28 C
Bhubaneswar
Sunday, February 28, 2021

ଦିଶାହୀନ ହୋଇ ବୁଲୁଛନ୍ତି ପ୍ରବାସୀ ଶ୍ରମିକ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ଭୁବନେଶ୍ୱର,୮ା୬(ନି.ପ୍ର.): ଶହ ଶହ ମାଇଲ୍ ରାସ୍ତାର •ଲି• ଲି ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କ ସଙ୍କଟମୋଚନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ମଧ୍ୟ ତଳ ସ୍ତରର ଅମନଯୋଗୀ ଅଧିକାରୀଙ୍କ ପାଇଁ ବହୁ କ୍ଷେତ୍ରରେ
ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଦିଶାହୀନ ହୋଇ ଜାତୀୟ ରାଜପଥରେ ଏବେ ବି ଭିଟାମାଟି ଅଭିମୁଖେ ଶ୍ରମିକ ପ୍ରବାସୀ ଶ୍ରମିକ •ଲିଛନ୍ତି । ଅ ।ଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲାର ଜାତୀୟ ରାଜପଥର ବିରୂପା ନଦୀ ପାଲ ଉପରେ । ମହାରାଷ୍ଟ୍ରର ପୂଣେରୁ ପଶ୍ଚିମବଙ୍ଗର ମାଲଦା ଅଭିମୁଖେ ଦୀର୍ଘପଥ •ଲି•ଲି ଅ ।ସିବାପରେ କିଛି ଶ୍ରମିକ ରେଳଯୋଗେ ଅ ।ସି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ । ସେମାନେ ଭିନ୍ନ ରାଜ୍ୟର ହୋଇଥିବାରୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନନେଇ ର୍ତ୍ତୃପକ୍ଷ ଛାଡିଦେବାରୁ ଏହି ଶ୍ରମିକ ଦଳଟି •ଲି •ଲି ମାଲଦା ଅଭିମୁଖେ ଯାଉଥିଲେ । ଭୁବନେଶ୍ୱର ଓ ମହାନଗରୀର ରାଜରାସ୍ତା ଉପରେ ସେମାନେ ସଟ୍ଡାଉନ୍ ସମୟରେ •ଲୁଥିଲେ ବି ତାଙ୍କୁ କେହି ଅଟକାଉନଥିଲେ ୟ ଏମାନଙ୍କ ପାଖରେ ପଇସାଟିଏ ହେଲେ ନାହିଁ ୟ ଭୋକ ଉପାସରେ ଏହି ଶ୍ରମିକଦଳଟି ମହାନଦୀ ପୋଲ ଅତିକ୍ରମ କରି ଜଗତପୁର ଶିଳ୍ପାଞ୍ଚଳରେ ବିରୂପାନଦୀ ପୋଲ ପାରି ହେଉଥିବାବେଳେ ସର୍ବୋଦୟମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳଙ୍କ ନଜରକୁ ଅ ।ସିଥିଲେ । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଛତିଅ ।ରେ •ଲୁଥିବା ଏକ ଭୋଜନକେନ୍ଦ୍ର ଦାୟିତ୍ୱରେ ଶ୍ରୀ ମଣ୍ଡଳ ଅଛନ୍ତି । ସେମାନଙ୍କ ଠାରୁ ଦୁଃଖଦ ବିବରଣୀ ଶୁଣିବାପରେ ସେ ପୁଲିସ୍ କଣ୍ଟ୍ରୋଲରୁମ୍ ଓ ନିକଟବର୍ତ୍ତୀ ଦୁଇଟି ଥାନାକୁ ଯୋଗାଯୋଗ କରି କିଛି ଫଳ ପାଇନଥିଲେ । ଏହାପରେ ସେ ଅନ୍ୟତମ ସମାଜସେବୀ ପ୍ରହଲାଦ ସିଂହଙ୍କ ସହଯୋଗ ଲୋଡିଥିଲେ । ଶ୍ରୀ ସିଂହ ମଧ୍ୟ କେତେଜଣ ଅଧିକାରୀ ଓ ରାଜନେତାଙ୍କୁ ଏ ସମସ୍ୟା ଜଣାଇ ସହଯୋଗ ଲୋଡିବାରେ କିଛି ସନ୍ତୋଷଜନକ ପ୍ରତିକ୍ରିୟା ନମିଳିବାରୁ ସେ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ସହଯୋଗ ଲୋଡିଥିଲେ । ସୁବାସ ସମ୍ପୃକ୍ତ ଥାନାକୁ ଯୋଗାଯୋଗ କରିବା ସହିତ ଅତିରିକ୍ତ ଏସ୍ପିଙ୍କୁ ଘଟଣା ସଂକ୍ରାନ୍ତରେ ଅବହିତ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ । ତାଙ୍କ ପରାମର୍ଶ ମୁତାବକ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଶ୍ରୀ ମଣ୍ଡଳ ମଙ୍ଗୁଳି ଫାଣ୍ଡିରେ ନେଇ ପହଞ୍ଚାଇଥିଲେ । ଏହି ଘଟଣା ଜଣାପଡିବାପରେ କେତେକ ଟିଭି ଚ୍ୟାନେଲର ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଅ ।କର୍ଷଣ କରିବାରୁ ସେ ତହସିଲଦାରଙ୍କୁ ଘଟଣାସ୍ଥଳକୁ ପଠା ଶ୍ରମିକମାନଙ୍କୁ ପଶ୍ଚିମବଙ୍ଗ ପଠାଇବାର ବ୍ୟବସ୍ଥା କରିଥିଲେ ।
ଏଠାରେ ପ୍ରଶ୍ନ ଉଠୁଛି ଯେ ଏଭଳି ସ୍ଥିତିରେ ତଳସ୍ତରର ଅଧିକାରୀମାନେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ଶ୍ରମିକମାନଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡନ୍ତାନାହିଁ ୟ କେତେକ ସ୍ଥାନରେ ପୁଲିସ୍ କର୍ମ•ରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ରାସ୍ତାରେ ଫେରନ୍ତା ଟ୍ରକ ଅଟକାଇ ଛୋଟ ଛୋଟ ଶ୍ରମିକଦଳଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ଦିଅ ।ଯାଉଥିବାବେଳେ ଅ ।ଉ କେତେକ ସ୍ଥଳରେ ବି ବସ୍ ବ୍ୟବସ୍ଥା କରାଯାଉଛି । କିନ୍ତୁ ବହୁ କ୍ଷେତ୍ରରେ କ୍ଷେତ୍ର କର୍ମ•ରୀମାନେ କରୋନାମହାମାରୀ ସମୟରେ ବିପନ୍ନ ଗ୍ଦ୍ରମିକମାନଙ୍କୁ ସହଯୋଗ କରୁନଥିବାରଏହା ଏକ ପ୍ରତ୍ୟକ୍ଷ ଉଦାହରଣ ବୋଲି କୁହାଯାଉଛି ।

- Advertisement -ଦିଶାହୀନ ହୋଇ ବୁଲୁଛନ୍ତି ପ୍ରବାସୀ ଶ୍ରମିକ

More articles

LEAVE A REPLY

Please enter your comment!
Please enter your name here

- Advertisement -ଦିଶାହୀନ ହୋଇ ବୁଲୁଛନ୍ତି ପ୍ରବାସୀ ଶ୍ରମିକ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...