27 C
Bhubaneswar
Saturday, September 26, 2020

ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସଂକ୍ରମଣ ବଢୁଛି

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ଭୁବନେଶ୍ୱର,୯ ।୬(ନି.ପ୍ର): ରାଜ୍ୟରେ ଦିନକୁ ଦିନ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେକରୋନା ସଂକ୍ରମଣ ବିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଅନେକ ଡାକ୍ତର କରୋନା ଓ ନର୍ସ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ତେବେ କରୋନା ଯୁଦ୍ଧରେ ଅ ।ଗରେ ରହିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ରୋଗ
ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ (ଏଚ୍ସିକ୍ୱୁ) ଦେବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଅ ।ଇସିଏମ୍ଅ ।ର) ନିର୍ଦେଶାବଳି ଜାରି କରିଛି । ମାତ୍ର ରାଜ୍ୟରେ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ଏ ବିଷୟରେ ଜାଣି ନ ଥିବା ବେଳେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଏଚ୍ସିକ୍ୱୁ ଦିଅ ।ଯାଉ ନ ଥିବା ଅଭିଯୋଗ ହେଉଛି । ରାଜ୍ୟରେ ଏଭଳି ଭାବେ ଯଦି ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବ ତାହାଲେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାର ଅ ।ଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ କଟକର ସିଟି ଡାକ୍ତରଖାନା, ଭୁବନେଶ୍ୱର ଏମ୍ସ, ରାଉରକେଲା ସରକାରୀ ହସ୍ପିଟାଲ, ବ୍ରହ୍ମପୁର ବଡ଼ ଡାକ୍ତରଖାନା, ତାଳଚେର କୋଭିଡ ହସ୍ପିଟାଲ ଓ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ୧୦ରୁ ଅଧିକ ଡାକ୍ତର କରୋନାରେ ଅ ।କ୍ରାନ୍ତ ହୋଇସାରିଲେଣି । ତେବେ ସଂପୃକ୍ତ ଡାକ୍ତରମାନେ କେଉଁଠାରୁ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରୁ ନାହିଁ । ସଂକ୍ରମଣ ଅବରୋଧ ଅଂଚଳର ରୋଗୀମାନଙ୍କୁ ଚିକିତ୍ସା କରିବା ସମୟରେ ହୁଏତ ସେମାନେ କରୋନା ସଂକ୍ରମିତ ହୋଇଥିବା ଅ ।ଶଙ୍କା କରାଯାଉଛିୟ ସେମାନଙ୍କ ମଧ୍ୟରୁ ପ୍ରାୟ ୩ଜଣ ଏଚ୍ସିକ୍ୱୁ ଖାଉ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଅପରପକ୍ଷରେ କରୋନା ରୋଗୀଙ୍କ ଚିକିତ୍ସା ବାଦ୍ ଲୋକମାନଙ୍କ ସ୍ୱାବ୍ ସଂଗ୍ରହ ଏକ ଗୁରୁôବପୂର୍ଣ୍ଣ କାର୍ଯ୍ୟ । ପାରାମେଡିକାଲ କର୍ମ·ରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଖୋର୍ଧା, ବାଲେଶ୍ୱର ଓ ଅନ୍ୟ ଜିଲ୍ଲାରେ ସେମାନଙ୍କୁ ଏଚ୍ସିକ୍ୱୁ ଦିଅ ।ଯାଉ ନ ଥିବା ନଜରକୁ
ଅ ।ସିଛି । ଏପରିକି ସେମାନଙ୍କ ମଧ୍ୟରୁ ଅନେକ ଅ ।ଇସିଏମ୍ଅ ।ର୍ର ଏହି ଗାଇଡଲାଇନ୍ ସଂପର୍କରେ ଅଜ୍ଞ । ଅଣ କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଚ୍ସିକ୍ୱୁ ଦିଅ ।ଯାଉ ନ ଥିବା ଜଣାପଡ଼ିଛି ।ଆଇସିଏମ୍ଆର ଗାଇଡଲାଇନ୍ କହୁଛି, ୪ଶହ ମି.ଗ୍ରାର ବଟିକା ସକାଳେ/ସଂଧ୍ୟାରେ ୭ସ ପ୍ତାହ ପର୍ଯ୍ୟନ୍ତ ଖାଇବା ଅ ।ବଶ୍ୟକୟ ପରବର୍ତୀ ସମୟରେ ଏହି ନିଦେ୍ର୍ଦଶାବଳିରେ ସଂଶୋଧନ କରାଯିବା ସହିତ ଇସିଜି କରିବା ପରେ ଯଦି କେଣସି ବ୍ୟକ୍ତିଙ୍କ ଶରୀରରେ କିଛି ସମସ୍ୟା ନାହିଁ ତାହାଲେ ଏହାକୁ ଜାରି ରଖିପାରିବେ । ଯେହେତୁ ସ୍ୱାସ୍ଥ୍ୟକର୍ମୀମାନେ ନିୟମିତ ଭାବେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଅ ।ସୁଛନ୍ତି ତେଣୁ ଏଚ୍ସିକ୍ୱୁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଅ ।ଇସିଏମ୍ଅ ।ର ପକ୍ଷରୁ କୁହାଯାଇଛି । ଅଣ-କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମ·ରୀଙ୍କ ପାଇଁ ଏଚ୍ସିକ୍ୱୁ ଇଚ୍ଛାଧୀନ ରହିଛି । ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର (ବେଷୟିକ) ଡା.ଜୟନ୍ତ ପଣ୍ଡା କହିଛନ୍ତି, ଅ ।ଇସିଏମ୍ଅ ।ରର ନିର୍ଦେଶାବଳି ଦେଶବ୍ୟାପୀ ଲାଗୁ ହୋଇଥାଏ । ଏଚ୍ସିକ୍ୱୁ କେବଳ ସ୍ୱାସ୍ଥ୍ୟକର୍ମୀ ନୁହନ୍ତି ପୁଲିସ କର୍ମ·ରୀ, ପାରା ମିଲିଟାରି କର୍ମ·ରୀଙ୍କୁ ମଧ୍ୟ ଏଚ୍ସିକ୍ୱୁ ଦେବା ପାଇଁ କୁହାଯାଇଛି । ତେବେ ସମସ୍ତଙ୍କୁ ଏଚ୍ସିକ୍ୱୁ ଦେବା ଲାଗି ବାଧ୍ୟତାମୂଳକ କରାଯାଇ ନାହିଁ । ପିପିଇପିନ୍ଧି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀ ବିପଦମୁକ୍ତ ବୋଲି ଧରାଯାଏ । ପିପିଇକୁ ଠିକ୍ ଭାବେ କାଢ଼ିବା ଜରୁରୀ । ପୂର୍ବରୁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଯେଉଁ ୧୪ଦିନିଅ । ସଙ୍ଗରୋଧ ବ୍ୟବସ୍ଥା ରଖିଥିଲେ ଏହାକୁ ଏବେ ଉଠାଇ ଦେଇଛନ୍ତି । ସବୁ କୋଭିଡ ହସ୍ପିଟାଲରେ ଏଚ୍ସିଏକ୍ୱୁ ରହିଛି । ସ୍ୱାସ୍ଥ୍ୟକର୍ମୀମାନେ ନିଜର ଇସିଜି କରିବା ପରେ ରିସ୍କ ଫ୍ୟାକ୍ଟର ଦେଖିବା ପରେ ଏଚ୍ସିକ୍ୱୁ ଖାଇପାରିବେ । ଏହାକୁ ପାଳନ କରିବା ଦାୟିôବ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିôବ ବୋଲି ଡା.ପଣ୍ଡା କହିଥିଲେୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀ ପ୍ତ ମହାପାତ୍ର କହିଛନ୍ତି, ରାଜ୍ୟରେ ଯଥେଷ୍ଟ ପରିମାଣର ଏଚ୍ସିକ୍ୱୁ ମହଜୁଦ ରହିଛି । ତେବେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଚ୍ସିକ୍ୱୁ ଦିଅ ।ଯାଉ ନ ଥିବା କଥା ମୋ ନଜରକୁ ଅ ।ସିନାହିଁ । ଅଭିଯୋଗ ଗଣମାଧ୍ୟମରେ ପହଞ୍ଚିଛି ହେଲେ ବିଭାଗକୁଅ ।ସିନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...