26 C
Bhubaneswar
Thursday, July 9, 2020
- Advertisement -

AUTHOR NAME

Behura News

260 POSTS
0 COMMENTS

ବାହୁଡ଼ିଲେ ମହାପ୍ରଭୁ

ପୁରୀ,୨ା୭: ଶ୍ରୀମନ୍ଦିରର ସିଂହଦ୍ୱ୍ାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚôିବା ପରେ ପବିତ୍ର ବାହୁଡ଼ÿା ଯାତ୍ରା ଶେଷ ହୋଇଛି ।...

ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ଖରିଫ୍ ଧାନ ସମ୍ପର୍କିତ ପ୍ରଶିକ୍ଷଣ

ଧାମରା,୨୪ା୬ : ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକମାନଙ୍କ ବିହନ ବୁଣିବା ପୂର୍ବରୁ ଖରିଫ୍ ଧାନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲା କୃଷି ବିଭାଗ ସହେଯାଗିତାରେ ଦୋସିଙ୍ଗା...

ଲୋକାୟୁକ୍ତ ଓଡ଼ିଶାଙ୍କ ୱେବ୍ସାଇଟ୍ ଲୋକର୍ପିତ

ଭୁବନେଶ୍ୱର,୨୪ା୬ : ଅ ।ଜି ଅପରାହ୍ଣ ୧.୩୦ ଘଟିକା ସମୟରେ ମାନ୍ୟବର ଲୋକାୟୁକ୍ତ, ଓଡ଼ିଶାଙ୍କ କାଯର୍ୟାଳୟ ପ୍ରାଙ୍ଗଣରେ ଲୋକାୟୁକ୍ତ, ଓଡ଼ିଶାଙ୍କ ସରକାରୀ ୱେବ୍ସାଇଟ୍ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।...

ଭାରତ-ଚୀନ୍ ସୀମାରେ ଆଇଏସ୍ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ, ୨୪/୬ : ଭାରତ-ଚୀନ୍ ସୀମାରେ ର୍ନିମାଣ ହେଉଥିବା ରାସ୍ତାର ନିରୀକ୍ଷଣ କରିବାକୁ ଯାଇ ନିଖୋଜ । ରାସ୍ତାର ନୀରିକ୍ଷଣ କରିବାକୁ ଯାଇ ଭାରତୀୟ ଇଞ୍ଜିନିୟରିଂ ସେବା (ଆଇଏସ୍) ଅଧିକାରୀ...

ଉଜ୍ଜଳା ଯୋଜନାର ଶତପ୍ରତିଶତ ସଫଳ କ୍ରିୟାନ୍ୱୟନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୬: କରୋନା ମହାମାରୀ ସଂକଟ ସମୟରେ ଦେଶରେ ଉଜ୍ଜଳା ଯୋଜନାର ଶତ ପ୍ରତିଶତ ସଫଳ କ୍ରିୟାନ୍ୱୟନ କରାଯାଇଛି ବୋଲି ମଙ୍ଗଳବାର ଜାମ୍ମୁ-କାଶ୍ମିର ଜନସମ୍ବାଦ ରାଲି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରଭିଡିଓ କନଫରେନ୍ସିଂ ଯୋଗେ...

ଜିପ୍ପୋ ପକ୍ଷରୁ ୱିଣ୍ଡ୍ପ୍ରୁଫ୍ ଲାଇଟରର ବଜାର ପ୍ରବେଶ

ଭୁବନେଶ୍ୱର, ୨୪ା୬ : ଜିପ୍ପୋ କମ୍ପାନୀ ପକ୍ଷରୁ ଭାରତୀୟଙ୍କ ପାଇଁ ନୂତନ ରେଞ୍ଜର ୱିଣ୍ଡ୍ ପ୍ରୁଫ୍ ଲାଇଟରର ବଜାର ପ୍ରବେଶ କରାଯାଇଛି । ଏହି ଇଣ୍ଡିଆନ୍ କଲେକଶନ୍ ଭାରତୀୟଙ୍କୁୂ ବେଶ୍...

ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ

ଭୁବନେଶ୍ୱର,୨୪ା୬ : ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଅଟୋ ମହାସଂଘ ପକ୍ଷରୁ ସ୍ମାର୍ଟ ଅଟୋରିକ୍ସା ଆପ୍ ଉଦ୍ଘାଟିତ ହୋଇଯାଇଛି । ରାଜଧାନୀବାସୀଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ଅଟୋସେବା ଯୋଗାଇବା...

ଫିଲିପ୍ସ ପକ୍ଷରୁ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍ଟ୍ରାସାଉଣ୍ଡ ସିରିଜ୍

ଭୁବନେଶ୍ୱର,୨୪ା୬ : ରୟାଲ୍ ଫିଲିପ୍ସ ପକ୍ଷରୁ ଏହାର ପୁନେସ୍ଥିତ ହେଲ୍ଥକେୟାର ଇନୋଭେସନ ସେଂଟର୍ (ଏଚ୍ଆଇସି)ରୁ ନିଜର ପ୍ରଥମ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍ଟ୍ରାସାଉଣ୍ଡ ମେସିନ୍ ସିରିଜ୍କୁ ଘରୋଇ ବଜାରକୁ...

ହୋଣ୍ଡାର ନୂଆ ଗ୍ରାଜିଆ ୧୨୫ ବିଏସ୍-୬ ଉନ୍ମୋଚିତ

ଭୁବନେଶ୍ୱର, ୨୪ା୬: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଗ୍ରାଜିଆ ୧୨୫ ବିଏସ-୬କୁ ଉନ୍ମୋଚନ କରାଯାଇଛି । ଏଥିରେ ୧୨୫ ଏଚଇଟି ବିଏସ-୬...

ବିଜେପିର ବ୍ରହ୍ମପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲି

ବ୍ରହ୍ମପୁର,୨୪ ।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବ୍ରହ୍ମପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ...

Latest news

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...
- Advertisement -