26.1 C
Bhubaneswar
Saturday, October 16, 2021

ଜଲ୍ଦି ଆସୁଛି କୋବିଦ – ୧୯ ର ତୃତୀୟ ଲହରୀ ! ଆପଣ ରେଡି ତ ?

Must read

କୋବିଦ ୧୯ ର ଦୁତୀୟ ଲହରୀ ଯାହା ଅନ୍ତେ ଭାରତ ର ଅନେକ ମାନବିକ ଆଊ ଆର୍ଥିକ ଖେତି ହେବ ପରେ ଏବେ ଭାରତ ରେ କୋବିଦ ର ନୂଆ ଲହରୀ ର ଭୟ ନାଗରିକ ମାନଙ୍କୁ ବହୁ ଚିନ୍ତା ରେ ପକାଇଛି । ଲୋକେ ତାଙ୍କ ସହସମ୍ବନ୍ଧି ଏବଂ ବ୍ୟବସାୟ କୁ ନେଇ ଆଉଥରେ ଭୟ ରେ ଅଛନ୍ତି ,

କୋବିଦ ୧୯ ର ତୃତୟ ଲହରୀ ସାରୁ ସାରୁ ଆଊ କେତେ ଲୋକ ଏବଂ ଅର୍ଥ ର ହାନି ହେବ ସେଇ ଚିନ୍ତା ଲୋକମାନକୁ ବିଚଳିତ କରିଛି । କିନ୍ତୁ ଏହି ସବୁ ସ୍ଥିତି ମଧ୍ୟରେ ଭି କେତେ ଲୋକ ଏମିତି ଅଛନ୍ତି ଯିଏ କୋବିଦ ପ୍ରୋଟୋକଲ ର ଉଲଂଘନ କରିବାରେ ପଚୟ ନାହାନ୍ତି ଏବଂ ଏହି ଲୋକମାନେ ହି ଆମ ଏବଂ ଆମ ସହସମ୍ବନ୍ଧି ଙ୍କ ଜୀବନ ବିପଦ ରେ ପକାନ୍ତି ଏମିତି ଲୋକ ମାନକୁ ନିଜ ଠାରୁ ଦୂର ରେ ରାଖୀ ହି ଆମେ ଆମ ଏବଂ ଆମ ସହସମ୍ବନ୍ଧି ଙ୍କ ସୁରକ୍ଷା କରି ପାରିବା ।

କେବେ ଆସୁଛି କୋବିଦ ତୃତୟ ଲହରୀ ?

କୋବିଦ ର ତୃତୟ ଲହରୀ କୁ ନେଇ ବୈଜ୍ଞାନିକ ମହେ ଅନେକ ଆକଳନ କରିଛନ୍ତି ଯାହାଥିରୁ ସବୁଠାରୁ ନୂତନ ଆକଳନ ଅନୁଜୟେ କୋବିଦ ର ତୃତୟ ଲହହୀ ଅଗସ୍ତ ମାସରେ ଆରଭ ହେଇ ଅକ୍ଟୋବୋର ମାସରେ ତାହାର ଚରମ ପହଞ୍ଚି ପାରେ । ଏହାର ପ୍ରାରମ୍ଭିକ ପ୍ରଭାବ ଆପଣ ମାନେ କେରେଲ ରେ ଦେଖି ପାରିବେ ଯେଉଠି ପ୍ରତିଦିନ ୨୦,୦୦୦ ନୂତନ କେସ ଆସୁଛି ।

କଣ କରିପାରିବା ଆମେ ?

କୋବିଦ ନିୟମ ର ପାଳନ କରନ୍ତୁ ଏବଂ କରନ୍ତୁ ଅତ୍ୟଧିକ ଘରୁ ବାହାରନ୍ତୁ ନାହି ,ବିଜନେସ ଅନଲାଇନ କରନ୍ତୁ ,ନିମ୍ନ ସମ୍ପର୍କ ନୀତି ର ପାଳନ କରନ୍ତୁ ଏବଂ କିଛି ସନନ୍ଦେହ ହେଲେ ତୁରନ୍ତ କୋବିଦ ହସ୍ପିଟଲ ରେ କୋବିଦ ଟେଷ୍ଟ କରନ୍ତୁ , ଏହି ବିପତି ସମୟ ରେ କୌଣସି ପ୍ରକାର ରିସ୍କ ଉଠାନ୍ତୁ ନାହି ।

ଏହି ସହ ନୀତିଦିନ କୋବିଦ ସମାଚାର ଉପରେ ଆଖି ରକନ୍ତୁ ଏବଂ କୌଣସି ଫେକ ସମାଚାର ଉପରେ ଧ୍ୟାନ ଦିଅନ୍ତୁ ନାହି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article