36 C
Bhubaneswar
Sunday, April 11, 2021

ଝୁମ୍ପୁରା ତହସିଲ ଅଂଚଳରୁ ବେଧଡକ ଭାବେ ଚାଲିଛି ବାଲି ଚାଲାଣ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ୁଝୁମ୍ପୁରା,୧୦ା୬ (ଶ୍ରୁ.ମି) : ଝୁ ୁରା ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଲି ,ପଥର ,ମୋରମ ବେଧଡକ ଭାବେରେ ଦିନ ରାତି ଚୋରାରେ ଚାଲାଣ ହେଉଥିଲେ ମଧ୍ୟ ତହସିଲ କର୍ତ୍ତୃପକ୍ଷ ବାଲି ,ପଥର ,ମୋରମ ଚାଲାଣ କରୁଥିବା ଗାଡି ଗୁଡିକ ଏବଂ ଗାଡି ମାଲିକ ଉପରେ ଅଙ୍କୁଶ ଲଗାଉ ନଥିବାରୁ ସରକାର ଝୁ ମ୍ପ ୁରା ତହସିଲ ଅଞ୍ଚଳରୁ ଯେତିକି ରାଜସ୍ୱ ପାଇବା କଥା ସେତିକି ରାଜସ୍ୱ ପାଉବାରୁ ବଞ୍ଚିତ ହେଉଛି । ବର୍ତ୍ତମାନ ଝୁ ମ୍ପ ୁରା ତହସିଲ ଅଧିନରେ ରହିଛି ୬ଟି ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟାଳୟ । ପ୍ରତି ରାଜସ୍ୱ କାର୍ଯ୍ୟାଳୟ ଅଧିନରେ ପ୍ରବାହିତ ହେଉଥିବା ନଦୀ ,ନାଳ, ପଥର ହୁଡି ଗୁଡିକରୁ ପଥର , ବାଲି ବେଧକ ଭାବେ ଦିନ ରାତି ଚୋରାରେ ଚାଲାଣ ହେଉଥିଲେ ମଧ୍ୟ ରାଜସ୍ୱ ବିଭାଗର କର୍ମଚାରୀ ମାନେ ଚୋରା ଚାଲାଣ କରୁଥିବା ଗାଡି ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ତହସିଲଦାରଙ୍କ ଦୁର୍ବଳାତାର ସୁଯୋଗକୁ ନେଇ ଚୋରା ଚାଲାଣ କାରୀ ମାନେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ତହସିଲଦାର ବେଆଇନ ବାଲି ,ପଥର ମୋରମ ଖଣି ଉପରେ ନଜର ପକାଉ ନଥିବାରୁ ଏହାର ସୁଯୋଗ ନେଇ ବାଲି ,ପଥର, ମୋରମ ଚାଲାଣ କାରୀଙ୍କ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ଚୋରା ଚାଲାଣ କରିବା ପାଇଁ । ବିଭିନ୍ନ ନାଳ ଓ ପଥର ଖଣିରୁ ବେଧକ ଭାବରେ ଚାଲାଣ ହେଉଥିବା ଓ ମ୍ପ ର୍କରେ ସ୍ଥାନୀୟ ଜନସାଧାରଣ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ ରାଜସ୍ୱ ବିଭାଗର ଅଧିକାରୀ ମାନେ ଜନସାଧାରଣଙ୍କ ଠାରୁ ଅଭିଯୋଗ ପାଇ ମଧ୍ୟ ଚୋରା ଚାଲାଣ ହେଉଥିବା ସ୍ଥାନକୁ ଯାଇ ଗାଡି ଗୁଡିକୁ ଜବଦ କରିବା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ରାଜସ୍ୱ ବିଭାଗର କର୍ମଚାରୀ ମାନେ ଜନସାଧାରଣଙ୍କ ଠାରୁ ଅଭିଯୋଗ ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଗାଡି ମାଲିକ ମାନଙ୍କୁ ସହିତ ଭିତିରିଆ ବୁଝାମଣା କରି ତାଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିବା ସହିତ ସେମାନଙ୍କୁ ଚୋରା ଚାଲାଣ କରିବା ପାଇଁ ଅଧିକ ପ୍ରସôାହନ ଯୋଗାଇ ଆସୁଛନ୍ତି । ଝୁ ମ୍ପ ୁରା ତହସିଲ ଅଧିନରେ ରହିଥିବା ରାଜସ୍ୱ ଅଧିକାରୀଙ୍କ ଦାୟିତ୍ୱ ହିନତା ଯୋଗୁଁ ଆଜି ଝୁ ମ୍ପ ୁରା ତହସିଲ ଅଧିନସ୍ଥ ୬ଟି ରାଜସ୍ୱ କାର୍ଯ୍ୟାଳୟ ଅଧିନରୁ ସରକାର ପ୍ରତି ମାସରେ ବ୍ୟାପକ ଭାବରେ ରାଜସ୍ୱ ହରାଇ ବସିଛନ୍ତି । ଏପଟେ ବାଲି ଚୋରା ଚାଲାଣ କରୁଥିବା ଗାଡି ମାଲିକ ମାନେ ଆବାସ ଯୋଜନାରୁ ଘର ପାଇଥିବା ଘର ମାଲିକ ମାନଙ୍କୁ ବାଲି ପଥର ନ ଦେଇ ବ୍ଲକ ବାହାରକୁ ବାଲି ପଥର ଚାଲାଣ କରି ବେଶ ମୁନାଫା ଉଠାଇ ଚାଲିଛନ୍ତି । ଆବାସ ଯୋଜନା ପାଇଥିବା ହିତାଧିକାରୀ ମାନେ ଘର କରିବା ପାଇଁ ବାଧ୍ୟ ହୋଇ ଚଢା ଦାମରେ ବାଲି ପଥର କିଣୁଥିବା ଅଭିଯୋଗ କରିଛନ୍ତି । ସରକାର ଲକଡାଉନ ସମୟରେ ଆବାସ ଯୋଜନାରୁ ଘର ପାଇଥିବା ହିତାଧିକାରୀ ମାନଙ୍କୁ ବାଲି ପଥର ଯୋଗାଇ ଦେବା ପାଇଁ ତହସିଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ତହସିଲ କର୍ତ୍ତୃପକ୍ଷ ଆବାସ ଯୋଜନା ହିତାଧିକାରୀ ମାନଙ୍କୁ ନିର୍ଦ୍ଦିଷ୍ଟ ବାଲି ଖଣି ପଥର ଖଣିରୁ ବାଲି ପଥର ଯୋଗାଇବା ଦିଗରେ ଦୃଷ୍ଟି ଦେଉ ନାହାନ୍ତି । ଝୁ ମ୍ପ ୁରା ତହସିଲ ଅଞ୍ଚଳରୁ ବାଲି, ପଥର, ମୋରମ ଚାଲାଣ କରୁଥିବା ଗାଡି ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି ହେଉଛି

- Advertisement -ଝୁମ୍ପୁରା ତହସିଲ ଅଂଚଳରୁ ବେଧଡକ ଭାବେ ଚାଲିଛି ବାଲି ଚାଲାଣ

More articles

LEAVE A REPLY

Please enter your comment!
Please enter your name here

- Advertisement -ଝୁମ୍ପୁରା ତହସିଲ ଅଂଚଳରୁ ବେଧଡକ ଭାବେ ଚାଲିଛି ବାଲି ଚାଲାଣ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...