28.3 C
Bhubaneswar
Thursday, July 9, 2020
- Advertisement -

CATEGORY

ରାଜନୀତି

ଦଳୀୟ ନେତାଙ୍କୁ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,୨ା୭: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ଆଜି ଦଳୀୟ ବିଧାୟକମାନଙ୍କୁ କରୋନା ମୁକାବିଲା ପାଇଁ ଟିପ୍ସ ଦେବା...

ଉଜ୍ଜଳା ଯୋଜନାର ଶତପ୍ରତିଶତ ସଫଳ କ୍ରିୟାନ୍ୱୟନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୬: କରୋନା ମହାମାରୀ ସଂକଟ ସମୟରେ ଦେଶରେ ଉଜ୍ଜଳା ଯୋଜନାର ଶତ ପ୍ରତିଶତ ସଫଳ କ୍ରିୟାନ୍ୱୟନ କରାଯାଇଛି ବୋଲି ମଙ୍ଗଳବାର ଜାମ୍ମୁ-କାଶ୍ମିର ଜନସମ୍ବାଦ ରାଲି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରଭିଡିଓ କନଫରେନ୍ସିଂ ଯୋଗେ...

ବିଜେପିର ବ୍ରହ୍ମପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲି

ବ୍ରହ୍ମପୁର,୨୪ ।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବ୍ରହ୍ମପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ...

ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିିଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୩ ।୬ : ଓଡିଶା ପ୍ରଦେଶ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ଡ. ସ୍ମୃତିରଂଜନ ଲେଙ୍କା ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ...

ପେଟ୍ରୋଲ ଓ ଡିଜେଲ ଅହେତୁକ ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା : ନିରଞ୍ଜନ

ଭୁବନେଶ୍ୱର,୧୮ା୬ : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁଥିଲେ ଡିଜେଲ ଓ ପେଟ୍ରୋଲ ଦର ଯେଉଁ ସରକାର ବଢ଼ାଉଛନ୍ତି ସେମାନେ ହେଉଛନ୍ତି ଦେଶଦ୍ରୋହୀ ।...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବି

କଟକ,୧୮ା୬: କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ପକ୍ଷରୁ ଉଦବେଗର ସହ ଅବଗତ କରୁ ଅଛୁ କି,ଦେଶରେ କୋଭିଡ-୧୯ ମହାମାରୀ କରୋନା ପ୍ରଭାବରେ ଗତ ୪ ମାସ ହେଲା କୋଟି...

ଆମେ ଭୟ ଓ ଭେଦଭାବକୁ ଦୂର କରିବା ଉଚିତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନଲକ ୧.୦ ପରବର୍ତୀ ସ୍ଥିତି ସମୀକ୍ଷା ଏବଂ କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ଯୋଜନା ପ୍ରସ୍ତୁତ କରିବା ଉଦେ୍ଦଶ୍ୟରେ ଆଜି ପୁଣିଥରେ ବିଭିନ୍ନ...

କରୋନାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛି : କଂଗ୍ରେସ

ଭୁବନେଶ୍ୱର,୧୭ା୬ : ଦିନକୁ ଦିନ ଦେଶରେ ଏବଂ ରାଜ୍ୟରେ କରେନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତମାନ ବିଶ୍ୱରେ ଆମ ଦେଶ ଭାରତ କରେନା ସଂକ୍ରମିତ ଭାବେ ଚତୁର୍ଥ...

ଉଭୟ ଜୀବନ ଏବଂ ଜୀବିକା ପ୍ରତି ଗୁରୁତ୍ୱ ଦେବା ଉଚିତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୬(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଅନ ଲକ ୧.୦ ପରେ ଦେଖାଦେଇଥିବା ସ୍ଥିତି ଏବଂ କୋଭିଡ-୧୯ ମହାମାରୀ ମୁକାବିଲା...

ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

ଭୁବନେଶ୍ୱର ୧୭ା୬(ନି.ପ୍ର.): ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମଦନ ମୋହନ ଦତ୍ତଙ୍କ ପରଲୋକ ଘଟିଛି । ମଦନ...

Latest news

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...
- Advertisement -