26 C
Bhubaneswar
Sunday, September 27, 2020

ପିଆରଏମରେ ଆରମ୍ଭ ହେଲା କରୋନା ପରୀକ୍ଷଣ ବ୍ୟବସ୍ଥା

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

vବାରିପଦା,୯ା୬(ନି.ପ୍ର.): କରୋନା ପରୀକ୍ଷା ନିମନ୍ତେ ମୟୂରଭଞ୍ଜରୁ ସଂଗୃହୀତ ହେଉଥିବା ନମୁନା ଅ ।ଉ ଜିଲ୍ଲା ବାହାରକୁ ଯିବ ନାହିଁ । ପିଅ ।ରଏମ୍ ମେଡିକାଲ୍ କଲେଜ୍ରେ ପୂର୍ଣ୍ଣ କ୍ଷମତାରେ ଅ ।ରମ୍ଭ ହୋଇଛି କରୋନା ପରୀକ୍ଷା ବ୍ୟବସ୍ଥା । ତେଣୁ ଅ ।ଉ କରୋନା ନମୁନା ପରୀକ୍ଷା ପାଇଁ ଅ ।ଉ କଟକ କିମ୍ବା ଭୁବନେଶ୍ୱର ଉପରେ ର୍ନିଭର କରିବାକୁ ପଡ଼ିବନି ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି । ଗତମାସ ୩୧ରେ ପିଅ ।ରଏମ୍ ମେଡିକାଲ୍ କଲେଜରେ କରୋନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ତେବେ ଅ ।ରମ୍ଭରୁ କେବଳ ଟ୍ରୁନଟ୍ ମେସି୍‍ନରେ ପରୀକ୍ଷା କରାଯାଉଥିଲା । ଏହାର କ୍ଷମତା କିନ୍ତୁ ଦିନକୁ ଅଳ୍ପ ଥିଲା । ମାତ୍ର ଏବେ ପିଅ।ରଏମରେ ଉଭୟ ଅ ।ରଟି-ପିସିଅ ।ର୍ ଏବଂ ଟ୍ରୁନଟ୍ ମେସିନ୍ କାର୍ଯ୍ୟକ୍ଷମ ହୋଇ ଛି । ଫଳରେ ନମୁନା ପରୀକ୍ଷା କ୍ଷମତା ମଧ୍ୟ ବୃଦ୍ଧି ପାଇଛି । ଏବେ ଅ ।ବଶ୍ୟକ
ପଡ଼ିଲେ ପିଅ ।ରଏମ୍ ଲ୍ୟାବରେ ଦିନକୁ ଶତାଧିକ ନମୁନା ପରୀକ୍ଷା ହୋଇପାରିବ ।ଗତ ଦୁଇଦିନ ହେବ ଜିଲ୍ଲାରୁ ସଂଗୃହୀତ ହେଉଥିବା ନମୁନା ଅ ।ଉ କଟକ ଯାଉନଥିବା ଜଣାପଡ଼ିଛି । ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ଯେପରି କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ନିଜସ୍ୱ ପରୀକ୍ଷଣ ବ୍ୟବସ୍ଥାକୁ ମୟୂରଭଞ୍ଜକୁ କରୋନା ଯୁଦ୍ଧରେ ନିଶ୍ଚିତ ସହାୟକ ହେବ ବୋଲି ମତପ୍ରକାଶ ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ନମୁନା ପରୀକ୍ଷା ସଂଖ୍ୟା ୪ହଜାର୮ଶହ ଟପିଥିବା ଜଣାପଡ଼ିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...