27 C
Bhubaneswar
Wednesday, September 23, 2020

ପ୍ରଧାନମନ୍ତ୍ରୀଙ୍କ କୋଭିଡ୍-୧୯ ସମୀକ୍ଷା

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ନୂଆଦିଲ୍ଲୀ,୧୩ା୬(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅ ।ଜି ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଏକ ବିସ୍ତୃତ ବୈଠକରେ କୋଭିଡ- ୧୯ ମହାମାରୀ ମୁକାବିଲା ଲାଗି ଦେଶ ଗ୍ରହଣ କରିଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି । ଏହି ବୈଠକରେ ମହାମାରୀର ଜାତୀୟ ସ୍ତରର ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା । ବୈଠକରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଢ଼ିକର ସ୍ଥିତି ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ଗୃହ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱ୍ାସ୍ଥ୍ୟ ମନ୍ତ୍ରଣାଳୟ ସଚିବ, ଅ ।ଇସିଏମଅ ।ରର ମହାନିଦେ୍ର୍ଦଶକ ଏବଂ କ୍ଷମତାପ୍ରାପ୍ତ ଗୋଷ୍ଠୀର ସଂଯୋଜକମାନେ ଅଂଶଗ୍ରହଣ କରିଥିଲେ । ନୀତି ଅ ।ୟୋଗ ସଦସ୍ୟ ତଥା ଚିକିତ୍ସା ଜରୁରିକାଳିନ ସ୍ଥିତି ପରି•ଳନା ଯୋଜନା ସଂକ୍ରାନ୍ତ କ୍ଷମତାପ୍ରାପ୍ତ ଗୋଷ୍ଠୀର ସଂଯୋଜକ ଡ. ବିନୋଦ ପଲ କୋଭିଡ-୧୯ର ବର୍ତ୍ତମାନର ସ୍ଥିତି ଏବଂ ମଧ୍ୟାବଧିରେ ଏହା ସହିତ ଜଡ଼ିତ ସମ୍ଭାବ୍ୟ ପରିଦୃଶ୍ୟ ସଂକ୍ରାନ୍ତରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ କୋଭିଡ-୧୯ର ମୋଟ ସଂକ୍ରମଣ ମାମଲା ମଧ୍ୟରୁ ଦୁଇ ତୃତୀୟାଂଶ ମାମଲା ପାଞ୍ଚଟି ରାଜ୍ୟରେ ରହିଛି ଏବଂ ବଡ଼ ସହରଗୁଡ଼ିÿିକରେ ଅଧିକ ସଂଖ୍ୟକ ସଂକ୍ରମିତ ରହିଛନ୍ତି । ଅ ।ଗକୁ ଅ ।ସୁଥିବା ସମସ୍ତ ଅ ।ହ୍ୱାନର ମୁକାବିଲା, ବିଶେଷ କରି ବଡ଼ÿ ସହର ସମ୍ମୁଖରେ ଉତ୍ପନ ହେଉଥିବା ସ୍ଥିତିକୁ ଦୃଷ୍ଟିରେ ରଖି ନମୁନା ପରୀକ୍ଷା ବୃଦ୍ଧି ସହିତ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଦୈନିକ ମାମଲା ବୃଦ୍ଧି ହେବା ସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସେବା ପ୍ରସ୍ତୁତ କରିବା ସ ମ୍ପ ର୍କରେ ଅ ।ଲୋଚନା କରାଯାଇଥିଲା । ଡାକ୍ତରଖାନାରେ ଶଯ୍ୟା/ଅ ।ଇସୋଲେସନ ଶଯ୍ୟା ବ୍ୟବସ୍ଥା କରିବା ଲାଗି ସହର ଏବଂ ଜିଲ୍ଲାୱାରୀ ଅ ।ବଶ୍ୟକତାର ଅନୁଧ୍ୟାନ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀର ସୁପାରିସ ସ ମ୍ପ ର୍କରେ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷଙ୍କ ସହିତ ଅ ।ଲୋଚନା କରି ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ସ୍ୱ୍ାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମୌସୁମୀ ଋତୁ ଆରମ୍ଭ ହୋଇଥିବାର ସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ପ୍ରସ୍ତୁତି କରିବା ନିମନ୍ତେ ମଧ୍ୟ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲେ । ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ର ବର୍ତ୍ତମାନ ଏବଂ ସମ୍ଭାବ୍ୟ ପରିଦୃଶ୍ୟ ଉପରେ ଆଲୋଚନା କରାଯାଇଥିଲା । ଏବଂ ଆସନ୍ତା ଦୁଇ ମାସର ଅନୁମାନ ଉପରେ ବି•ର-ବିମର୍ଷ କରାଯାଇଥିଲା । ପ୍ରଧାନମନ୍ତ୍ରୀ କୋଭିଡ-୧୯ ମାମଲା
ବୃଦ୍ଧି ପାଇବା କାରଣରୁ ଉତ୍ପନ୍ନ ସ୍ଥିତିର ମୁକାବିଲା ଲାଗି ସମନ୍ୱିତ ଏବଂ ସାମଗ୍ରିକ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହିତ ଭାରତ ସରକାର ଓ ଦିଲ୍ଲୀ ସରକାରଙ୍କ ସମସ୍ତ ବରିଷ୍ଠ ଅଧିକାରୀ, ଦିଲ୍ଲୀ ମହାନଗର ନିଗମର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ବୈଠକ ଆୟୋଜନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଏବଂ ଏହା ଉପରେ ସଫଳତାପୂର୍ବକ ନିୟନ୍ତ୍ରଣ ଲାଗି ଅନେକ
ରାଜ୍ୟ, ଜିଲ୍ଲା ଓ ସହରଗୁଡ଼ିÿିକ ପକ୍ଷରୁ ନିଅ ।ଯାଇଥିବା ଉଲ୍ଲେଖନୀୟ ପଦକ୍ଷେପ ସଂକ୍ରାନ୍ତରେ ବୈଠକରେ ଅ ।ଲୋଚନା କରାଯାଇଥିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...