27 C
Bhubaneswar
Sunday, September 20, 2020

ଗୁଜରାଟରୁ ଆସିଛି ଅର୍ଦ୍ଧାଧିକ ଟ୍ରେନ୍

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୧୪: ଲକଡାଉନ୍ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ୨୩୫ଟି ଶ୍ରମିତ ସ୍ପେଶାଲ ଟ୍ରେନ ଯୋଗେ ଓଡିଶା ଫେରାଇ ଅଣାଯାଇଥିବାବେଳେ ଏଥିରୁ ପ୍ରାୟ ଅଧା ରେଳଗାଡି ଗୁଜୁରାଟରୁ ଅ ।ସିଛି । ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ପ୍ରବାସୀଙ୍କ ଘରବାହୁଡା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ଅ ।ଜି ଏହି ସୂଚନା ଦିଅ ।ଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଅଟକିଥିବା ଲୋକଙ୍କୁ ନିଜ ନିଜର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ରେଳ ପ୍ରଶାସନ ଏକ ଅ ।ହ୍ୱାନଭାବେ ଗ୍ରହଣକରି ଦେଶର ବିଭିନ୍ନ କୋଣକୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍’ ଚଳାଚଳ ଅ ।ରମ୍ଭ କରି ସଫଳତା ହାସଲ କରିଛି । ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାକୁ ୨ଲକ୍ଷ ୫୦ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀଙ୍କୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପୂର୍ବ ତଟ ରେଳପଥ ପରିବହନ କରିସାରିଛି । ପୂର୍ବ ତଟ ରେଳପଥ ଚଳିତବର୍ଷ ମଇ ପହିଲାରୁ ଠାରୁ ଅ ।ଜିଯାଏଁ ୫୫୮ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଏହାର ପରିସୀମା ମଧ୍ୟରେ ଚଳାଚଳ କରିଛି । ଏଥି ମଧ୍ୟରୁ ପୂର୍ବ ତଟ ରେଳପଥ ଦ୍ୱାରା ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗ୍ରହଣ କରାଯାଇଛି ଓ ୧୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ପଠାଯାଇଛି । ସେଥିମଧ୍ୟରୁ ସମ୍ବଲପୁରରୁ ଗୋଟିଏ, ଭୁବନେଶ୍ୱରରୁ ଦୁଇଟି ଏବଂ ଅନ୍ୟଗୁଡ଼ିକ ବିଶାଖାପାଟଣାରୁ ଅନ୍ତର୍ଭୁକ୍ତ । ଓଡ଼ିଶାକୁ ଅ ।ସିଥିବା ସମୁଦାୟ ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରେ ଅଧାଅଧି ଗୁଜୁରାଟରୁ ଅ ।ସିଛି । ଅନ୍ୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ତାମିଲନାଡ଼ୁ, ଅ ।ନ୍ଧ୍ରପ୍ରଦେଶ, କେରଳ, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ଅ ।ସିଛି । ହାରାହାରି ୩୦୬ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷିତ ସହ ଯାତ୍ରା କରିଛି ଯେଉଁଥିରେ ଖାଦ୍ୟ ପ୍ୟାକେଟ୍,
ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ବିଭିନ୍ନ ଷ୍ଟେସନ୍ରେ ପ୍ରଦାନ କରାଯାଇଛି । ପୂର୍ବ ତଟ ରେଳପଥ ଅଧିନରେ ଥିବା ଷ୍ଟେସନଗୁଡ଼ିକରେ ସମଗ୍ର ପ୍ଲାଟ୍ଫର୍ମରେ ବୃତ୍ତ ଚିହ୍ନ କରାଯାଇ ଓ ଧାଡ଼ିରେ ରଖାଯାଇ ଯାତ୍ରୀମାନଙ୍କର ଅ ।ଗମନ ଓ ପ୍ରସ୍ଥାନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାର ନୀତିନିୟମକୁ ପାଳନ କରାଯାଉଛି । ଏହା ରାଜ୍ୟ ସରକାରଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷାକରି ଓ ମ୍ପ ନ୍ନ କରାଯାଉଛି । ପୂର୍ବ ତଟ ରେଳପଥ ଅଧିନରେ ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ମାନଙ୍କରେ
ଅ ।ଇ.ଅ ।ର୍.ସି.ଟି.ସି. ସହଯୋଗରେ ପୂର୍ବ ତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିଶୁଳ୍କ ଖାଦ୍ୟ ପୁଡ଼ିଅ । ଓ ପାଣି ବୋତଲ ଯୋଗାଇ ଦିଅ ।ଯାଉଛି । ୬ ଜୁନ୍ ୨୦୨୦ ସୁଦ୍ଧା ପାଣିବୋତଲ ସହିତ ପ୍ରାୟ ୧୦ ଲକ୍ଷ ଖାଦ୍ୟ ପୁଡ଼ିଅ । ଶ୍ରମିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କୁ ଯୋଗାଇ ଦିଅ ।ଯାଇଛି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ପରିଳନା ସମୟରେ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେସନ୍ରେ କୋଭିଡ଼୍-୧୯ ରୋଗର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟରକ୍ଷା ମାଗଁଦର୍ଶିକା ପାଳନ କରାଯାଉଛି । ଯାତ୍ରୀମାନଙ୍କ ଅ ।ଗମନ ସମୟରେ ତଥା ଗନ୍ତବ୍ୟ ସ୍ଥାନକୁ ପଠାଇବା ସମୟରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିମନ୍ତେ ସମସ୍ତ ଷ୍ଟେସନ୍ମାନଙ୍କରେ ବ୍ୟବସ୍ଥା କରାଯାଇଛି । ସମସ୍ତ ଯାତ୍ରୀମାନଙ୍କ ତାପମାତ୍ରାର ଯାଞ୍ଚ କରାଯାଉଛି । ପେଡାଲ୍ ପରିଳିତ ପଦ୍ଧତି ଦ୍ୱାରା ଯାତ୍ରୀମାନେ ହାତ ସାନିଟାଇଜେସନ୍ର ସୁବିଧା ପାଇପାରୁଛନ୍ତି । ସମଗ୍ର ଭାରତୀୟ ରେଳରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକରେ ଗର୍ଭବତୀ ମହିଳାମାନଙ୍କର ପ୍ରସବ ହୋଇଯାଇଥିବାର ସୁସମ୍ବାଦମାନ ଅ ।ସିଛି । ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ରରେ ମଧ୍ୟ ଏପରି ତିନୋଟି ଘଟଣା ଘଟିଛି ଏବଂ ଉଭୟ ମା’ ଓ ନବଜାତ ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ସହକାରେ ସରକାରୀ ଚିକିତ୍ସାଳୟମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତିନିଜଣଙ୍କ ମଧ୍ୟରୁ ୨ଜଣ ଟିଟଲାଗଡ଼ ଠାରେ ଓ ଜଣେ ବଲାଙ୍ଗୀର ଠାରେ ଜନ୍ମ ହୋଇଛନ୍ତି । ଏହାର ଅର୍ଥ ସମସ୍ତ ୩ ଜଣ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ବାସୀନ୍ଦା । ଏହି ଅ ।ନନ୍ଦର ମୂହୂର୍ତ୍ତକୁ ପରିବାରକୁ ଉତ୍ସାହ ଦେବା ନିମନ୍ତେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ଜନ୍ମ ହୋଇଥିବା ଏହି ନବଜାତକମାନଙ୍କ ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ଉପହାର ଦେବାର ଘୋଷଣା କରାଯାଇଛି । ପ୍ରବାସୀମାନଙ୍କୁ ଭୟଭିତ ନହେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନଦ୍ଭ କରାଯାଇଛି । ସମସ୍ତ ପ୍ରବାସୀମାନଙ୍କୁ ଯଥାଶୀଘ୍ର ସେମାନଙ୍କର ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନର ସହଯୋଗରେ ଉଦ୍ୟମ କରାଯାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...