28 C
Bhubaneswar
Sunday, September 20, 2020

ମହଙ୍ଗା ପଡ଼ିଲା ଅନ୍ଲାଇନ୍ରେ ମଦ କିଣା

Must read

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

ଭୁବନେଶ୍ୱର,୪ା୬(ନି.ପ୍ର): ମଦ କିଣି ଠାକମିର ଶିକାର ହେଲେ ଭୁବନେଶ୍ୱରର ଯୁବକ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସୋସିଅ ।ଲ ମିଡିଅ ।ରେ ଏକ ବିଜ୍ଞାପନକୁ ଦେଖି ଯୁବକ ମଦ କିଣିବାକୁ ପ୍ରୟାସ କରିଥିଲେ । ତେବେ ମଦ କିଣିବା ପାଇଁ ସ୍କାନ କୋଡରେ ୭୦ ହଜାରରୁ ଅଧକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଏଫଅ ।ଇଅ ।ର ଦେବାକୁ ଯାଇଥିଲେ ବି ଏହାକୁ ସଂପୃକ୍ତ ଥାନା ରଖିନଥିବା ଅଭିଯୋଗ ହୋଇଛି । ନିଜେ ସାଇବର ସିକ୍ୟୁରିଟି ଦାୟିତ୍ୱରେ ଥିବା ଯୁବକ ଜଣକ ଏପରି ଠକାମିର ଶିକାର ହୋଇଛନ୍ତି । ଅନ୍ୟକୁ ସାଇବର ଠକେଇରୁ ନିବୃତ କରୁଥିବା ମଣିଷ ଟିକିଏ ଅସାବଧାନତା ଯୋଗୁଁ ଅ ।ଜି ୭୦ ହଜାରରୁ ଉର୍ଦ୍ଧ ଟଙ୍କା ହରାଇଛି । ଘଟଣା ଅନୁସାରେ ପ୍ରଥମେ ଫେସବୁକରେ ଅ ।ଡ଼୍ ଦେଖି ମଦ କିଣିବା ପାଇଁ ଯୋଗାଯୋଗ କରିଥିଲେ ସମ୍ପୃକ୍ତ ଯୁବକ । ତେବେ ଯୋଗଯୋଗ ପରେ ଅଳ୍ପ ରାଶି ଜମା କରିବା ପାଇଁ କୁହାଯାଇଥିଲା । ଅ ।ଉ ଏଥିପାଇଁ ତାଙ୍କ ନିକଟକୁ ଅ ।ସିଥିଲା ଏକ ସ୍କାନ କୋର୍ଡ଼ । ସ୍କାନ କୋଡ଼ରେ ସ୍କାନ କରିବା ପରେ ଥରକୁ ଥର ତିନି ଥର କରି ୭୦ଜାର ଟଙ୍କା କଟିଯାଇଥିଲା । ଟଙ୍କା କଟିଗଲା ପରେ ଯୁବକ ଜଣକଙ୍କ ଚେତାପଶିଥିଲା । ଅ ।ଉ ଜାଣିବାକୁ ପାଇଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟରୁ ରାଜଧାନୀରେ ଅନଲାଇନରେ ମଦ କିଣି ସାଇବର ଠକେଇର ଶିକାର ହୋଇସାରିଛନ୍ତି ଲୋକେ । କିଛି ଦିନ ତଳେ ନିଅ ।ଳିର ଜଣେ ଯୁବକ ମଦ କିଣିବାକୁ ଯାଇ ଅ ।କାଉଂଟରୁ ଗୋଲ୍ ହୋଇଯାଇଥିଲା ୩୬ ହଜାର ଟଙ୍କା । ସେ କିଛି ଟ୍ରାନଜାକ୍ସନ ଡିଟେଲ ଦେଇଥିଲେ ଯେଉଁଥିରୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ତାଙ୍କର ଦୁଇଟି ଅ ।କାଉଣ୍ଟରୁ ଟଙ୍କା ଯାଇଥିବା ସେ ଅଭିଯୋଗ କରିଥିଲେ ।ଫେସବୁକରୁ ଭୁବନେଶ୍ୱର କଟକ ରୋଡ୍ରେ ଏକ ନାମୀ ମଦ ଦୋକାନ ନାଁରେ ଏକ ନ ମ୍ବର ପାଇଥିଲେ ରାଜେନ୍ଦ୍ର ସାହୁ । ହ୍ୱାଟସ ଅ ।ପରେ ମେସେଜ ପରେ ମଦ ପାଇଁ ବୁକିଂ କରିଥିଲେ । ଅ ।ଡଭାନ୍ସରେ ପ୍ରଥମେ ଦେଇଥିଲେ ୯୫୦ ଟଙ୍କା ।ଏହାପରେ ତାଙ୍କ ନିକଟକୁ ଅ ।ସିଥିଲା ଏକ ସ୍କାନ କୋଡ । ଅ ।ଉ ଏଥିରେ ସ୍କାନ କରିବା ଲାଗି ସେପଟୁ ଅ ।ସିଥିଲା ମେସେଜ୍ ।ଏହା ଭିତରେ ଗୋଟିଏ ପରେ ଗୋଟିଏ ଟ୍ରାନ୍ଚାକ୍ସନରେ ତାଙ୍କ ଅ ।କାଉଂଟରୁ ·ଲିଯାଇଥିଲା ୩୬ ହଜାର ଟଙ୍କା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...