28 C
Bhubaneswar
Sunday, September 20, 2020

ନିରପେକ୍ଷ ତଦନ୍ତ ଦାବି କଲା ସୁବର୍ଣ୍ଣପୁର କଂଗ୍ରେସ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ସୋନପୁର, ୧୧ ।୬ (ଶ୍ରୁ.ମି) : କରୋନା ମହାମାରୀ ସମୟରେ ମାସ୍କ, ପେଷ୍ଟିଂ କିଟ୍, ଆରଟିପିଏମ ଓ ପିପିଇ ମେସିନ କିଣାରେ ରାଜ୍ୟ ଔଷଧ ନିଗମରେ ହୋଇଥିବା ମହାଦୁର୍ନୀତି ଏବଂ ଏହି ଦାୟିତ୍ୱରେ ଥିବା ଉଚ୍ଚ ପଦାଧିକାରୀ ଓ ମନ୍ତ୍ରୀମାନେ ସାମିଲ ଥିବା ଘଟଣା ନିରପେକ୍ଷ ତଦନ୍ତ ତାହା ପୁଣି ଖୋଦ୍ ବିଚାରପତିଙ୍କ ଦ୍ୱାରା କରାଇବାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରର ନିଦେ୍ର୍ଧଶନାମା ହିସାବରେ କରୋନା ଚିକିତ୍ସା ପାଇଁ ବ୍ୟବହୃତ ସମସ୍ତ ଜିନିଷ ଇ-ପୋର୍ଟାଲ , ଇ- ମାକେଟିଂ ସହାୟତା ମାଧ୍ୟମରେ ସ୍ୱଚ୍ଛ ଭାବରେ କିଣା ଯିବାର ବ୍ୟବସ୍ଥା ଥିବାବେଳେ ଓ ରାଜ୍ୟ ଏମ୍ଏସ୍ଏମ୍ଇ ସଂସ୍ଥାଠାରୁ ୨୦ ପ୍ରତିଶତ ସାମଗ୍ରୀକିଣା ଯିବାର ବାଧ୍ୟତାମୂଳକ ବ୍ୟବସ୍ଥା ଥିବା, ପୁଣି ବିଭିନ୍ନ ରାଜ୍ୟର ଅନେକ କ ମ୍ପ ।ନୀଠାରୁ ସେହି ସମାନ ଧରଣର ସମାନ କ୍ୱାଲିଟି ମାସ୍କ ଅଲଗା ରାଜ୍ୟମାନେ ୧.୩୪ ପଇସା ରୁ ୮ ଟଙ୍କା ୪୭ପଇସା ବିଭିନ୍ନ ଦରରେ କିଣିଥିବାବେଳେ ଓଡ଼ିଶା ସରକାର ତାମିଲନାଡୁର ଏକ ନିର୍ଦ୍ଦିଷ୍ଟ କ ମ୍ପ ।ନୀଠାରୁ ୧୬ ଟଙ୍କାରେ ୩୦ ଲକ୍ଷ ମାସ୍କ ଅର୍ଡର ଦେଲେ କାହିଁକି ? ପୁଣି ଇ-ମାର୍କେଟିଂ ଜରିଆରେ ସ୍ୱଚ୍ଛତା ଭାବରେ କାହିଁକି ଅର୍ଡର ଦେଲେ ନାହିଁ ଏବଂ ରାଜ୍ୟର ଏମ୍ଏସ୍ଏମ୍ଇ ସଂସ୍ଥାଠାରୁ କାହିଁକି ୨୦ ପ୍ରତିଶତ କିଣା ଗଲାନି ? ଏବଂ କରୋନାରେ ବ୍ୟବହୃତ ଟେଷ୍ଟିଂ କିଟ୍, ଆରଟିପିଏମ୍, ପିପିଇ ମେସିନ ସବୁକୁ ୫ ଲକ୍ଷ ବଦଳରେ ୧୨ ଲକ୍ଷ ଟଙ୍କାରେ ଖୁବ ଚଢା ଦରରେ ପ୍ରତ୍ୟେକ ମେସିନ କିଣାଗଲା କାହିଁକି ? ଏସବୁ ଘଟଣାରୁ କରୋନା ମହାମାରୀ ବେଳେ ସରକାର ମହାଦୂର୍ନୀତିରେ ସାମିଲ ହୋଇଥିବା ସ୍ପଷ୍ଟ ଜଣାପଡୁଛି ବୋଲି କଂଗ୍ରେସ ଦଳ ଦୁଢନିନ୍ଦା କରି ଖୁବ ସମାଲୋଚନା ମଧ୍ୟ କରିଛି । ଏବଂ ରାଜ୍ୟର ପ୍ରତ୍ୟେକ ସାମଗ୍ରୀ କିଣା ବିକା କାରବାରରେ ଏହି ତାମିଲ ପ୍ରିତୀ କାହା ସ୍ୱାର୍ଥରେ ବଢୁଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଏବଂ ଗରିବ ଖଟିଖିଆ
ଲୋକଙ୍କ ଝାଳବୁହା ଟଙ୍କାରୁ ରାଜସ୍ୱ ଆଦାୟ ଓ କେତେକ ସାମଗ୍ରୀରେ ଏବେ ୫୦ ପ୍ରତିଶତ କରୋନା ଟିକସ ଆଦାୟ କରୁଥିବା ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ରାଜସ୍ୱ ଅର୍ଥର ଟିକିନିକି ହିସାବ ଦେବାକୁ ଦାବି କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...