ନୂଆଦିଲ୍ଲୀ, ୯ ।୬(ପିଆଇବି): କେନ୍ଦ୍ର ପେନସନ, ଅ ।ଣବିକ ଶକ୍ତି, କାର୍ମିକ ଓ ସାଧାରଣ ଅଭିଯୋଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଅ ।ଜି (୦୮.୦୬.୨୦୨୦) କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ (କ୍ୟାଟ)ର ଅଷ୍ଟାଦଶ ଖଣ୍ଡପୀଠ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖ ପାଇଁ ଭିଡିଓ କନଫରେନ୍ସ ଜରିଅ ।ରେ ଉଦ୍ଘାଟନ କରିଛନ୍ତି ୟ ଏହି ଅବସରରେ ଡଃ ସିଂ କହିଛନ୍ତି ଯେ, କ୍ୟାଟର ଖଣ୍ଡପୀଠ ଜମ୍ମୁ ଓ କଶ୍ମୀରରେ ଥିବା ସରକାରୀ କର୍ମ•ରୀଙ୍କ ମାମଲାଗୁଡିକର ବି•ର କରିବ । ଏଥିପାଇଁ ଅନ୍ୟାନ୍ୟ ଅଦାଲତରେ •କିରି ସଂକ୍ରାନ୍ତ ମାମଲା ହ୍ରାସ ପାଇବା ସହ ପ୍ରଶାସନିକ ନ୍ୟାୟାଧୀକରଣ ôରିତ ନ୍ୟାୟ ପ୍ରଦାନ କରିପାରିବ ୟ ସେ ଅ ।ହୁରି କହିଛନ୍ତି ଯେ, ମୋଦୀ ସରକାର ସ୍ଚ୍ଛତା ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ । ଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ନେଉଥିବା ଲୋକାଭିମୁଖୀ ସଂସ୍କାର ଯୋଗୁଁ ସମଗ୍ର ଦେଶ ସମେତ ଜମ୍ମୁ କଶ୍ମୀର ଓ ଲଦାଖର ଲୋକମାନେ ଉପକୃତ ହୋଇଛନ୍ତି ୟ ଧାରା ୩୭୦ ଓ ୩୫(ଏ)ର ଉଚ୍ଛେଦ ପରେ ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ୮୦୦ କେନ୍ଦ୍ରୀୟ ଅ ।ଇନ ଲାଗୁ ହେବା ସହ ଜମ୍ମୁ
କଶ୍ମୀର ଓ ଲଦାଖବାସୀ ଦେଶର ଅନ୍ୟ ରାଜ୍ୟଗୁଡିକ ଭଳି ସମାନ ଅଧିକାର ପାଇପାରିଛନ୍ତି । ପ୍ରାୟ ୩୦ ହଜାର ବି•ରଧିନ ମାମଲାର ବି•ର ଶୀଘ୍ର ହୋଇପାରିବ ବୋଲି ଡଃ ସିଂ ଅ ।ଶାବ୍ୟକ୍ତ କରିଛନ୍ତି । ଡଃ ସିଂ କହିଛନ୍ତି ଯେ, ଡିଓପିଟି – କ୍ୟାଟ, ସିଅ ।ଇସି ଏବଂ ସିଭିସି ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଜମ୍ମୁ କଶ୍ମୀର ଓ ଲଦାଖରେ କାର୍ଯ୍ୟ କରୁଛି ୟ ଗତ ମେ’ମାସ ୨୮ ତାରିଖରେ ଏକ ବିଜ୍ଞପ୍ତିଜରିଅ ।ରେ କେନ୍ଦ୍ର ସରକାର ପ୍ରଶାସନିକ ନ୍ୟାୟାଧୀକରଣ ଜମ୍ମୁ ଏବଂ ଶ୍ରୀନଗରରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ ୟ ସେହିପରି କେନ୍ଦ୍ରୀୟ ସୂଚନା ଅ ।ୟୋଗ ମଧ୍ୟ ଜମ୍ମୁ କଶ୍ମୀର ଓ ଲଦାଖ ଲୋକଙ୍କ ଅ ।ରଟିଅ ।ଇ ଅ ।ବେଦନର ଶୁଣାଣି ଗତ ମାସ ୧୫ ତାରିଖଠାରୁ ଅ ।ରମ୍ଭ କରିଛନ୍ତି ୟ କେନ୍ଦ୍ରୀୟ ସତର୍କତା ଅ ।ୟୁକ୍ତ ଶ୍ରୀ ସଞ୍ଜୟ କୋଠାରୀ ଅ ।ୟୋଗଙ୍କ କାର୍ଯ୍ୟ ପରିସର ଦୁର୍ନୀତି ନିବାରଣ ଅ ।ଇନ ଅନୁସାରେ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ଲାଗୁ ହୋଇଛି ବୋଲି କହିଥିବା ଡଃ ସିଂ ପ୍ରକାଶ କରିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ ଅଧ୍ୟକ୍ଷ ମାନନୀୟ ଜଷ୍ଟିସ ଏଲ. ନରସିଂହ ରେ‡ୀ ସ୍ାଗତ ଭାଷଣ ଦେଇଥିଲେ । ଜମ୍ମୁ ଓ କଶ୍ମୀର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବି•ରପତି ମାନନୀୟା ଶ୍ରୀମତୀ ଗୀତା ମିତ୍ତଲ ଏବଂ ଉପରାଜ୍ୟପାଳ ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ମଧ୍ୟ ଏହି ଅବସରରେ ଉଦବୋଧନ ଦେଇଥିବା ବେଳେ ନ୍ୟାୟାଧୀକରଣର ବି•ର ବିଭାଗୀୟ ସଦସ୍ୟ ରାକେଶ ସାଗର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିତେନ୍ଦ୍ର ସିଂଙ୍କ ଦ୍ୱ୍ାରା ଜମ୍ମୁରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ ଖଣ୍ଡପୀଠ ଉଦ୍ଘାଟିତ
