27 C
Bhubaneswar
Wednesday, September 23, 2020

ରାମମନ୍ଦିର ନିକଟସ୍ଥ ଖାଓ ଗଳି ପାଇବ ନୂଆ ରୂପ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,10।୬(ନି.ପ୍ର): ରାଜଧାନୀବାସୀଙ୍କ ଷ୍ଟ୍ରିଟ୍ ଫୁଡ୍ ଖାଇବାର ନୂଅ । ଅ ।‡ା ପାଲଟିଥିବା ରାମମନ୍ଦିର ନିକଟସ୍ଥ ଖାଓ ଗଳିକୁ ନୂଅ । ରୂପ ଦେଉଛି ବିଏମ୍ସି । ଏଠାକୁ ଅ ।ସୁଥିବା ଲୋକମାନେ ଯେପରି ସ୍ୱାସ୍ଥ୍ୟକର ପରିବେଶରେ ଖାଇପାରିବେ, ପାଣି ବୋତଲ ନକିଣିକି ବି ବିଶୁଦ୍ଧ ପାଣି ପିଇପାରିବେ, କିଓସ୍କରୁ ଖାଦ୍ୟ ନେବା ପରେ ଏଣେତେଣେ ଛିଡ଼ା ହୋଇ ନଖାଇ ଅ ।ରାମରେ ବସିକି ଖାଇପାରିବେ, ଝାଡ଼ା ପରିସ୍ରା ଲାଗିଲେ ବ୍ୟତିବ୍ୟସ୍ତ ହୋଇ ଶେ•ଳୟ ଖୋଜିବେନି କି ଘରକୁ ନଯିବେ ସେଥିପାଇଁ ଇ-ଟଏଲେଟ୍ ବ୍ୟବସ୍ଥା ବି ହୋଇଛି । ପୂରା ଖାଓ ଗଳିକୁ ନୂଅ । ରୂପରେ ବିଏମ୍ସି ସଜାଉଛି । କରୋନା ପାଇଁ ଲକ୍ଡାଉନ୍ •ଲୁଥିବାରୁ ଏଠାରେ ଏବେ ଷ୍ଟ୍ରିଟ୍ ଫୁଡ୍ ଦୋକାନ ଖୋଲୁନି । ତେଣୁ ବିଏମ୍ସି କର୍ତ୍ତୃପକ୍ଷ ଏଠାରେ ଜୋରଦାର୍ କାମ କରି ଏହାକୁ ଖୁବ୍ ଶୀଘ୍ର
ନୂଅ । ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ସପ୍ତାହ ହେଲା କାମ ଅ ।ରମ୍ଭ ହୋଇଯାଇଥିବାବେଳେ ଅ ।ଉ ଦୁଇରୁ ତିନି ସପ୍ତାହରେ କାମ ଶେଷ ହେବ । ବିଏମ୍ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ, ବିଏମ୍ସି ଖାଓଗଳିର ଉନ୍ନତୀକରଣ କରୁଛି । ଏଠାରେ ପ୍ରାୟ ୩୦ଟି ଗାଡ଼ି/କିଓସ୍କ ଲାଗିବା ଭଳି ବ୍ୟବସ୍ଥା ଏବେ ହେଉଛି । ଏଠାରେ ବ୍ୟବସାୟ କରୁଥିବା ଯେଉଁ ବ୍ୟବସାୟୀମାନେ ବିଏମ୍ସିରେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି
ମିଳିବ । ଅ ।ମେ ଏବେ ଟାଇଲ୍ ବିଛାଇବା ସହ ବିଭିନ୍ନ ପ୍ରକାରର ବ୍ୟାରିକେଡ୍, ଲୋକ ବସି ଖାଇବା ପାଇଁ ପିଣ୍ଡି, ଗୋଟିଏ ପାଣି ଏଟିଏମ୍, ହାତ ଧୁଅ । ବେସିନ୍, ଗୋଟିଏ ଇ-ଟଏଲେଟ୍ ବ୍ୟବସ୍ଥା କରିଛୁ । ଅ ।ଗକୁ ଅଧିକ ଦୋକାନ ଖୋଲିଲେ ଅଧିକ ଭିତ୍ତିଭୂମି ଯୋଗାଇ ଦିଅ ।ଯିବ । ଏବେ ପ୍ରାୟ ୪୦ଲକ୍ଷ ଟଙ୍କାରେ ଏହି ପ୍ରକଳ୍ପ କାମ ହେଉଛି । ଲକ୍ଡାଉନ୍ ପରେ ଖାଓ ଗଳି ଖୋଲିଲେ ଏଠାରେ ସମସ୍ତଙ୍କୁ ଫୁଡ୍ ଲାଇସେନ୍ସ କରିବା ବାଧ୍ୟତାମୂଳକ କରାଯିବ । ଗ୍ରାହକଙ୍କୁ ଗୁଣାତ୍ମକ ଖାଦ୍ୟ ମିଳିବା ନେଇ ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ ହେବ । ଏହାପରେ ଇନ୍ଫୋସିଟି ନିକଟରେ ଏହିପରି ସୁବିଧା ସୁଯୋଗ ଯୋଗାଇ ଦିଅ ।ଯିବ । ସବୁ ଖାଦ୍ୟ ବ୍ୟବସାୟୀ ଯେପରି ବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ଯୋଗାଇବେ ସେନେଇ ଅ ।ବଶ୍ୟକୀୟ ଭିତ୍ତିଭୂମି ବିଏମ୍ସି ଯୋଗାଇବ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...