28 C
Bhubaneswar
Saturday, September 26, 2020

ମହାମାରୀ ପାଇଁ ଉକ୍ରଳ ଆଲୁମିନାର ପ୍ରସ୍ତୁତି

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ଭୁବନେଶ୍ୱର,୧୮ ।୩(ନି,ପ୍ର): ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲ୍କ୍ ଅନ୍ତର୍ଗତ ଆଦିତ୍ୟ ବିର୍ଲା ଗ୍ରୁପ୍ର କଂପାନି ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ଜିଲ୍ଲା ପ୍ରଶାସନ ସହିତ ମିଶି କୋଭିଡ୍- ୧୯ ବିରୋଧରେ ମୁକାବିଲା କରିବାକୁ ପ୍ରତିବଦ୍ଧ । ଉପଯୁକ୍ତ ପ୍ରତିଷେଧମୂଳକ ପଦକ୍ଷେପ ସହିତ ୟୁଏଆଇଏଲ୍ ଏହାର ସମସ୍ତ ସେବା ପ୍ରଦାନକାରୀଙ୍କ ସହ ମିଶି ଲଢ଼େଇ କରିବା ଦିଗରେ କାର୍ଯ୍ୟ କରିବ । ୟୁଏଆଇ ଏଲ୍ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ କହିଛନ୍ତି ଯେ, ନ୍ତଏହି ବିଶ୍ୱ ମହାମାରୀରୁ କାରଖାନା ଭିତରେ ଓ ଆଖ ପାଖରେ ଥିବା ଆମ ଲୋକ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ବର୍ତମାନ ସୁଦ୍ଧା ଉକ୍ରଳ ରେ ଉତ୍ପାଦନ ଓ ପରିଚାଳନା ସ୍ୱାଭାବିକ ରହିଛି । ଆଜିର ତାରିଖ ସୁଦ୍ଧା ଉତ୍ପାଦନ ପ୍ରଭାବିତ ହୋଇନାହିଁ, ମାତ୍ର, ଏହି କାର୍ଯ୍ୟ ଲାଗି ବାହାର ଲୋକଙ୍କ ପରିଦର୍ଶନକୁ ଏଡ଼ା ଇବା ଲାଗି ଯୋଜନାବଦ୍ଧ ବନ୍ଦକୁ ଘୁଂଚାଇଦିଆଯାଇଛି । କୋଭିଡ୍-୧୯ ବିରୋଧରେ ଲଢ଼େଇ କରିବା ପାଇଁ ଆମେ ଜିଲ୍ଲା ପ୍ରଶାସନ ସହିତ ମିଶି କାର୍ଯ୍ୟ କରୁଛୁ ଓ କରିବୁ ।” ଆମର ଉକ୍ରଳ ହସ୍ପିଟାଲ, ଡିସପେନସେରି ଓ ଓଏଚଏସରେ ମେଡିକାଲ ପ୍ରସ୍ତୁତି ସ୍ପର୍ଶ ବିହୀନ ଇନଫ୍ରାରେଡ ଟର୍ମୋମିଟର ଜରିଆରେ ପରୀକ୍ଷା କରିବା ଲାଗି ଆବଶ୍ୟକ ହେଉ ଥିବା ଉପକରଣ ସହ ଉକ୍ରଳ ହସ୍ପିଟାଲ ଓ ସମସ୍ତ ମେଡିକାଲ ଓ ଓଏଚ୍ଏସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଉକ୍ରଳ ହସ୍ପିଟାଲରେ ସ୍ୱତନ୍ତ୍ର କ୍ୱାରାନ୍ଟିନ୍ କୋଠରି ପାଇଁ ତିନିଟି କୋଠରିକୁ ରଖାଯାଇଛି ଜରୁରୀ କାଳୀନ ସ୍ଥିତି ଭଳି କ୍ଷେତ୍ରରେ ଡାକ୍ତର ଓ ପାରା ମେଡିକ ଷ୍ଟାଫ ମାନଙ୍କ ପାଇଁ ଡିସ ପୋଜେବଲ ଫୁଲ ବଡି ସୁଟ ଉକ୍ରଳ ହସ୍ପି ଟାଲରେ ରହିଛି । ପ୍ରାୟ ୧୦୦ ଥ୍ରୋଟ୍ କଲ୍ଚର୍ ବୋତଲବରାଦ କରି ରଖାଯାଇଛି ଯାହାକୁ ମାତ୍ରା ଧିକ ସନେ୍ଦହଜନକ ମାମଲାରେ କଲଚରକୁ ପରୀକ୍ଷା ପାଇଁ ଭୁବ ନେଶ୍ୱର କିମ୍ବା କଟକକୁ ପଠା ଯିବ । ଡାକ୍ତର ଓ ପାରା ମେଡିକ ଷ୍ଟାଫମାନେ ଏନ୯୫ ମାସ୍କ ବ୍ୟବହାର କରୁଛନ୍ତି । ସମସ୍ତ ପ୍ରକାରର ଉପକରଣକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଲାଗି ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ମାର୍ଗଦର୍ଶନ କରା ଯାଇଛି-ବ୍ୟବହାର ଓ ତାହାର ପରି ·ଳନା ଲାଗି ର୍ନିଦିଷ୍ଟ ଦିଶା ନିର୍ଦେଶ ଜାରି କରାଯାଇଛି । ସଠିକ ବାର୍ତା ବାଂଟିବା, ଗୁଜବ ପ୍ରତି ସଜାଗ ରହିବା ଏବଂ ଡାକ୍ତରଙ୍କୁ ପରାମର୍ଶ କରିବା କି ମ୍ବା ସଠିକ ବାର୍ତା ଲାଗି ଡବ୍ଲୁଏଚଓ/ ଏଚ୍ଆଣ୍ଡଏଫ୍ଡବ୍ଲୁ ୱେବ ସାଇ ଟକୁ ଅନୁସରଣ କରିବା ଲାଗି ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୁହାଯାଇଛି । ପ୍ରସ୍ତୁତ ଥିବା ସହା ୟକ ଉପକରଣ ଓ ଅମ୍ଳଜାନ ସହିତ ଅସୁସ୍ଥ ରୋଗୀଙ୍କୁ ସ୍ଥାନ୍ତର କରିବା ଲାଗି ଆ ମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଉକ୍ରଳ ପରିସର ଓ ସମସ୍ତ ସେବା ପ୍ରଦାନକାରୀଙ୍କ ପାଇଁ ଗ୍ରହଣ କରାଯାଇଥିବା ପ୍ରତିଷେଧମୂଳକ ପଦକ୍ଷେପ ଏହି ସଙ୍କଟମୟ ସ୍ଥିତିର ଦୈନିକ ସମୀକ୍ଷା ଲାଗି ଏକ ପାଂଚ ଜଣିଆ ସଦସ୍ୟ ବିଶିଷ୍ଟ ଶୀର୍ଷ କମିଟି ଗଠନ କରା ଯାଇଛି । ସମସ୍ତ ବାହ୍ୟ ଯାତ୍ରା ଉପରେ କଟକଣା ଲଗାଯାଇଛି । ବାହାରକୁ ଯାତ୍ରା କରିଥିବା (ରାୟଗଡ଼ା ବାହାରକୁ) ସମସ୍ତ କର୍ମ·ରୀ ଏବଂ ସେମା ନଙ୍କ ପରିବାର ସଦସ୍ୟ ମାନଙ୍କୁ ଫେରିବା ପରେ ନିରାପତା ଗେଟରେ ହାଜର ହେବେ ଏବଂ ସ୍ୱ ଘୋଷିତ ଫର୍ମ ପୂରଣ କରିବେ । ଫେରିବା ପରେ କର୍ମ·ରୀ ଏବଂ ତାଙ୍କ ପରିବାର ସଦସ୍ୟ ଉକ୍ରଳ ହସ୍ପିଟାଲରେ ମେଡିକାଲ ପରୀକ୍ଷା ପାଇଁ ଯିବେ । ଯେଉଁମାନେ ଏକାଧିକ ଲୋକଙ୍କ ସହିତ ରହୁଥିବେ ସେମାନଙ୍କୁ ସେଲଫ-କ୍ୱାରାନ ଟାଇନ ପାଇଁ ବିକଳ୍ପ ରହଣୀ ପ୍ରଦାନ କରାଯିବ । ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମସ୍ତ ସାମା ଜିକ କାର୍ଯ୍ୟକ୍ରମ ଓ କେନ୍ଦ୍ରୀୟ ମିଳାମିଶା ବାତିଲ ରହିବ । ସାମାଜିକ କାର୍ଯ୍ୟକ୍ରମ, ଆମୋଦ ପ୍ରମୋଦ ଗୃହ, ଶିଶୁ ପାର୍କ ଓ ଜିମ୍ନାସିୟମ ପରବର୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ । ଯେଉଁ ମାନେ ଅଫିସରେ କାର୍ଯ୍ୟ କରିବା ଲାଗି ବାହାରୁ ଆସୁଛନ୍ତି ସେମାନେ ଅଫିସରେ ପ୍ରବେଶ କରିବା ପୂର୍ବରୁ ଓ ଅନ୍ୟମାନଙ୍କ ବ୍ୟବହାର ପାଇଁ ସମସ୍ତ ଅଫିସ, ପ୍ରବେଶ ଫାଟକରେ ସିକ୍ୟୁରିଟି ପାଖରେ ସାନିଟାଇଜର ଲିକ୍ୱିଡ ରହିବ । କ୍ୟାଂଟିନ ଓ ଅଫିସ ଅଂଚଳ ପରିସରରେ ଉପଯୁକ୍ତ ସ୍ୱଚ୍ଛତା ବଜାୟ ରହିବ । ଜନ ସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା କର୍ମ·ରୀ ଏବଂ ନିରା ପତା ରକ୍ଷୀମାନଙ୍କୁ ଡିସ ପୋଜେ ବଲ ନୋଜ ମାସ୍କ ଓ ଗ୍ଲୋଭସ ପ୍ରଦାନ କରାଯିବ । ସମସ୍ତ କ୍ୟାଂଟିନ କମ ର୍·ରୀମାନଙ୍କୁ ପରିମଳ ଓ ଡିସ ପୋଜେବଲ ଗ୍ଲୋଭସ, ହାଣ୍ଡ ଗ୍ଲୋଭସ ଓ ହେଡ କ୍ୟାପ ବ୍ୟବହାର କରିବା ଲାଗି ପ୍ରଶିକ୍ଷଣ ପ୍ରଦାନ କରାଯିବ । କ୍ୟାଂଟିନ ଓ ଗେଷ୍ଟ ହାଉସରେ ଚୋପା ଛଡ଼ାଇବା କି ମ୍ବା କାଟିବା ପୂର୍ବରୁ ପନିପରିବା ଗୁଡ଼ିକୁ ଭଲ ଭାବେ ଧୁଆହେବ । ପ୍ରତି ଡେସ୍କ ପଏଂଟରେ ପାନୀୟ ଜଳର ଉତ୍ସ ଓ ଯୋଗାଣର ଯାଂଚ କରାଯିବ । ସମସ୍ତ ୱାସରୁମ ବା ଶେ· ଳୟରେ ଲିକ୍ୱିଡ ସୋପ ରହିବ । ·’ ପରଷିବା ଲାଗି ଡିସପୋଜେବଲ ପେପର କପ ରହିବ । ପ୍ରତି ତିନି ଘଂଟାରେ ଥରେ ସମସ୍ତ ଅଂଚଳ ବିଶେଷ କରି କ୍ୟାଂଟିନ ଓ ମେସ ଅଂଚଳର ଚଟାଣକୁ ସଫା କରା ଯିବ । ସଂକ୍ରମଣ ନିୟନନ୍ତ୍ରଣ ପଦକ୍ଷେପ ସମ୍ପର୍କରେ ସମସ୍ତ ଷ୍ଟାଫଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ, କାରଖାନା ପରିସର ଓ ଓଏଚସି ଭିତରେ ଅତ୍ୟଧିକ ହାତ ବାଜିବାର ସ ମ୍ଭାବନା ଥିବା ସ୍ଥାନକୁ ଜୀବାଣୁମୁକ୍ତ ରଖିବା ଲାଗି ହାଉସକିପିଂ ଷ୍ଟାଫମାନଙ୍କୁ ମାର୍ଗ ଦର୍ଶନ କରାଯିବ । ନିରନ୍ତର ନିରୀକ୍ଷଣ ଓ ଦେନନ୍ଦିନ ନଜର ରଖିବା ଏବଂ ତକ୍ରାଳ ପଦକ୍ଷେପ ଗ୍ରହଣ କରିବା ଲାଗି ଏକ ଟିମ ଗଠନ କରା ଯାଇଛି । ସମସ୍ତ କର୍ମ·ରୀ ଓ ଚୁକ୍ତି ଭିତିକ ଶ୍ରମିକ ମାନଙ୍କ ଲାଗି ବାୟୋମେଟ୍ରିକ ପଚିଂକୁ ବନ୍ଦ ରଖାଯାଇଛିୟ ମୁଖ୍ୟ ଫାଟକରେ ଫେସ ରେକଗ୍ନିସନ ସିଷ୍ଟମ ସ୍ଥାପନ କରାଯାଇଛି କାରଖାନା ଏବଂ ଟାଉନସିପରେ ସମସ୍ତପରିଦର୍ଶନ କାରୀ/ ଭେଣ୍ଡର/କଂଟ୍ରାକ୍ଟରମାନଙ୍କ ପ୍ରବେଶ ବାରଣ କରାଯାଇଛି ଏବଂପରବର୍ତୀ ନୋଟିସ ନମିଳିବା ପର୍ଯ୍ୟନ୍ତ ପରିସରରେ ପ୍ରବେଶ ନକରିବା ଲାଗି ସମସ୍ତଙ୍କୁ କୁହାଯାଇଛି । ସମସ୍ତ ପ୍ରକାର ଆନ୍ତଃ ଓ ବାହ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ସ୍ପର୍ଶ ବିହୀନ ଇନଫ୍ରାରେଡ ଥର୍ମୋମିଟର ଜରି ଆରେ କର୍ମ·ରୀମାନଙ୍କ ଅନିୟ ମିତ ଯାଂଚ କରାଯାଉଛି । ଗୋଷ୍ଠୀ ଓ ଷ୍ଟାଫମାନଙ୍କ ପାଇଁ ସଚେତନତା ହେଲା ଦୂରତା ବଜାୟ ରଖିବା, ମୁହଁକୁ ନଛୁଇଁବା, ନିୟମିତ ହାତ ଧୋଇବା ଆଦି ସଂପର୍କରେ ସଚେତନତା ବାର୍ତାର ପ୍ରସାର କରିବା ଲାଗି ଗ୍ରାମଗୁଡ଼ିକରେ ସାର୍ବଜନୀନ ଘୋଷଣା ଗାଡ଼ି ବୁଲୁଛି । କାର ଖାନର କର୍ମ·ରୀମାନଙ୍କ ମଧ୍ୟରେ ସଚେତନତା ବାର୍ତାର ପ୍ରସାର କରିବା ଲାଗି ନିୟମିତ ମେଲ ପଠାଯାଉଛି ଓ ଯାନ ପିଏ ବ୍ୟବସ୍ଥା ଜରିଆରେ ସଚେତନତା ଅଭିଯାନ ଆୟୋଜନ କରାଯାଉଛି । ଗୋଷ୍ଠୀ ବିତରଣ ପାଇଁ ଥିବା ସରକାର ସଚେତନତା ଉପକରଣ ଗୁଡ଼ିକୁ ପାରିପାର୍ଶ୍ୱିକ ଗ୍ରାମ ଓ ଅଂଚଳଗୁଡ଼ିକରେ ବିତରଣ କରାଯାଉଛି । କାରଖାନା ଫାଟକରେ ନିୟୋଜିତ ଥିବା ନିରା ପତା ରକ୍ଷୀ, ହାଉସକିପିଂ ମହିଳା, ଅନ୍ୟାନ୍ୟ ଶ୍ରମିକ, ଟାଉନ ସିପର ଲୋକ, ଗେଷ୍ଟ ହାଉସ ଓ ମେସର ଲୋକମାନଙ୍କୁ ନିୟମିତ ଭାବେ ପ୍ରତିଷେଧକ ପଦ୍ଧତି ବିଷ ୟରେ ସଚେତନ କରାଯାଉଛି । ବିଦ୍ୟାଳୟ ଓଡ଼ିଶା ସରକାର ଓ ସିବିଏସଇ ତରଫରୁ ମିଳିଥିବା ମାର୍ଗଦର୍ଶିକାକୁ ପୋଷ୍ଟର ଆକାରରେ ବିଦ୍ୟାଳୟରେ ଲଗାଯାଇଛି ଓ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ କାରୀ ହୋଇଛି । ପରବର୍ତୀ ସର କାରୀ ନୋଟିସ ମିଳିବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି ଏବଂ ଶିକ୍ଷକମାନଙ୍କୁ ମଧ୍ୟ ପରବର୍ତୀ ନୋଟିସ ନମିଳିବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ନଆସିବାକୁ କୁହା ଯାଇଛି । ଓଡ଼ିଶା ସରକାର ଓ ଡବ୍ଲୁଏଚଓର ନିର୍ଦେଶ ମୁତାବକ ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ମେଲ ଓ ଏସଏମଏସ ଜରି ଆରେ ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଛି ଆଗାମୀ ପଥ ଗ୍ରାମ, ବଜାର ଏବଂ କଲୋନି ଭଳି ପାରିପାର୍ଶ୍ୱିକ ସ୍ଥାନରେ ପ୍ରତିଷେଧକ ପାଇଁ ଗଣ ଅଭିଯାନ ଜାରି ରହିବ । ଟାଉନସିପ, ବସ, କାରଖାନା ଫାଟକ, ହସପିଟାଲ, କାରଖାନା ପରିସରରେ ହାତର ପରିଚ୍ଛନ୍ନତା ଓ ନିଶ୍ୱାସ ପ୍ରଶ୍ୱାସ ନେବାର ଉପଯୁକ୍ତ ଢଙ୍ଗ ବିଷୟରେ ପୋଷ୍ଟର ଓ ବ୍ୟାନର ପ୍ରଦର୍ଶିତ କରାଯିବ ଏବଂ ଓଡ଼ିଆ, ହିନ୍ଦୀ ଓ ଇଂରାଜି ଭାଷାରେ ପାମ୍ପଲେଟ ବିତରଣ କରାଯିବ । କୋଭିଡ- ୧୯ ଏକ ଉପଷମ ହୋଇ ପାରୁଥିବା ରୋଗ ଏବଂ ଏଥିପାଇଁ ଛାନିଆ ହେବାର କେଣସି କାରଣ ନାହିଁ ବୋଲି ବାର୍ତାକୁ କର୍ମ·ରୀ ଏବଂ ସେମାନଙ୍କ ପରିବାର ମଧ୍ୟ ପ୍ରସାର କରାଯିବ । ଟୁଲ ବକ୍ସ ଟକ ଜରିଆରେ କର୍ମ·ରୀ ଏବଂ ଠିକା ଶ୍ରମିକଙ୍କୁ ସଚେତନ କରାଯିବ । ବିଭିନ୍ନ ସ୍ଥାନରେ ମାର୍ଗଦର୍ଶିକାକୁ ଉପଯୁକ୍ତ ଭାବେ ପାଳନ କରାଯାଉଥିବା ବିଷୟକୁ ନିଶ୍ଚିତ କରିବା ଲାଗି ରିଫାଇନାରି ଓ ମାଇନ୍ସକୁ ଟାସ୍କ ଫୋର୍ସ ନିୟମିତ ଅନୁଧ୍ୟାନ ଲାଗି ଯିବ । ସମସ୍ତ ଟ୍ରକ ଡ୍ରାଇଭରମାନଙ୍କୁ ମାସ୍କ ଓ ଗ୍ଲୋଭସ ଯୋଗାଇ ଦିଆଯିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...