30 C
Bhubaneswar
Tuesday, September 22, 2020

କୋଭିଡ -୧୯ ନିୟମର ଉଲ୍ଲଙ୍ଘନ ମାମଲା

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ରାଉରକେଲା, ୧୧ ।୫ (ଶ୍ରୁ.ମି) : ଦେଶରେ ଦେଖା ଦେଇଥିବା ମହାମାରୀ କରୋନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ – ୧୯ ନାମରେ କେତେକ ନିର୍ଦ୍ଧିଷ୍ଟ ଆଇନ ପ୍ରଣୟନ କରିବା ସହ ଏହାକୁ କଡାକଡି ଭାବେ ପାଳନ ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ତେବେ ରାଉରକେଲାରେ ହୋଇଥିବା ଏକ ହତ୍ୟା ଘଟରାରେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାରକୁ ନେଇ ଆୟୋଜିତ ଶୋଭାଯାତ୍ରାରେ ମୁହଁରେ ମାସ୍କ ନପିନ୍ଧି ହଜାର ହଜାର ଲୋକ ସାମିଲ ହେବା ଘଟଣା କୋଭିଡ-୧୯ର ଖୋଲା ଉଲ୍ଲଙ୍ଘନ ବୋଲି ରାଉରକେଲା ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ଓକିଲ ସଂଘର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ୭ ଜୁନରେ ରେଳବାଇ କଲୋନୀ ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡରେ ମୃତ ଦିଲସାନ ଖାନଙ୍କ ଶବକୁ ସକ୍ରାର ପାଇଁ ୮ ଜୁନରେ ସଂଖ୍ୟାଲଘୁ ସଂପ୍ରଦାୟର ହଜାର ହଜାର ଲୋକମାନେ ଶବକୁ ଶୋଭାଯାତ୍ରାରେ ନେଇ ରାଉରକେଲା ମୁଖ୍ୟ ମାର୍ଗ ଦେଇ ପ୍ଲାଣ୍ଟସାଇଟ୍ ଥାନା ସମ୍ମୁଖ ଦେଇ ଇଦଗାହା ପଡିଆକୁ ନେଇ ପୋତିଥିଲେ । ଯାହାକି କୋଭିଡ-୧୯ ନିୟମର ଖୋଲା ଉଲ୍ଲଙ୍ଘନ ବୋଲି ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । କୋଭିଡ-୧୯ର ନିୟମାନୁସାରେ ଶବ ସକ୍ରାର ବେଳେ ୨୦ରୁ ଅଧିକ ଲୋକ ଜମା ନହେବାର ନିୟମ ଥିବାବେଳେ ଏଠି ୫/୭ ହଜାର ଲୋକ ଶୋଭାଯାତ୍ରାରେ କିପରି ଗଲେ ? ମୁହଁରେ ମାସ୍କ ନପିନ୍ଧି ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରାଯାଇନଥିଲା । କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ଦେଇ ଏହି ଶୋଭାଯାତ୍ରା ଯାଇଥିବାରୁ କରୋନା ସଂକ୍ରମଣ ଆଶଙ୍କା ମଧ୍ୟ ବୃଦ୍ଧିପାଇଛି । ଶୋଭାଯାତ୍ରାରେ ଟ୍ରାଫିକ ନିୟମକୁ ହତ୍ୟା କରାଯାଇଥିବାବେଳେ ଏସମସ୍ତ ଘଟଣା ପୋଲିସ ଉପସ୍ଥିତିରେ ହୋଇଥିବା ନେଇ ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇ ସହରର ଆଇଡ଼ ପରିସ୍ଥିତି ସମ୍ଭାଳିବାରେ ପୋଲିସ ପ୍ରଶାସନ ବିଫଳଥିବାରୁ ପୋଲିସ ମୁଖିଆ
ଏସପିଙ୍କ ବଦଳି ଦାବି କରି ଏନେଇ ଏକ ସ୍ମାରକପତ୍ର ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପଠାଯାଇଥିବା ଜଣାପଡିଛି । ବାସ୍ତିବିକ ଏହି ଶୋଭାଯାତ୍ରା ନାକେବଳ ସୁନ୍ଦରଗଡ ଜିଲ୍ଲାର, ସମଗ୍ର ଓଡ଼ିଶା ସହିତ ଆଜି ଦେଶର କେତେକ ଜାତୀୟ ମିଡିଆରେ
ଚର୍ଚ୍ଚାର ବିଷୟ ହୋଇଛି । ଯାହାକି ନିଜ କାର୍ଯ୍ୟ ସଂପାଦନାରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ସନେ୍ଦହ ଉପୁଜୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...