28.3 C
Bhubaneswar
Thursday, July 9, 2020
- Advertisement -

CATEGORY

ଆଞ୍ଚଳିକ

୧୬୦ ମୁନିଆ ପକ୍ଷୀ ଜବତ: ବାପ-ପୁଅ ଗିରଫ

ଭୁବନେଶ୍ୱର,୨୩ ।୬ : ଦୀର୍ଘ ଦିନରୁ ଛକିଥିଲା ଏସ୍ଟିଏଫ୍ । ବନ ବିଭାଗ ମଧ୍ୟ ବିଛାଇଥିଲା ଜାଲ । ହେଲେ ବାରମ୍ବାର ଖସି ଯାଉଥିଲେ ବାପ-ପୁଅ । ଆଜି ଦୀର୍ଘ...

ଗୁଜରାଟରୁ ପ୍ରବାସୀଶ୍ରମିକଙ୍କୁ ଆଣି ଚିକିସôା କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦ୍ରାପଡା,୨୩/୬ ଗରିବ ପରିବାରର ଗୁଜୁରାଣ ମେଂଟାଇବାକୁ ପ୍ରାୟ ୬ମାସ ତଳେ ଗୁଜୁରାଟକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ସେଠାରୁ ଫେରାଇ ଆଣି ତାଙ୍କର ଚିକିସôା କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି...

ଟିକ ୍ଟକ୍ ନେଲା ଜୀବନ

ଭୁବନେଶ୍ୱର,୨୩ା୬ : ଟିକଟକ କରିବା ହେଲା କାଳ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳରୁ ଅ ।ସିଛି । ଏଭଳି ଏକ ଖବର ସ୍ଥାନୀୟ ଦେବୀ ନଦୀ କୂଳରେ ଟିକଟକ୍ ରୁଥିବା...

ଆଜି ଦୁଇ ମୃତ, ୧୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୩ା୬ : ରାଜ୍ୟରେ ଅ ।ଜି ପୁଣି ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି ।...

ୱାଟ୍‍କୋ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ

ଭୁବନେଶ୍ୱର,୧୮ା୬ : ରାଜ୍ୟର ଚାରିଟି ମହାନଗର ନିଗମରେ ଖୁବ୍‍ଶୀଘ୍ର ଟ୍ୟାପ୍‍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ । ଲୋକେ ସିଧାସଳଖ ଏହି ଟ୍ୟାପ୍‍ରୁ ଆକ୍ୱାଗାର୍ଡ...

କରୋନା ମହାମାରୀ ପ୍ରଭାବିତ ଓ ପ୍ରବାସୀ ମାନଙ୍କର ଜୀବିକା ନିର୍ବାହ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରୟାସ

କଟକ,୧୮ା୬ : କରୋନା ମହାମାରୀ ପ୍ରଭାବିତ ଲୋକମାନଙ୍କର ଜୀବିକା ନିର୍ବାହ ଉନ୍ନତି ଏବଂ ପ୍ରବାସୀ ଓଡିଆ ମାନଙ୍କ ଥଇଥାନ ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲାପାଳ...

ମାଗଣା ଡାଲି ଦେବାରେ ବିଳମ୍ବ

ଘଷିପୁରା/ଅ ।ନନ୍ଦପୁର,୧୮ା୬ : କେନ୍ଦ୍ରସରକାର ଯୋଗେଇ ଦେଉଥିବା ମାଗଣ ଡାଲି ଘଷିପୁରା ବ୍ଲକ ଓ ଅ ।ନନ୍ଦପୁର ବ୍ଲକ ରେ ଏପର୍ଯ୍ୟନ୍ତ ବଣ୍ଟନ ନହେବା ଏବଂ ୨୦୨୦- ୨୧ପାଇଁ ବଣ୍ଟନ...

କରୋନାର କରାଳ କାଳରେ ବିଶ୍ୱ ଆଜି ଅଗ୍ନିଶିଖାରେ ଜଳୁଛିି

ଗୋପାଳପୁର,୧୮ା୬ : କରୋନାର କରାଳ କାଳ ବଳୟରେ ଆଜି ସମଗ୍ର ବିଶ୍ୱ ଜ୍ୱଳନ୍ତ ଅଗ୍ନିଶିଖାରେ ଜଳୁଛି । ଦେଶ ଓ ରାଜ୍ୟମାନଙ୍କରେ ସବୁଠି ନିଆଁ ଲାଗିଛି । ସାରା ଦେଶରେ...

କରୋନା ଆତଙ୍କ ସମୟରେ କଲେଜ ଖୋଲାକୁ ନାପସନ୍ଦ

ନୟାଗଡ଼,୧୮ା୬ : ସରକାର ଜୁନ ୧୭ରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବା ସହିତ ଅଧ୍ୟାପକ ଓ କର୍ମଚାରୀମାନେ କଲେଜକୁ ଆସିବାକୁ ନିଦେ୍ର୍ଦଶ ଦେଇଥିବାବେଳେ ତାହା ବହୁ ସ୍ଥାନରେ ଆଜି...

ଗଞ୍ଜାମ ଜିଲ୍ଲାରେ ୭୦୦ ଟପିଲା

ଭୁବନେଶ୍ୱର,୧୮ା୬ : ରାଜ୍ୟରେ ଅ ।ଜି ପୁଣି ୧୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି ପାଇଛି...

Latest news

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...
- Advertisement -