27 C
Bhubaneswar
Sunday, September 20, 2020

ବୃକ୍ଷରୋପଣ ସହ ପରିବେଶ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ଭୁବନେଶ୍ୱର,୫ ।୬(ନି.ପ୍ର):
ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣ ସେବା
ଫାଉଣ୍ଡେସନ ପକ୍ଷରୁ ୟୁନିଟ୍-୯ ସ୍ଥିତ
କାର୍ଯ୍ୟାଳୟରେ ବିଶ୍ୱ ପରିବେଶ ଦିବସ
ପାଳିତ ହୋଇଯାଇଛି । ଉକ୍ତ ଦିବସରେ
ଫାଉଣ୍ଡେସନର ସଂପାଦିକା ତଥା
ସମାଜସେବିକା ସମିତା ମହାରଣା
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ
ଉଦ୍ଘାଟନ କରିଥିଲେ । ଏହି ଅବସରରେ
ପିଜୁଳି, ଟଗର ତଥା ବିଭିନ୍ନ ପ୍ରକାର
ବୃକ୍ଷରୋପଣ କରାଯାଇଥିଲା । ଅନୁଷ୍ଠାନର
ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା
ଯୋଗଦେଇ କହିଲେ ଯେ, ସପ୍ତାହେ
ବ୍ୟାପୀ ରାଜଧାନୀର ବିଭିନ୍ନ ସ୍ଥାନରେ
ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରିବେଶ
ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ
ହେବ । ଏହି ଅବସରରେ ଅନୁଷ୍ଠାନର
କୋଷାଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଅରବିନ୍ଦ
ତ୍ରିପାଠୀ ମତବ୍ୟକ୍ତ କରି କହିଲେ ଯେ,
ବୃକ୍ଷ ହିଁ ଜୀବନ ତଥା ସମସ୍ତେ ନିଜ ନିଜ
ସ୍ତରରେ ବୃକ୍ଷ ରୋପଣ କରିବା ସହିତ
ପରିବେଶ ପ୍ରତି ସଚେତନ ହେବା
ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ସଭ୍ୟ
ପ୍ରଶାନ୍ତ କୁମାର ବାରିକ, ସମାଜସେବୀ
କିଶୋର କୁମାର ମୁଦୁଲି, ନାରାୟଣ
ଖୁଂଟିଆ ପ୍ରମୁଖ ସହଯୋଗ କରିବା ସହିତ
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ
ହୋଇଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...