26 C
Bhubaneswar
Thursday, July 9, 2020
- Advertisement -

CATEGORY

ଆଞ୍ଚଳିକ

ଗଞ୍ଜାମ ଅସମ୍ଭାଳ

ଭୁବନେଶ୍ୱର,୨ା୭: ରାଜ୍ୟରେ ପୁଣି ଥରେ କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର୍ କରିଥିବା ବେଳେ ଗଞ୍ଜାମରୁ କେବଳ ୧୦୦ରୁ ଊଦ୍ଧ୍ୱର୍ ଚିହ୍ନଟ ହୋଇଛନ୍ତି । ୨୫୧ ନୂଅ ।...

ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ଖରିଫ୍ ଧାନ ସମ୍ପର୍କିତ ପ୍ରଶିକ୍ଷଣ

ଧାମରା,୨୪ା୬ : ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକମାନଙ୍କ ବିହନ ବୁଣିବା ପୂର୍ବରୁ ଖରିଫ୍ ଧାନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲା କୃଷି ବିଭାଗ ସହେଯାଗିତାରେ ଦୋସିଙ୍ଗା...

ଲୋକାୟୁକ୍ତ ଓଡ଼ିଶାଙ୍କ ୱେବ୍ସାଇଟ୍ ଲୋକର୍ପିତ

ଭୁବନେଶ୍ୱର,୨୪ା୬ : ଅ ।ଜି ଅପରାହ୍ଣ ୧.୩୦ ଘଟିକା ସମୟରେ ମାନ୍ୟବର ଲୋକାୟୁକ୍ତ, ଓଡ଼ିଶାଙ୍କ କାଯର୍ୟାଳୟ ପ୍ରାଙ୍ଗଣରେ ଲୋକାୟୁକ୍ତ, ଓଡ଼ିଶାଙ୍କ ସରକାରୀ ୱେବ୍ସାଇଟ୍ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।...

ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ

ଭୁବନେଶ୍ୱର,୨୪ା୬ : ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଅଟୋ ମହାସଂଘ ପକ୍ଷରୁ ସ୍ମାର୍ଟ ଅଟୋରିକ୍ସା ଆପ୍ ଉଦ୍ଘାଟିତ ହୋଇଯାଇଛି । ରାଜଧାନୀବାସୀଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ଅଟୋସେବା ଯୋଗାଇବା...

ରାୟଗଡ ଜିଲ୍ଲାରେ ପୁଣି ୫ କୋରନା ଆକ୍ରାନ୍ତ ଚିହ୍ନଟ

ରାୟଗଡା,୨୪/୬ : ରାୟଗଡା ଜିଲ୍ଲାରେ ପୁଣି ଥରେ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତର ସଂଖ୍ୟା ୨୨ରେ ପହଂଚିଥିବା ବେଳେ ୭ ଜଣ ସୁସ୍ଥ ହୋଇ...

ଦରମା, ପେନ୍ସନ ଦେବା କଷ୍ଟକର

ଭୁବନେଶ୍ୱର,୨୪ ।୬ : କରୋନାର ପ୍ରତିକୂଳ ପ୍ରଭାବ ଯୋଗୁଁ ରାଜ୍ୟର ରାଜସ୍ୱ ଆୟ ଉଦ୍ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି । ଯାହା ଫଳରେ ଦରମା ଓ ପେନ୍ସନ ବାବଦୀୟ...

ବେଧଡ଼କ ଭାବେ ଚାଲିଛି ନିଶା କାରବାର : ଟେର୍ ପାଉନି ପୋଲିସ

ଭୁବନେଶ୍ୱର,୨୪ ।୬ : ନିଶାଦ୍ରବ୍ୟ ନଷ୍ଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶନାମା ଅନୁସାରେ, ରାଜ୍ୟ ସରକାର ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛନ୍ତିୟ ଓଡ଼ିଶା ପୁଲିସ ପକ୍ଷରୁ ଜାରି କରାଯାଇଥିବା...

ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ସିଲ୍

ଭୁବନେଶ୍ୱର,୨୪ା୬ : ଭୁବନେଶ୍ୱରରରୁ ଅ ।ଜି ପୁଣି ୨୨ଜଣ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୨ଜଣଙ୍କ ମଧ୍ୟରେ ୧୯ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ...

ପୁଣି ହେବ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର,୨୪ା୬ : ଓଡିଶାରେ ପୁଣି ହେବ ଅ ।ଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆଇସିଏମଅ ।ର ଦ୍ୱାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ଅ ।ସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ...

ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

ଭୁବନେଶ୍ୱର,୨୪ ।୬ : ରାଜ୍ୟ ବାହାରୁ ଆସିଥିବା ଓଡ଼ିଆ କୁଶଳୀ ଶ୍ରମିକମାନଙ୍କର ଏବେ ରୋଜଗାର ଚିନ୍ତା ବିଲାଣି । । କାରଣ ସେମାନଙ୍କୁ ରାଜ୍ୟ ଭିତରେ କାମଧନ୍ଦା ଯୋଗାଇଦେବା କାଠିକର...

Latest news

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...
- Advertisement -