31 C
Bhubaneswar
Friday, September 18, 2020

କଂସେଇଖାନାକୁ ଚାଲାଣବେଳେ ୪୦ ଗୋ ମାତା ଉଧାର

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ବେଦବ୍ୟାସ, ୧୧ ।୬ (ଶ୍ରୁ.ମି) : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଞ୍ଚଳରେ ଥିବା କୁତ୍ରା ଥାନା ଅଞ୍ଚଳର ଖତକୁରବାହାଲ ଗ୍ରାମରୁ ଏକ ଟ୍ରକ ନମ୍ବର ଓଡି ୧୬ ଜି ୫୧୯୨ରେ ୪୦ଟି ଗାଈକୁ ଅତି ଅମାନୁଷିକ ଭାବେ ଲଦି ରାଉରକେଲା ପୋଲିସ ଜିଲ୍ଲା
ଅଞ୍ଚଳର ବିଶ୍ରା ଥାନା ଅନ୍ତର୍ଗତ ତଥା କଂସେଇଖାନା ପେଣ୍ଠସ୍ଥଳୀ ଭାବେ ପରିଚିତ ଗୁଡଗୁଡଜୋରକୁ ବେଆଇନ ଭାବେ ଚାଲାଣ ବେଳେ ପୂର୍ବରୁ ଚୋରାଚାଲାଣ ସମ୍ବନ୍ଧରେ ଖବର ପାଇ ସଜାଗଥିବା ବଜରଙ୍ଗ ଦଳ କର୍ମୀମାନେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ସି ମିଲ
ଛକଠାରେ ଜଗିରହିଥିଲେ । ବଜରଙ୍ଗ ଦଳ କର୍ମୀମାନଙ୍କୁ ଦେଖି ଗାଈ ଭର୍ତ୍ତି ଟ୍ରକର ଚାଳକ ଗାଈକୁ ପାନପୋଷ ଆଡକୁ ଯିବା ବଦଳରେ ବେଦବ୍ୟାସ ଛକରୁ କୁଆଁରମୁଣ୍ଡା ପଟକୁ ମୋଡି ଜାତୀୟ ରାଜପଥରେ ଦ୍ରୁତ ଗତିରେ ପଳାଇ ଯିବାର ଚେଷ୍ଟା କରିଥିଲେ ।
ତେବେ ଗୋମାତାକୁ ଉଦ୍ଧାର ପାଇଁ ଶପଥ ନେଇଥିବା ବଜରଙ୍ଗ ଦଳର କର୍ମୀମାନେ ମଧ୍ୟ ଟ୍ରକର ପିଛା କରିଥିଲେ । ବଜରଙ୍ଗ ଦଳ କର୍ମୀମାନେ ପିଛା କରୁଥିବା ଦେଖି ଚାଳକ ଗାଡିଟିକୁ ରାସ୍ତାରେ ଛାଡି ନିକଟରେ ଥିବା ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲେ । ପରେ ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଆସି ଗାଡିକୁ ଯାଞ୍ଚା ପରେ ସେଥିରେ ଲଦା ହୋଇଥିବା ତଥା ଅଧାରୁ ଅଧିକ ଆହତ ହୋଇଯାଇଥିବା ଗାଈକୁ ଉଦ୍ଧାର କରିବା ପରେ ସମସ୍ତ ଗାଇକୁ ନେଇ ବେଦବ୍ୟାସ ଗୋଶାଳରେ ଜମା ଦେବା ପରେ ଟ୍ରକକୁ ଜବତ କରିଥିଲେ । ବଜରଙ୍ଗ ଦଳ କର୍ମୀଙ୍କ ସତର୍କତା ଯୋଗୁଁ ଆଜି ୪୦ ଗାଈକୁ କଂସେଇମାନଙ୍କ ହାତରୁ ରକ୍ଷା କରାଯାପାରିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...