29 C
Bhubaneswar
Wednesday, September 23, 2020

ଭାରତ ବିଶ୍ୱ ସହିତ ଏକଜୁଟ ରହି ଛିଡ଼ା ହୋଇଛି

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଭୁବନେଶ୍ୱର,୭ା୬(ନି.ପ୍ର): ଅନ୍ତର୍ଜାତୀୟ ଟିକା ମେଂଟ- ଗାଭିକୁ ୧୫ ନିୟୁତ ଆମେରିକୀୟ ଡଲାର ଦେବା ଲାଗି ଭାରତ ଆଜି ଶପଥ ନେଇଛି ।ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ବିଶ୍ୱ ଟିକା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି ସମ୍ମିଳନୀରେ ବିଶ୍ୱର ୫୦ଟି ଦେଶରୁ ବ୍ୟବସାୟ ନେତୃତ୍ୱ, ମିଳିତ ଜାତିସଂଘ ଏଜେନ୍ସି, ନାଗରିକ ସମାଜ, ସରକାରୀ ମନ୍ତ୍ରୀ, ରାଜ୍ୟ ଓ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ ।ନିଜର ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସଙ୍କଟ ସମୟରେ ଭାରତ ବିଶ୍ୱ ସହିତ ଏକଜୁଟ ହୋଇ ଛିଡ଼ା ହୋଇଛି । ଶ୍ରୀ ମୋଦୀ କହିଥିଲେ, ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଏକ ପରିବାର ଭାବେ ଦେଖିବା ନିମନ୍ତେ ଶିକ୍ଷା ଦେଇଛି ଏବଂ ଏହି ମହାମାରୀ ସମୟରେ ଏହି ଶିକ୍ଷାକୁ ପାଳନ କରିବା ଲାଗିଆମେ ପ୍ରୟାସ ଜାରି ରଖିଛୁ । ସେ କହିଥିଲେ, ଏହି ସମୟରେ ଭାରତ ନିକଟରେ ମହଜୁଦ ଥିବା ଔଷଧ ଆବଶ୍ୟକତା ଅନୁସାରେ ୧୨୦ଟି ଦେଶକୁ ଯୋଗାଇଛି । ପ୍ରଥମେ ପଡ଼ୋଶୀଙ୍କ ସହାୟତା କରିବା ପରେ ଅନ୍ୟ ଯେଉଁ ରାଷ୍ଟ୍ର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଯୋଗାଇଛି, ଏହାଛଡ଼ା ଭାରତର ବିପୁଳ ଜନସଂଖ୍ୟା ପାଇଁ ମଧ୍ୟ ଯଥେଷ୍ଟ ଔଷଧ ମହଜୁଦ କରି ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ମହାମାରୀ କେତେକ କ୍ଷେତ୍ରରେ ବୈଶ୍ୱିକ ସହଯୋଗର ସୀମାକୁ ଉଜାଗର କରିଛି ଏବଂ ନିକଟ ତିହାସରେ ପ୍ରଥମ ଥର ଲାଗି ସମଗ୍ରୀ ମାନବ ସମାଜ ଏକ ସ୍ପଷ୍ଟ ସାଧାରଣ ଶତ୍ରୁକୁ ଦେଖିପାରିଛି । ଗାଭି ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଏହା କେବଳ ଏକ ବୈଶ୍ୱିକ ମେଂଟ ନୁହେଁ ବରଂ ବୈଶ୍ୱିକ ଏକତାର ପ୍ରତୀକ । ଏହା ଆମକୁ ଚେତାଇ ଦେଉଛି ଯେ ୍ୟମାନଙ୍କୁ ସହାୟତା କରିବା ଦ୍ୱାରା ଆମେ ନିଜର ମଧ୍ୟ ସହାୟତା କରିପାରିବା ।ସେ କହିଥିଲେ ଭାରତରେ ବିପୁଳ ଜନସଂଖ୍ୟା ଏବଂ ସୀମିତ ସ୍ୱାସ୍ଥ୍ୟ ସୁବିଧା ରହିଛି । ତେଣୁ ଆମ ଦେଶ ଟିକାକରଣର ଗୁରୁତ୍ୱକୁ ବୁଝିଥାଏ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...