28 C
Bhubaneswar
Saturday, September 19, 2020
- Advertisement -

CATEGORY

ସାଂସ୍କୃତିକ

ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ କରିଛି

ଭୁବନେଶ୍ୱର, ୧୨/୦୯ (ନିପ୍ର): ଆଜି ବ୍ଲେଣ୍ଡର୍ସପ୍ରାଇଡ୍ ଫେସନ ଟୁର ଓ ଡିଜାଇନର ତରୁନ ତାହିଲିଆନିପ୍ରଥମ ଥର କରି ଡିଜିଟାଲ ସହବନ୍ଧନ କରିଛନ୍ତି ଓଏହି ଉଦ୍ୟୋଗରେ ୨୫ ବର୍ଷର ପରିପୁର୍ଣ୍ଣର ଉସôବପାଳନ...

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସାରୋଡ୍ ପୋର୍ଟ୍ସ ଉଦ୍ଘାଟିତ

ପାରାଦୀପ,୧୦ା୯(ନି.ପ୍ର.): କେନ୍ଦ୍ରପରିବହନ ମନ୍ତ୍ରୀ ମାନସୁଖ ମାଣ୍ଡଭିଅ । ଅ ।ଜିନୂଅ ।ଦିଲ୍ଲୀରେ ଭର୍ଚୁଆଲ୍ ସମାରୋହମାଧ୍ୟମରେ "ସାରୋଡ୍-ପୋର୍ଟସ୍'(ସୋସାଇଟି ଫର ସୁଲଭ ମୂଲ୍ୟରେ ବିବାଦ- ବନ୍ଦର) ଅଳରମ୍ଭ...

ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ବିକାଶ ପାଇଁ ‘ଓଡ଼ିଶା ୫୦’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର, ୬/୯ (ନିପ୍ର) : ଫିକି ଓଡ଼ିଶା କାଉନସିଲ,ମିଡିଆ ହାଉସ ସମ୍ବାଦ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତିବିଭାଗ ପକ୍ଷରୁ ମିଳିତ ଭାବେ 'ଓଡ଼ିଶା ୫୦' ଅଭିଯାନରଶୁଭାରମ୍ଭ କରାଯାଇଛି ।...

କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲା ଆହ୍ୱାନ ଫାଉଣ୍ଡେସନ

ବାରିପଦା,୪ ।୯(ନି.ପ୍ର) କରୋନାମହାମାରୀ ସମୟରେ ନିଜ ଜୀବନକୁବାଜି ଲଗାଇ, ଘରୁ ବାହାରକୁ ବାହାରିଲୋକଙ୍କୁ ସେବା ଯୋଗାଇଥିବା କୋଭିଡଯୋଧ୍ୟାଙ୍କୁ ସମ୍ମାନ ଜଣାଇ ଗୁରୁବାରଆହ୍ୱାନ ଫାଉଣ୍ଡେସନ ପକ୍ଷରୁ...

ଗଙ୍ଗାହାର ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ବାଉଁଶ ପୋଲ ନିର୍ମାଣ

ବାଲେଶ୍ୱର,୪ା୯(ନି.ପ୍ର): ନଈ ପାରହୋଇ ଗାଁରୁ ଯିବାଆସିବା ପାଇଁକେତେ ଗୁହାରୀ କରିଥିଲେ ମଧ୍ୟଆଜିସୁଦ୍ଧା ରେମୁଣା ଗୁଡ଼ଦା ଅଞ୍ଚଳରେସ୍ଥାୟୀ ପୋଲଟିଏ ନିର୍ମାଣ କରିବାରେପ୍ରଶାସନ କିମ୍ବା ଲୋକପ୍ରତିନିଧି କେହିବି ସହାୟ ହେଲେନାହିଁ । ଆଉ...

ପିତୃ ତର୍ପଣର ପର୍ବ ପିତୃପକ୍ଷ

ଭାରତୀୟ ସଂସ୍କୃତି ଉସôବ ଏବଂ ଶ୍ରଦ୍ଧାପ୍ରଧାନ ସଂସ୍କୃତି । ବର୍ଷର ପ୍ରତି ମାସରେକିଛି ନା କିଛି ଉସôବ ରହିଛି ଯେଉଁଥିରେଧାର୍ମିକତା ତ ରହିଛି ଏଥିସହିତ...

ପୁର୍ନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା ବୈଠକ

ବାରିପଦା,୧ ।୯(ନି.ପ୍ର): ରାଜ୍ୟ ରାଜସ୍ୱଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ଜିଲ୍ଲାରେ ଲଘୁଚାପ ବର୍ଷାଜନିତ ବନ୍ୟା ସ୍ଥିତି, ରିଲିଫ, ପୁର୍ନରୁଦ୍ଧାରଓ କ୍ଷୟକ୍ଷତି ସମ୍ପର୍କୀତ ଜିଲ୍ଲା...

ନୂଆ ଶିକ୍ଷା ନୀତି ଶିକ୍ଷାର ପାର୍ଥକ୍ୟକୁ ଦୂର କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧ା୮(ନି.ପ୍ର.):ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ନୂଆ ଶିକ୍ଷା ନୀତି୨୦୨୦ ତଥା ଏହାର ଅଧୀନରେ ଗଠିତସ୍ୱତନ୍ତ୍ର ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥାଜନଜାତି ଅଞ୍ଚଳରେ ଥିବା ଶିକ୍ଷାରପାର୍ଥକ୍ୟକୁ ଦୂର କରିବାରେ ପ୍ରମୁଖ ଭୂମିକାଗ୍ରହଣ କରିବ ଏବଂ...

ଜଣେ ଶାଶ୍ୱତ ସ୍ୱାଭିମାନୀର ମୁଖ ବାର୍ତ୍ତା

ତୁମେ କୌଣସି ଅଲୌକିକ ଶକ୍ତିରଆଧାର ନୁହଁ କି ଅଦୃଶ୍ୟ ନିରାକାରଙ୍କପ୍ରତିଛବି ନୁହଁ ଯିଏ ଆଶୀର୍ବାଦକରିଦେଲେ ସଂସାରର ସବୁ ଦୁଃଖଚାଲିଯିବ ! ତୁମେ କୌଣସି ମାୟାନଗରୀର ମାୟାବିନୀ ନୁହଁ କି ତୁମେଚାହିଁଦେଲେ...

ତୃପ୍ତି, ଅନୁଭବୀର ବ୍ୟକ୍ତିଗତ ପରିସଂଖ୍ୟାନ

ତୃପ୍ତି, ଅନୁଭବୀର ବ୍ୟକ୍ତିଗତ ପରିସଂଖ୍ୟାନମଧ୍ୟରେ ସନ୍ନିବେଶିତ,ଯାହା ଅନ୍ୟର ବୋଧଗମ୍ୟତାର ମାପକାଠିମଧ୍ୟରେ ରହିବା ନିଶ୍ଚିତତା ନଥାଏ !ତୃପ୍ତି ଏକ ବ୍ୟକ୍ତିଗତ ବିଚାର ମଧ୍ୟରେ ସୀମିତନିଜ ନିଜ...

Latest news

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...
- Advertisement -