆନଙ୍କ ପାଇଁଟେଷ୍ଟ ପ୍ରସ୍ତୁତି ସେବାରେ ଜାତୀୟଲିଡର ଅଟେ ଓ ଏହାର ସାରାଦେଶରେ ୨୦୦+ ସେଂଟରରହିଛି । ଏହା ଏହାର...

ରାଫେଲ୍କୁ ରାଜତିଳକ

ଅ ମ୍ବାଲା,୧୦ା୯: ଭାରତୀୟବାୟୁସେନା ପାଇଁ ଅ ।ଜିର ଦିନଐତିହାସିକ ।ଅ ।ଜିର ଦିନରେଭାରତୀୟ ବାୟୁ ସେନାରେ ସାମିଲହୋଇଛି ଲୁଆ ବିମାନ ରାଫେଲ । ଏବେଶତ୍ରୁଙ୍କ...

ସ୍ପେସ୍ ଟେକ୍ କମ୍ପାନୀ ପିକ୍ସେଲ୍ ବିହନ ପାଣ୍ଠିରୁ 37 କୋଟି ଟଙ୍କା ସଂଗ୍ରହ କରିଛି |

ନୂଆଦିଲ୍ଲୀ, ଅଗଷ୍ଟ 19 (PTI) ଭାରତୀୟ ସ୍ପେସ୍ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ପିକ୍ସେଲ ବୁଧବାର କହିଛି ଯେ ବ୍ଲୁମ୍, ଗ୍ରୋଏକ୍ସ ଏବଂ ଲାଇଟ୍ସ୍ପିଡ୍ ଦ୍ୱାରା ପରିଚାଳିତ ବିହନ ରାଉଣ୍ଡ ପାଣ୍ଠିରୁ ଏହା...

2021 ମଧ୍ୟଭାଗରେ ଆପଲ୍ ‘ମେଡ୍ ଇନ୍ ଇଣ୍ଡିଆ’ ଆଇଫୋନ୍ 12 ଲଞ୍ଚ କରିବାକୁ ଯୋଜନା କରିଛି।

ଆପଲ୍ ସ୍ଥାନୀୟ ଭାବରେ ଭାରତରେ ଆଇଫୋନ୍ 12 ସିରିଜ୍ ଉତ୍ପାଦନ କରିବାକୁ ଯୋଜନା କରୁଥିବା ଜଣାଯାଇଛି | ବ୍ୟବସାୟ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ ନୂଆ ‘ମେଡ୍ ଇନ୍ ଇଣ୍ଡିଆ’ ଆଇଫୋନ୍...

Latest news

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...
- Advertisement -