ନୂଆଦିଲ୍ଲୀ, ୯ ।୬(ନି.ପ୍ର): କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ ଅ ।ଜି କହିଛନ୍ତି ଯେ କୋଭିଡ ଜରୁରିକାଳୀନ ଋଣ ସୁବିଧା କେବଳ ଏମଏସଏମଇଗୁଡ଼ିକ ପାଇଁ ନୁହେଁ ସମସ୍ତ କମ୍ପାନୀ ପାଇଁ ଉପଲବ୍ଧ ରହିଛି ୟ ଫିକ୍କି କାର୍ଯ୍ୟକାରିଣୀ ସମିତି ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ସୀତାରମଣ ଉଦ୍ୟୋଗ ଜଗତକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ପାଇଁ ଅ ।ଶ୍ୱାସନା ଦେଇଥିଲେୟ ଭାରତୀୟ ଉଦ୍ୟୋଗ ଜଗତକୁ ସହାୟତା କରିବା ଏବଂ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସରକାରଙ୍କ ଉଦେ୍ଦଶ୍ୟୟ ଏଥିପାଇଁ ଅ ।ପଣମାନଙ୍କର କେହି ଜଣେ ସଦସ୍ୟ ସମସ୍ୟାରେ ଥିଲେ, ସରକାର ସହାୟତା/ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ବୋଲି ଅର୍ଥମନ୍ତ୍ରୀ କହିଥିଲେ । ନଗଦ ପ୍ରସଙ୍ଗରେ ଉତ୍ତର ରଖି ଅର୍ଥମନ୍ତ୍ରୀ କହିଥିଲେ, ଅ ।ମେ ନଗଦ ପ୍ରସଙ୍ଗକୁ ସ୍ପଷ୍ଟ ଭାବେ ସମାଧାନ କରିବାକୁ ଉଦ୍ୟମ କରିଛୁ ୟ ତଥାପି ସମସ୍ୟା ଥିଲେ ଅ ।ମେ ସମାଧାନ କରିବାକୁ ପ୍ରସ୍ତୁତୟ ସେ ଅ ।ହୁରି କହିଥିଲେ ଯେ ସମସ୍ତ ବକେୟା ଅର୍ଥ ପଇଠ କରିବା ଲାଗି ସରକାରୀ ବିଭାଗଗୁଡ଼ିକୁ କୁହାଯାଇଛିୟ ଏହା ସତ୍ତ୍ୱେ କୌଣସି ବିଭାଗରେ କୌଣସି ସମସ୍ୟା ରହିଥିଲେ ସରକାର ସେଥିପ୍ରତି ଧ୍ୟାନ ଦେବେ । ଅର୍ଥମନ୍ତ୍ରୀ ଅ ।ହୁରି ମଧ୍ୟ କହିଥିଲେ ନୂତନ ନିବେଶ ଉପରେ ୧୫ ପ୍ରତିଶତ କର୍ପୋରେଟ ଟିକସ ଦର ସୁବିଧା ହାସଲ କରିବାର ଶେଷ ତାରିଖ ବାଇବା ପ୍ରସଙ୍ଗ ପ୍ରତି ସରକାର ଧ୍ୟାନ ଦେବେୟ କ’ଣ କରାଯାଇପାରିବ ମୁଁ ଦେଖିବି ୟ ନୂତନ ନିବେଶ ଉପରେ ୧୫ ପ୍ରତିଶତ କର୍ପୋରେଟ ଟିକସ ଦରର ଲାଭ ଶିଳ୍ପ ଜଗତକୁ ମିଳୁ ବୋଲି ଅ ।ମେ •ହୁଁ ଏବଂ ମୁଁ ୩୧ ମାର୍ଚ୍ଚ, ୨୦୨୩ର ଶେଷ ତାରିଖକୁ ସମ୍ପ୍ରସାରଣ କରିବାର ପ୍ରସଙ୍ଗ ପ୍ରତି ଧ୍ୟାନ ଦେବି, ବୋଲି ଶ୍ରୀମତୀ ସୀତାରମଣକହିଥିଲେ । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କିମ୍ବା ସେବା ଅନ୍ତିମ ତାରିଖ ସଂକ୍ରାନ୍ତରେ ସେମାନଙ୍କ ସୁପାରିସ ଦାଖଲ କରିବା ନିମନ୍ତେ ଅର୍ଥମନ୍ତ୍ରୀ ଶିଳ୍ପ ଜଗତକୁ ପରାମର୍ଶ ଦେଇଥିଲେୟ ଯାହାଫଳରେ ସେ ଦିଗରେ ଅ ।ବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରରେ ଜିଏସଟି ଦର ହ୍ରାସର ଅ ।ବଶ୍ୟକତା ସମ୍ପର୍କରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ପ୍ରସଙ୍ଗ ଜିଏସଟି ପରିଷଦରେ ଉପସ୍ଥାପନ କରାଯିବୟ ତେବେ ପରିଷଦ ରାଜସ୍ୱ ସଂଗ୍ରହ ପ୍ରତି ମଧ୍ୟ ଧ୍ୟାନ ଦେଉଛିୟ ଯେକୌଣସି କ୍ଷେତ୍ରରେ ଜିଏସଟି ଦର ହ୍ରାସ ପ୍ରସଙ୍ଗରେ ପରିଷଦ ହିଁ ନିଷ୍ପତ୍ତି ନେବ ବୋଲି ସେ କହିଥିଲେ । ଏହି ଅବସରରେ ଅର୍ଥ ଓ ରାଜସ୍ୱ ସଚିବ ଶ୍ରୀ ଅଜୟ ଭୂଷଣ ପାଣ୍ଡେ ଫିକ୍କି ସଦସ୍ୟମାନଙ୍କୁ ସୂଚନା ଦେଇ କହିଥିଲେ ଯେ କର୍ପୋରେଟଗୁଡ଼ିକୁ ଅ ।ୟକର ରିଫଣ୍ଡ ପ୍ରଦାନ ପ୍ରକ୍ରିୟା ଅ ।ରମ୍ଭ ହୋଇସାରିଛିୟ ଗତ କିଛି ସପ୍ତାହ ମଧ୍ୟରେ ୩୫ ହଜାର କୋଟି ଟଙ୍କାର ଅ ।ଇଟି ରିଫଣ୍ଡ ଦାଖଲ କରାଯାଇସାରିଲାଣି । ଏହି ବୈଠକରେ ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ, କର୍ପୋରେଟ ବ୍ୟାପାର ସଚିବ ରାଜେଶ ବର୍ମା ଓ ଅର୍ଥ ସେବା ସଚିବ ଶ୍ରୀ ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ । କୋଭିଡ-୧୯ କାରଣରୁ ପଡ଼ିଥିବା ପ୍ରଭାବର ମୁକାବିଲା କରିବା ଲାଗି ଘୋଷଣା କରାଯାଇଥିବା ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସହଯୋଗ ନିମନ୍ତେ ଫିକ୍କି ସଦସ୍ୟମାନେ ନିରନ୍ତର ଭାବେ ବିଭିନ୍ନ ସରକାରୀ ବିଭାଗ ସହିତ ସମ୍ପର୍କରେ ରହିଛନ୍ତି ବୋଲି ଫିକ୍କି ଅଧ୍ୟକ୍ଷ ଡ.ସଙ୍ଗୀତା ରେ‡ୀ ଏହି ଅବସରରେ ଅର୍ଥମନ୍ତ୍ରୀଙ୍କୁ ସୂଚନା ଦେଇଥିଲେୟ ନ୍ତଅ ।ତ୍ମର୍ନିଭର ଭାରତ’ର ଏକମାତ୍ର ସଂକଳ୍ପ ପ୍ରତି ଫିକ୍କି ପ୍ରତିଶ୍ରୁତି ବଦ୍ଧ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ସହିତ •ମ୍ବର କାର୍ଯ୍ୟ କରୁଛି ବୋଲି ଡ. ରେ‡ୀ ଉଲ୍ଲେଖ କରିଥିଲେ ।
କେବଳ ଏମ୍ଏସ୍ଏମ୍ଇ ନୁହେଁ କୋଭିଡ ଜରୁରିକାଳୀନ ଋଣ ସୁବିଧା ସବୁ କମ୍ପାନୀ ପାଇଁ ଉପଲବ୍ଧ : ଅର୍ଥମନ୍ତ୍ରୀ
