31 C
Bhubaneswar
Friday, September 18, 2020

କରୋନା ସଂକ୍ରମଣ ରୋକିବା ପାଇଁ ସରକାରୀ ପଦକ୍ଷେପ ସ୍ୱାଗତଯୋଗ୍ୟ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୧୮ ।୩(ନି.ପ୍ର): ମହାମାରୀ କରୋନାର ସଂକ୍ରମଣ ରୋକିବା ପାଇଁ ଓଡିଶାରେ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ଗୁଡିକ ସ୍ୱାଗତଯୋଗ୍ୟ ହେଲେ ବି ଏହି ପଦକ୍ଷେପ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାର ପ୍ରତିକାର କରିବାକୁ ସରକାର ଉଦାସୀନତା ପ୍ରଦର୍ଶନ କରିଛନ୍ତି । ପ୍ରଥମତଃ, ମାସ୍କ ଓ ସାନିଟାଇଜର ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଯେଉଁ ଅଭାବ ଓ କୃତ୍ରିମ ଅଭାବ, ସୃଷ୍ଟି ହୋଇଛି, ତାର ମୁକାବିଲା କରାଯାଉନାହିଁ । ଯେଉଁ ଲାଭଖୋର କଳାବଜାରୀ ମାନେ ବିଭିନ୍ନ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଲୋକମାନଙ୍କୁ ଏହି ସାମଗ୍ରୀ ଯୋଗାଣର ବନେ୍ଦାବସ୍ତ ସରକାର ଯୁଦ୍ଧକାଳୀନ ଭିତିରେ କରିବାକୁ ସି.ପି.ଆଇ.(ଏମ୍) ଦାବି କରୁଛି । ଉଭୟ ସରକାରୀ କେଂଟ୍ରାଲ ଦୋକାନ ଓ ଭ୍ରାମ୍ୟମାଣ ଯୋଗାଣ ବ୍ୟବସ୍ଥା ଜରିଆରେ ଏହା ଯେ ।ଗାଇ ଦେବାକୁ ହେବ ।

ଯେଉଁ ଶ୍ରମଜୀବୀମାନେ ରାଜ୍ୟ ଭିତରେ କାମ ହରାଉଛନ୍ତି ଓ ବାହାର ରାଜ୍ୟରେ କାମ ହରାଇ ଓଡିଶା ଫେରି ଆସୁଛନ୍ତି, ସେମାନଙ୍କୁ ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ । ଲୋକଙ୍କୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରି ଚୀନରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବନେ୍ଦାବସ୍ତ କରାଯାଇଥିଲା । ଏ କ୍ଷେତ୍ରରେ ତାକୁ ଅନୁକରଣ କରାଯାଇପାରେ । ଅବିଳେ ମ୍ବ ସରକାର ପ୍ରତ୍ୟେକ ଲୋକଙ୍କୁ ମାସ୍କ ଓ ସାନିଟାଇଜର ମାଗଣାରେ ଯୋଗାଇ ଦିଅନ୍ତୁ । ଓଡିଶାରେ କରୋନା ଭାଇରସ ପ୍ରସାରଣ ରୋକିବା ପାଇଁ ଓଡିଶା ରାଜ୍ୟ ସରକାର ଦେଇଥିବା ପଦକ୍ଷେପ ଗୁଡିକ ସ୍ୱାଗତ ଯୋଗ୍ୟ । କିନ୍ତୁ ଏହି ପଦକ୍ଷେପ ଗୁଡିକ କାର୍ଯ୍ୟକାରୀ କଲାବେଳେ ରାଜ୍ୟରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେବା ଦୃଷ୍ଟି ଗୋଚର ହେଉଛି । ରୋଗର ସଂକ୍ରମଣ ରୋକିବା ଲାଗି ସତର୍କ ବ୍ୟବସ୍ଥା ଲାଗି ଅଧିକାଂଶ ସ୍ଥାନରେ ୧୪୪ ଧାରା ଜାରୀ ହେବା ସହିତ ହାଟ, ବଜାର, ହୋଟେଲ, ବ୍ୟବ ସାୟିକ ମଲ୍, ଆଦି ବନ୍ଦ ହୋଇଯାଇଛି ।

ଦୈନନ୍ଦିନ ଜୀବନ ଚଳାଇ ରଖିବା ପାଇଁ ଘରୁ ବାହାରକୁ ବିଶେଷ ନ ବାହାରିବା ପାଇଁ ଲୋକଙ୍କୁସତର୍କ କରାଯାଉଛି । ଏହି ପରିସ୍ଥିତିରେ ସାଧାରଣ ଲୋକେ ଖାଦ୍ୟ ସାମଗ୍ରୀ ଯୋଗାଡ କରିବା କଷ୍ଟକର । ଏପରି ସ୍ଥଳେ ରାଜ୍ୟ ସରକାର ଖାଉଟି କାର୍ଡ ଥିବା ପରିବାରମାନଙ୍କୁ ଚାଉଳ ସହିତ ତେଲ , ଡାଲି, ଆଳୁ, ପିଆଜ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷମାନ ଯୋଗାଇବା ସହିତ ଭ୍ରାମ୍ୟମାଣ ଭ୍ୟାନ ଜରିଆରେ ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ସାହି, ବସ୍ତି ଓ ଗ୍ରାମ ମାନଙ୍କରେ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ ପତ୍ର ବିକ୍ରୀର ବ୍ୟବସ୍ଥା ତୁରନ୍ତ କରିବା ଦରକାର । ସି.ପି.ଆଇ .(ଏମ୍) ଓଡିଶା ରାଜ୍ୟ ସମ୍ପାଦକମଣ୍ଡଳୀର ଏକ ବୈଠକରେ ଏଠାରେ ରାଜ୍ୟ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପାର୍ଟି ପକ୍ଷରୁ ଏକ ପତ୍ର ଦିଆଯାଇଛି ।

କରୋନା ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ରାଜ୍ୟର ସମସ୍ତ ଘରୋଇ ଚିକିସôାଳ୍ୟକୁ ସରକାରୀ ନିୟମ ଓ ପଦ୍ଧତି ଅନୁଯାୟୀ ଚିକିସôା ବିନାମୂଲ୍ୟରେ କରିବା ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶନାମା ଜାରୀ କରିବାକୁ ମଧ୍ୟ କୁହାଯାଇଛି । ପ୍ରତ୍ୟେକ ଘରୋଇ ଚିକିସôାଳୟରେ ନିର୍ଦ୍ଦିଷ୍ଟ କରୋନା ଓ ୱାର୍ଡ ପ୍ରତିଷ୍ଠା ସହିତ ଷ୍ଟାଣ୍ଡାର୍ଡ ପଦ୍ଧତି ଅନୁଯାୟୀ ବିନାମୂଲ୍ୟରେ ପରୀକ୍ଷା ଚିକିସôା ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶନାମା ଜାରୀ କରିବାକୁ ଦାବୀ କରାଯାଇଛି ।

କରୋନା ଆତଙ୍କ ଯୋଗୁଁ ମାନ୍ଦା ବ୍ୟବସାୟ ଯୋଗୁଁ ହଜାର ହଜାର ସ୍ଥାନାନ୍ତରିତ ଶ୍ରମିକ ରାଜ୍ୟକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଏହା ସହିତ ରାଜ୍ୟର ଶ୍ରମିକ ଓ ଶ୍ରମଜୀବି ଲୋକେ କାମ ପାଇବାରୁ ବଞ୍ଚôତ ହେଉଛନ୍ତି । ସେମାନଙ୍କ ସର୍ବନିମ୍ନ ଥଇଥାନ ପାଇଁ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେବାକୁ କୁହାଯାଇଛି । ରାଜ୍ୟ ସମ୍ପାଦକମଣ୍ଡଳୀର ଏହି ବୈଠକରେ ଜଗନ୍ନାଥ ମିଶ୍ର ସଭାପତିତ୍ୱ କରିଥିଲେ । ରାଜ୍ୟ ସମ୍ପାଦକ ଅଳି କିଶୋର ପ…ନାୟକଙ୍କ ସମେତ ଜନାର୍ଦ୍ଦନ ପତି, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ବିଷ୍ଣୁ ମହାନ୍ତି, ସୁରେଶ ପାଣିଗ୍ରାହୀ, ନିର୍ମଳ ନାୟକ ଓ ପୁଷ୍ପା ଦାଶ ପ୍ରମୁଖ ସଭ୍ୟମାନେ ଯୋଗ ଦେଇଥିଲେ । ରାଜ୍ୟରେ କରୋନା ଆତଙ୍କ ଯୋଗୁଁ, ଏପ୍ରିଲ ଓ ତାରିଖଠାରୁ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ ଘୁଂଚାଇବାକୁ ମଧ୍ୟ ଦାବୀ କରାଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...