28 C
Bhubaneswar
Sunday, September 20, 2020

ଜୀବନ ସହ ଜୀବିକାକୁ ସୁରକ୍ଷିତ ରଖିବାପ୍ରୟାସ ଜାରି ରହିଛିି : ଜିଲ୍ଲାପାଳ

Must read

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ଯାଜପୁର, ୮/୫ (ଶ୍ରୁ.ମି): ଅଦୃଶ୍ୟ ଶକ୍ତି କରୋନା ସହ ମଣିଷ ଜାତିରଲଢେଇ ଜାରି ରହିଛି । ସରକାର ଓ ବିଶେଷଜ୍ଞ ମାନଙ୍କ ମତରେ ଏ ସଂଘର୍ଷଦୀର୍ଘଦିନ ଧରି ·ଲିପାରେ । ସେଥି ରେ ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହେଊଛି ।ତେବେ ଜୀବନ ରକ୍ଷା ପାଇଁ ବିବିଧ ଚିକିତ୍ସା ପ୍ରଣାଳୀ ଦ୍ୱାରା ଜନସାଧାରଣକୁ ସେବା ଯୋଗାଉଥିବା ସରକାର ଜୀବିକା ପାଇଁ ବର୍ତମାନ ଅଧିକ କ୍ରିୟାଶୀଳ ହୋଇଛନ୍ତି ସମସ୍ତ ଜିଲ୍ଳା ବର୍ତମାନ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଲୋକମାନଙ୍କୁ କାମ ଯୋଗାଇଦେବା ପାଇଁ ସରକାର ନିଦେ୍ର୍ଦଶ ଦେଇଛନ୍ତି ସେହି ପରି ପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ନରେ ଗାର କାର୍ଯ୍ୟକୁ ପରିବ୍ୟାପ୍ତ କରା ଯାଇଛିି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି । ବର୍ତମାନ କାର୍ଯ୍ୟ ଦୃତ ଗତିରେ ·ଲିବା କଥା କିନ୍ତୁ କରୋନା ପାଇଁ ମାର୍ଚ୍ଚ ମାସରେ କାମ ହୋଇପାରି ନ ଥିଲା । ତେବେ ସରକାର ଓ ଜିଲ୍ଲା ପ୍ରଶା ସନର ନିଦେ୍ର୍ଦଶ କ୍ରମେ ଅପ୍ରେଲ ମାସ ୧ ତାରିଖ ଠାରୁ କାର୍ଯ୍ୟ ଆର ମ୍ଭ ହୋଇଚ୍ଥି ବୋଲି ଶ୍ରୀ ନାୟକ କହିଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ ଙ୍କ କହିବା ଅନୁସାରେ କରୋନା ସମଗ୍ର ବିଶ୍ୱର ଅର୍ଥ ନୀତିକୁ ନଷ୍ଟ କରିଦେଇଥିବା ବେଳେ ଏହାକୁ ପୁନର୍ଜୀବିତ କରିବା ସହ ସାଧା ରଣ ଜନତାଙ୍କୁ ଆର୍ଥିକ ସହ ଯୋଗ କାର୍ଯ୍ୟ ମାଧ୍ୟ ମରେ ପ୍ରଦାନକରିବାର ବ୍ୟବସ୍ଥା କରା ଯାଇଛି ଆମ ଜିଲ୍ଲାର ନରେ ଗାର କାର୍ଯ୍ୟ ସହ ଜିଲ୍ଳ୍ା ଖଣିଜ ପାଣ୍ଠି ବା ଡି.ଏମ୍.ଏପ୍ଂ. ଋୁ ମଧ୍ୟ ସଂଖ୍ୟା ଧିକ ପ୍ରକଳ୍ପକୁ ମଞ୍ଜୁର କରାଯାଇ ଅଛି ଯାହାଫଳରେ ଲୋକ ମାନଙ୍କୁ ଆର୍ଥିକ ସୁବିଧା ମିଳିପାରିବ । ଏହାର ସହଯୋଗ ନେବାକୁ ସେ ଅନୁରୋଧ କରିଛନ୍ତି ତେବେ ସର କାରଙ୍କ ନିୟମ ଅନୁ ସାରେ କାର୍ଯ୍ୟ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତିି ସାମା ଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଅଛି ସର କାରଙ୍କ ଠାରୁ ମିଳୁଥିବା ନିୟମା ବଳୀକୁ କଡାକଡି ପାଳନକରାଯାଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ନାୟକ କହିଛନ୍ତ ିବର୍ତମାନସୁଦ୍ଧା ୭୨୬୨୦ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ୨୮୬.୯୨ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ଚଳିତ ମାସ ୭ ତାରିଖ ସୁଦ୍ଧା ବଡ ଚଣା ୨୦୨୩, ବରୀ ରେ ୭୧ ୩୨, ବିଂଝାର ପୁରରେ ୫୪ ୦୩, ଦାନଗଦୀରେ ୩୪ ୧୧, ଦଶ ରଥପୁରରେ ୨୮ ୭୩୫,ଧର୍ମଶାଳାରେ୫୪ ୯୪, ଯାଜ ପୁରରେ ୫୭୦୪ , କୋରା ଇରେ ୬୮୮୬, ରସୁଲ ପୁରରେ ୧୦୪୦ ଓ ସୁକିନ୍ଦା ବ୍ଲକ୍ ରେ ୬୭୯୨ ଶ୍ରମଦିବସ ସୃଷ୍ଟି କରାଯାଇ ପାରିଛି ବୋଲି ନରେଗାର ସଂଯୋ ଜକ ଚିନ୍ମୟସିଂ ସୂଚନା ଦେଇ ଛନ୍ତି ଆଗ୍ରହୀ ବ୍ୟକ୍ତିି ମାନେ କାର୍ଯ୍ୟ କରି ବାକୁ ·ହିଲେ ତୁରନ୍ତ ସଂପୃକ୍ତ ବି.ଡି. ଓ., ସରପଂଚ ମାନଙ୍କ ସହ ଯୋଗା

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...