28.1 C
Bhubaneswar
Friday, July 30, 2021

ଆସୁଛି ମୌସୁମୀ

Must read

ଭୁବନେଶ୍ୱର,୧୦ା୬(ନି.ପ୍ର.): ଖୁବଶୀଘ୍ର ଓଡିଶା ଛୁଇଁବ ମୌସୁମୀ ।ଏ ନେଇ ପୂର୍ବାନୁମାନ କରିଛି ଅ ।ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଙ୍ଗପୋସାଗରରେ ସୁଷ୍ଟି ଲଘୁ•ପ ମୌସୁମୀକୁ ଅ ।ଗକୁ ବଢ଼ିବାରେ ସହାୟକ ହେବ । ୧୨ ତାରିଖ ସୁଦ୍ଧା ମୌସୁମୀ ଡିଶା ଛୁଇଁବ । ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିବ । ଚଳିତ ବର୍ଷ ସ୍ୱାଭାବିକ ବୃଷ୍ଟିପାତ ହବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ଅ ।ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।ଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଅ ।ରମ୍ଭ ହୋଇସାରିଛି ।ଗୁଳୁଗୁଳି ସାଙ୍ଗକୁ ଅ ।କାଶ ମେଘାଚ୍ଛନ୍ନ ରହୁଛି ଯାହାକି ମୌସୁମୀ ଅ ।ଗମନର ପୂର୍ବ ଅ ।ଭାସ । ଅ ।ଗକୁ ଦକ୍ଷିଣ ଓ ଉପକୂଳ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ପାଣିପାଗ ବିଭାଗ କିଛି ଜିଲ୍ଲା ପାଇଁ ୟେଲୋ ଓ ଅରେଞ୍ଜ ଅ ।ର୍ଲଟ ଜାରି କରିଛି । ଅ ।ସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ ପୁରୀ ଅ ।ଦି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ସେହିପରି ଅ ।ସନ୍ତାକାଲିଠୁ ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article