28.1 C
Bhubaneswar
Friday, July 30, 2021

ରନ୍ଧାଖାଦ୍ୟ ବିତରଣ କରୁଛି ଆରଏସ୍ଏସ୍

Must read

ଭୁବନେଶ୍ୱର,୬/୫(ନି.ପ୍ର) : କରୋନା ମହାମାରୀ ଜନିତ ଲକ୍ଡାଉନ୍ ପରିସ୍ଥିତିରେ ଗରିବ, ଶ୍ରମିକ, ଆର୍ଥିକ ଅନଗ୍ରସର ଓନିଷ୍ପେସିତ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରକର ସେବା ଯୋଗା ଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ସେବାକାମରେ କେବଳ ସଂଘର ସ୍ୱୟଂସେବକମାନେ ସାମିଲ ହୋଇ ନାହାଁନ୍ତି, ସେମା ନଙ୍କ ସହିତ ସେମାନଙ୍କର ପରି ବାର ମଧ୍ୟ ସାମିଲ ହୋଇଛନ୍ତି ମଇ ୪ ତାରିଖ ଦିନ ଠାରୁ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ତାଙ୍କ ସହାୟକମାନଙ୍କ ନିମନ୍ତେରାତ୍ରସମୟରେ ଭୋଜନ ବ୍ୟବସ୍ଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାମାକ୍ଷା ନଗରତରଫରୁଆରମ୍ଭ ହୋଇଛି ଏହି ଭୋଜନ ବ୍ୟବସ୍ଥା ମଇ ୧୭ ତାରିଖପର୍ଯ୍ୟନ୍ତ ଚାଲିବ । ସ୍ୱୟଂସେବକଙ୍କ ପରିବାରର ଲୋକମାନେଏହିଭୋଜନ ତିଆରି କରୁଥିବାବେଳେ ସ୍ୱୟଂ ସେବକ ଭାଇମାନେ ଏହାକୁ ନେଇ ପରିବେଷଣ କରୁଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article