27 C
Bhubaneswar
Wednesday, September 23, 2020

ଲକ୍ଡାଉନ୍ରେ ଶିଶୁ ନିର୍ଯାତନା ବଢ଼ିଛି, ଚିନ୍ତା ପ୍ରକଟ କଲା ୟୁନିସେଫ୍

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,୭ ।୬(ନି.ପ୍ର): କରୋନା ମୁକାବିଲାରେ ସମଗ୍ର ଶାସନକଳ ଲାଗିଥିବା ବେଳେ ଶିଶୁଯତ୍ନ ପ୍ରଭାବିତ ହୋଇଛି । ଏପ୍ରିଲ ମାସର ଦୁଇଟି ସପ୍ତାହରେ •ଇଲ୍ଡଲାଇନ୍(୧୦୯୮)କୁ ସାଧାରଣ ଫୋନ୍ କଲ୍ ଅପେକ୍ଷା ଶିଶୁମାନଙ୍କ ସଂକ୍ରାନ୍ତରେ ୫୦ ପ୍ରତିଶତ ବେଶି କଲ ଅ ।ସିଛି । ଯାହାକି ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ପୂର୍ବରୁ ଏତେ କଲ୍ କେବେ ଅ ।ସି ନାହିଁ । ଏଣୁ ଶିଶୁମାନଙ୍କ ଉପରେ ହିଂସା ବିଥିବା ୟୁନିସେଫ୍ ପକ୍ଷରୁ କୁହାଯାଇଛି । ସରକାରଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ଶୈଶବ ବିକାଶ (ଇସିଡି) କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ୟୁନିସେଫ୍ ଆହ୍ୱାନ ଦେଇଛି । ଜୁମ୍ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୟୁନିସେଫ୍ ଏହି ଆଶଙ୍କା ଉପସ୍ଥାପନ କରିବା ସହ କରୋନା ସଂକଟ ସମୟରେ ଛୋଟ ପିଲାମାନଙ୍କ ପାଇଁ ସହାୟତାମୂଳକ ସେବା ଉପରେ ବିଶେଷ ଅଗ୍ରାଧିକାର ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଛି । ଲକ୍ଡାଉନ୍ରେ ଶିଶୁମାନେ ଘରେ ରହୁଥିବାରୁ ଏହି ସମସ୍ୟା ଦେଖା ଦେଇଛି । ଏହି ଅ ।ଲୋଚନାରେ ପିତାମାତାଙ୍କ ଯତ୍ନର ଗୁରୁତ୍ୱ ଉପରେ ୟୁନିସେଫ ପକ୍ଷରୁ ଏକ ଅଧ୍ୟୟନ ରିପୋର୍ଟପ୍ରକାଶ କରାଯାଇଛି । ବିଶେଷକରି ଶିଶୁମାନଙ୍କ ପ୍ରତି ହେଉଥିବା ହିଂସା ଉପରେ ତୁରନ୍ତ ନଜର ଦିଆଯିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟକହୁଛି । ତେବେ ଅଭିନବ ପ୍ୟାରେଣ୍ଟିଂ କାର୍ଯ୍ୟକ୍ରମରେ ଓଡ଼ିଶା ଆଗୁଅ । ରହିଛି ।ୟୁନିସେଫର ଭାରତ ପ୍ରତିନିଧି ଡ.ଯସ୍ମିନଅଲି ହକ କହିଛନ୍ତି ଯେ, ଶିଶୁମାନଙ୍କୁ ଶୃଙ୍ଖଳିତ କରିବା ବାହାନାରେ ସେମାନଙ୍କୁ ପ୍ରାୟ ୩୦ ପ୍ରକାରର ଶାରୀରିକ ଓ ବାଚନିକ ନିର୍ଯାତନା ଦିଆଯାଉଛି । ଇବୋଲା ସମୟରୁ ଏହା ପ୍ରମାଣିତ ହୋଇଛି ଯେ, ସଂକଟ ସମୟରେ ପରିବାରଗୁଡ଼ିକ ଶିଶୁମାନଙ୍କ ଉପରେଅଧିକ ନିର୍ଯାତନା ଦିଅନ୍ତି ବା ସେମାନଙ୍କୁ ଅବହେଳା କରନ୍ତି । ଶିଶୁମାନେ ଅବହେଳା, ହିଂସା ଓ ନିର୍ଯାତନାର ସମ୍ମୁଖୀନ ହେଲେ ତାହା ତାଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇ ଥାଏ ।ଏଣୁ ଏହି ସଙ୍କଟ ସମୟରେ ସେମାନଙ୍କ ସର୍ବୋତ୍ତମ ଯତ୍ନ ନିଆଯିବା ଜରୁରୀ ।କୋଭିଡ-୧୯ ମୁକାବିଲା ମଧ୍ୟରେ ଶିଶୁ ସୁରକ୍ଷା ସେବାକୁ ଜରୁରୀ ସେବା ଘୋଷଣା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ରାଜ୍ୟ ମହିଳା ଓ ଶିଶୁ ବିକାଶସଚିବ ଅନୁ ଗର୍ଗ କହିଛନ୍ତି, ଅଙ୍ଗନବାଡି ଶିଶୁଙ୍କ ପାଇଁ ଅ ୁଣିମା ପାଠ୍ୟକ୍ରମ ଆରମ୍ଭକରାଯାଇଛି । ଓଡ଼ିଶା ସରକାର ଓ ୟୁନିସେଫ ସହଯୋଗରେ ଆରମ୍ଭ କରାଯାଇଥିବା ଏହି ପାଠ୍ୟକ୍ରମକୁ ସକାରାତ୍ମକ ସମର୍ଥନ ମିଳିଛି । କରୋନାପରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି । ଛବି, ନାଚଗୀତ ଓ ଗପମାଧ୍ୟମରେ ପିଲାମାନଙ୍କୁ ସଚେତନକରାଯାଉଛି । ଲକ୍ଡାଉନ ଦୃଷ୍ଟିରୁ ଏହାକୁ ଡିଜିଟାଲ ଆକାରରେ ପିତାମାତାଙ୍କ ନିକଟକୁ ଏବେ ତାହା ପଠାଯାଉଥିବା ସେକହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...