34 C
Bhubaneswar
Friday, September 18, 2020
- Advertisement -

CATEGORY

Featured

ସାବାଡ଼ ହେବେ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର,୧୭ା୯(ନି.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କ ଠାରୁନିଦେ୍ର୍ଦଶ ମିଳିବା ପରେ କୋଭିଡ ନିୟମଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟପୁଲିସ ବିଭାଗ ଅଣ୍ଟା ଭିଡିଛି...

ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ

ଭୁବନେଶ୍ୱର ୧୨ା୯: ଆଜି ବ୍ଲେଣ୍ଡର୍ସପ୍ରାଇଡ୍ ଫେସନ ଟୁର ଓ ଡିଜାଇନରତରୁନ ତାହିଲିଆନି ପ୍ରଥମ ଥର କରିଡିଜିଟାଲ ସହବନ୍ଧନ କରିଛନ୍ତି ଓ ଏହିଉଦ୍ୟୋଗରେ ୨୫ ବର୍ଷର...

ଖାଲି ଷ୍ଟାଡିୟମ୍ ବି ଦୁଲୁକିବ

ୁବାଇ,୧୨ା୯(ଏଜେନ୍ସି): ୟୁଏଇରେସେପ୍ଟେମ୍ବର ୧୯ରୁ ଅ ।ରମ୍ଭ ହେବଇଣ୍ଡିଅ ।ନ ପ୍ରିମିୟର ଲିଗ୍(ଅ ।ଇପିଏଲ)ରତ୍ରୟୋଦଶ ସଂସ୍କରଣ । କୋଭିଡ-୧୯ମହାମାରୀ ଲାଗି ଖାଲି ଷ୍ଟାଡିୟମରେଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା ୧୧/୯- ମହିଳାଙ୍କୁଦୁଷ୍କର୍ମ ଉଦ୍ୟମ ଓ ସର୍ବସାଧାରଣ ରାସ୍ତାରେଉଲଗ୍ନ କରିବା ସମ୍ପର୍କରେ ପ…ାମୁଣ୍ଡାଇଆଦର୍ଶ ଥାନାରେ ଅଭିଯୋଗ କରିବାପରେବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରାନଯିବାରୁ ପୋଲିସର ଉଦାସୀନତାପ୍ରତିବାଦରେ...

ସୀମାରେ ଶାନ୍ତି ପାଇଁ ୫ ସର୍ତ୍ତ

ନୂଅ ।ଦିଲ୍ଲୀ: ଭାରତ-ଚୀନ ମଧ୍ୟରେସୀମା ବିବାଦ ·ଲିଥିବା ବେଳେ ଭାରତରବେଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ବେଦେଶିକ ମନ୍ତ୍ରୀ ତଥା ରାଜ୍ୟ ପରିଷଦୱାଙ୍ଗ ୱାଇଙ୍କୁ ଭେଟିଛନ୍ତି...

ନବୀନଙ୍କ ସମର୍ଥନ ଲୋଡ଼ିଲେ ନିତିଶ

ଭୁବନେଶ୍ୱର,୧୦ା୯(ନି.ପ୍ର.): ରାଜ୍ୟସଭା ଉପସଭାପତି ନିର୍ବାଚନପୂର୍ବରୁ ଓଡ଼ିଶା ମୁଖମନ୍ତ୍ରୀ ମୁଖ୍ୟ ତଥା ବିଜେଡ଼ି ସୁପ୍ରିମୋନବୀନ ପ…ନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି ବିହାରମୁଖମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନିତିଶ...

ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି

ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଭୁବନେଶ୍ୱର,୧୦/୯ (ନି.ପ୍ର):କରୋନା ପରିପ୍ରେକ୍ଷୀରେ ଓଡିଶାହାଇ କୋର୍ଟର ମାମଲା ଶୁଣାଣି ସଂକ୍ରା ନ୍ତରେ ପୁଣି ଏକ ଅ ।ଦେଶନାମା ଜାରିକରାଯାଇଛି ।ହାଇ...

ଲଦାଖ ପର୍ଯ୍ୟନ୍ତ ସୀମିତ ନାହିଁ ଚୀନ ସୈନିକଙ୍କ ଅନୁପ୍ରବେଶ

ୂନୂଆଦିଲ୍ଲୀ,୯୧୦ା୯(ଏଜେନ୍ସି): ଚୀନର ପିପୁଲ୍ସଲିବରେସନ୍ ଅ ।ର୍ମି (ପିଏଲଏ) ଗତ ଦୁଇମାସରେଅନେକ ଥର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରଉଲ୍ଲଘଂନ କରିଛି । ଚୀନ ସୈନିକମାନେ ଅରୁଣାଚଳପ୍ରଦେଶ,...

ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣ ହୋଇଛି

ୁଭୂବନେଶ୍ୱର,୧୦ା୯(ନି.ପ୍ର.): ହୁ ହୁହୋଇ ବି ·ଲିଛି କରୋନା ସଂକ୍ରମିତଙ୍କସଂଖ୍ୟା । ଅ ।ଜି ରାଜ୍ୟରେ ପୁଣି ନୂଅ ।୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟହୋଇଛନ୍ତି...

ଅଭାବୀଙ୍କ ଜୀବନ ଶେଷ କରିଦେଲେକେନ୍ଦ୍ର ସରକାର

ନୂଆଦିଳ୍ଲୀ,୧୦ା୯: କଂଗ୍ରେସ ନେତାରାହୁଲ ଗାନ୍ଧୀ କରୋନା ମହାମାରୀ ଯୋଗୁଁଲାଗୁ ହୋଇଥିବା ହୋଇଥିବା ଲକଡାଉନକୁନେଇ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କୁଟାର୍ଗେଟ କରି ରାହୁଲ ବୁଧବାର...

Latest news

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...
- Advertisement -