27 C
Bhubaneswar
Sunday, September 20, 2020

୨ ସପ୍ତାହରେ ପ୍ରତିଦିନ ସାମ୍ନାକୁ ଆସିଛି ୧ ଲକ୍ଷରୁ ଅଧିକ ନୂଆ ମାମଲା

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ନୁ୍ୟୟର୍କ, ୧୬/୬ (ଏଜେନ୍ସି) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) କରୋନା ଭାଇରସ ସଂକ୍ରମଣର ଭୟାବହତା ନେଇ ଚେତାବନୀ ଜାରି କରିଛି । ଏସିଆ, ଦକ୍ଷିଣ ଆମେରିକା, ମିଡିଲ ଇଷ୍ଟ ଦେଶମାନଙ୍କରେ କରୋନା ସଂକ୍ରମଣର ଭୟାବହତା ଜାରି ରହିବ ବୋଲି ହୁ’ ଚେତାବନୀ ଦେଇଛି । ହୁ’ର ମୁଖ୍ୟ ଟେଡରସ୍ ଏଡହାମଙ୍କ କହିବାନୁଯାୟୀ, ଗତ ଦୁଇ ସପ୍ତାହରେ ପ୍ରତିଦିନ ଲକ୍ଷେରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଆଗକୁ ଆହୁରି ୧୫ ଦିନ ପର୍ଯ୍ୟନ୍ତ ଏହି ସିଲସିଲା ଜାରି ରହିବ । ଟେଡରସ୍ ଚୀନ ପାଇଁ ଆଲର୍ଟ ଜାରି କରି କହିଛନ୍ତି ଯେ, ୫୦ ଦିନ ପରେ ଚୀନରେ ପୁଣିଥରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବେଜିଙ୍ଗରେ ସାମ୍ନାକୁ ଆସିଥିବା ନୂଆ ମାମଲା ଅତ୍ୟନ୍ତ ଗମ୍ଭୀର ଏବଂ ଏଥିପାଇଁ ଶୀଘ୍ର ପଦକ୍ଷେପ ନେବାକୁ ହେବ । କରୋନା ସଂକ୍ରମଣର ଯେଉଁ ନୂଆ ମାମଲା ସାମ୍ନାକୁ ଆସିଛି ସେଥିରୁ ୮୦ ପ୍ରତିଶତରୁ ଅଧିକ ମାମଲା କେବଳ ୧୦ଟି ଦେଶରୁ ଆସିଛି । ସବୁଠାରୁ ଅଧିକ ମାମଲା ବ୍ରାଜିଲ, ଆମେରିକା, ଭାରତ, ଋଷ, ପେରୁ, ଚିଲି, ପାକିସ୍ତାନ ଓ ସାଉଦି ଆରବରୁ ଆସୁଛି । ଦକ୍ଷିଣ ଏସିଆ ଦେଶମାନଙ୍କରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସେହିପରି ଆଫ୍ରିକାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ମହାଦ୍ୱୀପରେ କରୋନା ସଂକ୍ରମଣର ଏକ ଲକ୍ଷ ମାମଲା ହେବାକୁ ୯୮ ଦିନ ଲାଗିଥିଲା କିନ୍ତୁ ସଂକ୍ରମଣ ସଂଖ୍ୟା ଏକ ଲକ୍ଷରୁ ଦୁଇ ଲକ୍ଷରେ ପହଞ୍ଚିବାକୁ ମାତ୍ର ୧୮ ଦିନ ଲାଗିଥିଲା ଆଫ୍ରିକାର ୫୪ ଦେଶରୁ ଅଧାରୁ ଅଧିକ ଦେଶରେ ସାମ୍ପ୍ରଦାୟିକ ସଂକ୍ରମଣ ଆରମ୍ଭ ହୋଇଛି ଏବଂ ଏହା ଅତ୍ୟନ୍ତ ଭୟଙ୍କର । ମହାଦ୍ୱୀପରେ ଭାଇରସ ମୁଖ୍ୟତଃ ୟୁରୋପରୁ ଆସିଥିଲା ଏବଂ ସହରୀ ଅଞ୍ଚଳରେ ଏବଂ ବ୍ୟବସାୟିକ କେନ୍ଦ୍ରରୁ ଏବଂ ଗ୍ରାମୀଣ ଅଞ୍ଚଳକୁ ବ୍ୟାପିଛି । ହୁ’ରେ ଆଫ୍ରିକାର ମୁଖ୍ୟ ମାସାଦିଶୋ ମୋଇନି କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି ସେପର୍ଯ୍ୟନ୍ତ ଏହିଭଳି ଭାଇରସ ସହିତ ହିଁ ବଞ୍ଚିବାକୁ ପଡିବ । ସେପଟେ ହୁ’ର ଏମଏଜେନ୍ସି ଚିଫ ଡାକ୍ତର ମାଇକେଲ ରିୟାନ କହିଛନ୍ତି ଯେ, ଯଦି ଚୀନକୁ କୌଣସି ପ୍ରକାର ସାହାଯ୍ୟ ଆବଶ୍ୟକ ପଡେ ତାହେଲେ ହୁ’ ତା’ର ଟିମ ପଠାଇବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...