28 C
Bhubaneswar
Sunday, February 28, 2021

ରାସ୍ତା ନାହିଁ, ଯାଇ ପାରିଲାନି ଆମ୍ବୁଲାନ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ରାୟଗଡ଼ା,୧୮ା୩(ନି.ପ୍ର) : ପାହାଡ଼ିଆ ରାସ୍ତା ଯୋଗୁ ଗାଁକୁ ଯାଇ ପାରିଲାନି ଆ ମ୍ବୁଲାନ୍ସ । ୧୨ ଘଂଟା ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ପରେ ପୁତ୍ର ସନ୍ତାନଙ୍କୁ ଘରେ ଜନ୍ମ ଦେଲେ ଗର୍ଭବତୀ । ଗାଁ ଲୋକ ୪ କିମି ଭାରରେ ମାଆ ଓ ନବଜାତ ଛୁଆକୁ ବୋହି ଆଣିବା ପରେ ଅଧା ରାସ୍ତାରୁ ୧୦୨ ଆ ମ୍ବୁଲାନସରେ ମେଡ଼ିକାଲକୁ ଅଣାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ଉପାନ୍ତ ଅଂଚଳ ଦୁମୁକୁପାଡୁରେ । ସାବିତ୍ରୀ ତାଡିଙ୍ଗ ଓ ଛୁଆ ଉଭୟେ ସୁସ୍ଥ ଥିବା ବେଳେ ଘଟଣାକୁ ନେଇ ତନାଘନା ଆର ମ୍ଭ କରିଛି ସ୍ୱ୍ୱାସ୍ଥ୍ୟ ବିଭାଗ । କୋଲନରା ବ୍ଲକ୍ ସଦର ମହକୁମାରୁ ୧୭ କିମି ଦୂରରେ ରହିଛି ଦୁମୁକୁପାଡୁ ଗାଁ ।

କୋଲନରାରୁ ଲାଲବି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସଂପୂର୍ଣ ହୋଇଥିବା ବେଳେ ଲାଲବିରୁ ଦୁମୁକୁପାଡୁ ୪ କିମି ପାହାଡିଆ ଅଞ୍ଚଳ ଯୋଗୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ । ଗତକାଲି ସଂଧ୍ୟାରେ ଗ୍ରାମର ସାବିତ୍ରୀ ତାଡିଙ୍ଗ୍ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକ ରାତି ୭ଟାରେ ୧୦୨ ଆ ମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଜଙ୍ଗଲିଆ ରାସ୍ତା ଯୋଗୁ ରାତିରେ ଆ ମ୍ବୁଲାନ୍ସ ଯାଇ ପାରିବନି ବୋଲି ଆ ମ୍ବୁଲାନ୍ସ କର୍ମ·ରୀ ମନା କରିବା ପରେ ନିରୁପାୟ ହୋଇ ସାବିତ୍ରୀଙ୍କ ପରିବାର ଲୋକ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ରାତି ତମାମ ଗର୍ଭ ଯନ୍ତ୍ରଣାରେ ସାବିତ୍ରୀ ଛଟପଟ ହେବା ପରେ ସକାଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସକାଳ ୭ଟାରେ ଗାଁଠୁ ୪ କିମି ଦୂର ଲାଲବିରେ ୧୦୨ ଆ ମ୍ବୁଲାନ୍ସ ପହଞ୍ଚିଥିଲା ।

ଆ ମ୍ବୁଲାନ୍ସ ଆସିବା ଖବର ପାଇ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକ ଭାରରେ ସାବିତ୍ରୀଙ୍କୁ ପାହାଡ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗ୍ରାମର ସମସ୍ତ ଲୋକ କାମଧନ୍ଧାକୁ ·ଲି ଯାଇଥିବାରୁ ବହୁ କଷ୍ଟରେ ପରିବାର ଲୋକ ସାବିତ୍ରୀକୁ ଭାରରେ ପାହାଡ ତଳକୁ ଓହ୍ଲାଇ ସକାଳ ସାଢ଼େ୧୦ଟାରେ ଲାଲବି ଗାଁରେ ପହଞ୍ଚିଥିଲେ । ସଙ୍ଗେ ସଙ୍ଗେ ସାବିତ୍ରୀ ଓ ନବଜାତ ଶିଶୁ ପୁତ୍ରକୁ ସେଠାରୁ ଆ ମ୍ବୁଲାନ୍ସ ଯୋଗେ କୋଲନରା ଗୋଷ୍ଠୀ ସ୍ୱ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ମେଡ଼ିକାଲ୍ ଅଫିସର୍ ସାବିତ୍ରୀ ଓ ନବଜାତ ଶିଶୁ ପୁତ୍ରର ପ୍ରାଥମିକ ଚିକିତ୍ସା କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଜନନୀ ଯନ୍ତ୍ରଣାକୁ ନେଇ ସ୍ୱ୍ୱାସ୍ଥ୍ୟ ବିଭାଗ ତନାଘନା ଆର ମ୍ଭ କରିଛି ।

ଗତକାଲି ରାତିରେ କାହିଁକି ଆ ମ୍ବୁଲାନସ୍ ଯିବା ପାଇଁ ମନା କଲା ତାକୁ ନେଇ ତଦନ୍ତ ଆର ମ୍ଭ ହୋଇଛି । ଦୁମୁକୁପାଡୁ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ନେବା ଆଣିବା କରିବା ପାଇଁ ସ୍ୱ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଷ୍ଟ୍ରେଚର ପ୍ରଦାନ କରାଯାଇଛି । କିନ୍ତୁ ଓଜନ ଯୋଗୁ ଉକ୍ତ ଷ୍ଟ୍ରେଚରକୁ ଗ୍ରାମବାସୀ ଗାଁକୁ ନ ନେଇ ଲାଲବି ଉପକେନ୍ଦ୍ରରେ ରଖିଛନ୍ତି । ଯେଉଁଥି ପାଇଁ ପ୍ରସୂତୀକୁ ଭାରରେ ବୋହି ଆଣିବାକୁ ପଡ଼ିଲା । ଗତ ୨ ଦିନ ତଳେ କାଶୀପୁର ବ୍ଲକ୍ କୋଡିପାର୍ ପଞ୍ଚାୟତର ଅଡାଜାଲ୍ ଗ୍ରାମରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଗାଁକୁ ରାସ୍ତା ନଥିବାରୁ ପ୍ରସୂତୀଙ୍କୁୁ ୩ କିମି ବୋହି ଆଣିବା ପରେ କାଶୀପୁର ମେଡ଼ିକାଲରେ ଭତ କରାଯାଇଥିଲା

- Advertisement -ରାସ୍ତା ନାହିଁ, ଯାଇ ପାରିଲାନି ଆମ୍ବୁଲାନ

More articles

LEAVE A REPLY

Please enter your comment!
Please enter your name here

- Advertisement -ରାସ୍ତା ନାହିଁ, ଯାଇ ପାରିଲାନି ଆମ୍ବୁଲାନ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...