29 C
Bhubaneswar
Saturday, September 19, 2020

ଜିଲ୍ଲାର ବିଭିନ୍ନ ଚିକିସôାଳୟ ଓ ଆହାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଯାଜପୁର, ୧୮ା୩ (ନି.ପ୍ର): ପ୍ରଶିକ୍ଷଣରୁପେଂରି ଯାଜପୁର ଜିଲ୍ଳ୍ାପାଳ ରଂଜନକୁମାର ଦାସ କାର୍ଯ୍ୟରେ ଯୋଗ ଦେବା ସହ ଜିଲ୍ଳ୍ାର ବିଭିନ୍ନ ଚିକିସôାଳୟକୁ ଯାଇ କରୋନା ଭାଇରସର ସଂକ୍ରମଣ ରୋକିବା ନେଇ ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ସଂପର୍କରେ ସମୀକ୍ଷା ଓ କାର୍ଯ୍ୟ ନିରୀକ୍ଷଣ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ମୁଖ୍ୟ ଚିକିସôାଳୟକୁ ଶ୍ରୀ ଦାସ ପରିଦର୍ଶନ କରିବା ସହ ଚିକିସôାଳୟର ପରିଷ୍କାର ପରିଚ୍ଚ୍ଥନ୍ନତାକୁ ନିରୀକ୍ଷଣ କରିଥିଲେ । ଚିକିସôକଙ୍କୁ ଦେଖାଇବା ପାଇଁ ଆସୁଥିବା ବିଭିନ୍ନ ରୋଗୀ ମାନେ ଅପେକ୍ଷା ଧାଡିରେ ଠିଆ ହୋଇଥିବା ବେଳେ ପରସ୍ପର ଠାରୁ ଚ୍ଥାଡି ଠିଆ ହେବା ଓ ଡାକ୍ତରଙ୍କ ପାଖରେ ବେଶୀ ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ । ଯେ ହେତୁ କରୋନା ଭୂତାଣୁ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଚ୍ଥି । ପ୍ରତିଦିନ ପ୍ରତ୍ୟେକ ବ୍ୟକ୍ତି ଶହ ଶହ ଲୋକଙ୍କ ସହ ମିଶୁ ଥିବାରୁ ତା ମଧ୍ୟରେ କିଏ ସଂକ୍ରମିତ ଜାଣିବା ସ ମ୍ଭବ ନୁହେଁ । ତେଣୁ ନିଜ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ସେହିପରି ଆଇସୋଲେସନ ୱାର୍ଡ ବୁଲି ଦେଖିବା ସହ ଯଦି ରୋଗୀ ସଂଖ୍ୟା ବୃଦ୍ଧିପାଏ ତେବେ ଅତିରିକ୍ତ ୱାର୍ଡର ବ୍ୟବସ୍ଥା କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ସେହିପରି ସନ୍ଦିଗ୍ଧ ଭାବେ ଚିକିସôିତ କୈାଣସି ରୋଗୀ ମାନଙ୍କର ପରିଚୟ ଗୋପନ ରଖିବା, ସଠିକ ଚିକିସôା ପ୍ରଦାନ କରିବା, ଚିକିସôାଳୟ ପରିସରକୁ ଏକାଧିକ ବାର ପରିଷ୍କାର ପରିଚ୍ଚ୍ଥନ୍ନ ରଖିବା, ରୋଗୀ ମାନଙ୍କୁ ଭଲ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ । ପରେ ଯାଜପୁର ରୋଡ ଚିକିସôାଳୟ, ଯାଜପୁର ରୋଡ ଓ ଡୁବୁରୀ ସ୍ଥିତ ଆହାର କେନ୍ଦ୍ର, ଦାନଗଦୀ ଡାକ୍ତରଖାନା, ଟାଟା ଓ ଜିନ୍ଦଲ ପରିଚାଳିତ ଚିକିସôାଳୟ ଗୁଡିକୁ ଶ୍ରୀ ଦାସ ବୁଲି ଦେଖିଥିଲେ । ସେଠାରେ ମଧ୍ୟ ଶ୍ରୀ ଦାସ ଚିକିସôକ ଓ ଅନ୍ୟାନ୍ୟ ସେବାକାରୀ କର୍ମଚାରୀ ସମସ୍ତ ରୋଗୀ ମାନଙ୍କୁ ଊତମ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଆହାର କେନ୍ଦ୍ରର ପରିଚାଳନା ସମୟ ପୂର୍ବାହ୍ନ ୧୦ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ବୋଲି ସରକାର ପୁନଃ ଧାର୍ଯ୍ୟ କରିଚ୍ଥନ୍ତି । ତେଣୁ ସମସ୍ତ ଆହାର କେନ୍ଦ୍ର ନୂତନ ସମୟ ଅନୁସାରେ କାର୍ଯ୍ୟକ୍ଷମ ହେବା , ସମସ୍ତ ଆହାର କେନ୍ଦ୍ରରେ ସାନିଟାଇଜର, ସାବୁନ ଇତ୍ୟାଦି ରଖିବା, ସଦା ପରିଷ୍କାର ପରିଚ୍ଚ୍ଥନ୍ନତା ପ୍ରତି ଅଧିକ ଯନôଶୀଳ ହେବାକୁ ଜିଲ୍ଳ୍ାପାଳ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ କେତେକ ମଲ ଯାଜପୁର ରୋଡ ଠାରେ ଖୋଲା ଥିବାର ଅଭିଯୋଗ ମିଳିବା ପରେ ଜିଲ୍ଳ୍ାପାଳ ସଂପୃକ୍ତ ମଲ ଗୁଡିକୁ ପରିଦର୍ଶନ କରିବା ସହ ବନ୍ଦ କରାଇ ଆସିଥିଲେ ।ଏହି ଗସ୍ତ ବେଳେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପ ୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓ.ଏସ୍.ଡି. ସୁଦର୍ଶନ ମିଶ୍ର, ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ସି.ଡି.ଏମ୍.ଓ. ଡା. ଅରୁଣ କୁମାର ପାତ୍ର, ମେଡିକାଲ ସୁପରିନ୍ଟେଣ୍ଡେଣ୍ଟ ଡା. ଅନୁପ କୁମାର ନାଥଶର୍ମା, ଡି.ପି.ଏମ୍. ଚିନ୍ମୟ ବରାଳ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଊପସ୍ଥିତ ଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...