36 C
Bhubaneswar
Sunday, April 11, 2021

ଭୟଭୀତ ନୁହେଁ ସତର୍କତା ଅବ ଲମ୍ୱନ ପାଇଁ ପ୍ରଶାସନର ପରାମର୍ଶ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଯାଜପୁର,୧୭ା୩(ନି.ପ୍ର):ଭୟଭୀତ ନୁହେଁ ବରଂ ସଚେତନ ଓ ସତର୍କତା ଅବଲମ୍ୱନ କରିବାକୁ ଜିଲ୍ଳ୍ାବାସୀଙ୍କୁ ଅନୁରୋଧ କରିଚ୍ଥନ୍ତି ଭାରପ୍ରା ପ୍ତ ଜିଲ୍ଳ୍ାପାଳ ଇନ୍ଦ୍ରମଣି ନାୟକ । ସୋମବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ କରୋନା ସଂପର୍କିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଭାରପ୍ରା ପ୍ତ ଜିଲ୍ଳ୍ାପାଳ ଶ୍ରୀ ନାୟକ ସମସ୍ତଙ୍କ ମିଳିତ ଉଦ୍ୟମ ଅତୀତରେ ଅନେକ କ୍ଷେତ୍ରରେ ଆମକୁ ସପଂଳ କରିଚ୍ଥି । ତେଣୁ ପୁନଶ୍ଚ ଆମର ସାମୁହିକ ଉଦ୍ୟମକୁ ସାକାର କରିବା ବୋଲି ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଳ୍ାରେ ଆଜି ଠାରୁ ୧୪୪ ଧାର ଜାରି କରାଯିବ ବୋଲି ସେ ସୂଚନା ଦେବା ସହ ସମସ୍ତ ଉସôବ, ମହୋସôବ, ସଭା ସମିତିକୁ ବାରଣ କରାଗଲା ବୋଲି ସେ ସୂଚନା ଦେଇଥିଲେ । ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ବାରୁଣୀ ମେଳା ଓ ଜିଲ୍ଳାର ଅନ୍ୟାନ୍ୟ ସ୍ଥାନର ମେଳା ମହୋସôବ ଗୁଡିକୁ ମଧ୍ୟ ଜନସାଧାରଣଙ୍କ ସର୍ବାଧିକ ହିତ ଦୃଷ୍ଟିରୁ ଚଳିତ ବର୍ଷ ପାଇଁ ବନ୍ଦ ଘୋଷଣା କରାଯାଇଚ୍ଥି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ଏକ ମହାମାରୀର ଆଖ୍ୟା ଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ତାଲିକାଭୁକ୍ତ କରିଚ୍ଥନ୍ତି । ସେଥିପାଇଁ ୧୪୪ ଧାରା ଜାରି ହେବା ସହ ସମସ୍ତ ବି.ଡି.ଓ. ଓ ପୈାର ନିର୍ବାହୀ ଅଧିକାରୀ ମାନଙ୍କୁ ଏହାର ମାଇକ ପ୍ରଚାର କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଚ୍ଥି , ଯାହାଦ୍ୱାରା ସାଧାରଣ ଲୋକମାନେ ଏହି ସୂଚନା ପାଇପାରିବେ । ଜିଲ୍ଳ୍ାର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଗୁଡିକରେ ମଧ୍ୟ ଭିଡ ନ କରିବାକୁ ନିଦେ୍ର୍ଦଶ ଦିଆଯାଇଚ୍ଥି । ବିଭିନ୍ନ ମଲ, କଲ୍ୟାଣ ମଣ୍ଡପ, ହୋଟେଲ ଇତ୍ୟାଦି ମାନଙ୍କରେ ଗହଳି, ବିବାହ, ବ୍ରତ ଇତ୍ୟାଦି ସାମାଜିକ କାର୍ଯ୍ୟକୁ ବନ୍ଦ ରଖାଯାଇଚ୍ଥି । ଯେ ହେତୁ ୧୪୪ ଧାରାର ନିୟମ ଅନୁସାରେ ୫ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ, ସେଥିପାଇଁ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଭିଡ କରନ୍ତୁ ନାହିଁ ବୋଲି ଶ୍ରୀ ନାୟକ ଅନୁରୋଧ କରିଚ୍ଥନ୍ତି । ସ୍ୱାସ୍ଥ୍ୟ ଓ ସାନିଟାଇଜର କଳାବଜାର ଯେପରି ନ ହୁଏ ଓ ଲୋକ ସଠିକ ମୂଲ୍ୟରେ ଏଗୁଡିକୁ ପାଇପାରିବେ ସେଥିପାଇଁ ନିରନ୍ତର ଧରପଗଡ କରିବାକୁ ନିଦେ୍ର୍ଦଶ ଦିଆଯାଇଚ୍ଥି । ଯେ ହେତୁ କରୋନା ଅଧିକ ଗହଳି ହେଲେ ଅଧିକ ସଂକ୍ରମଣର ଆଶଙ୍କା ଥାଏ ସେଥିପାଇଁ ଗହଳିକୁ ବର୍ଜନ କରିବା, ଚ୍ଥେପ, ଖଙ୍କାର ଏଣେ ତେଣେ ନ ପଂଙ୍ଗିବା, ପାନ ଚ୍ଥେପ ଇତସ୍ତତଃ ନ ପିଂଙ୍ଗିବାକୁ ପରାମର୍ଶ ଦିଆଯାଇଚ୍ଥି । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର,ପଂଚାୟତ କାର୍ଯ୍ୟାଳ. ପ୍ରତ୍ୟେକ ସ୍ୱସ୍ଥ୍ୟ କେନ୍ଦ୍ରକୁ କଲ ସେଣ୍ଟର କରାଯାଇଚ୍ଥି । ସମସ୍ତ ସଚେତନତା ବାର୍ତା ଏହିଠାରୁ ମିଳିପାରିବ । ସଚେତନତା କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ସହଯୋଗ କରିବେ । ସମସ୍ତ ସରକାରୀ କର୍ମଚାରୀଙ୍କ ଚ୍ଥୁଟି ବାତିଲ କରାଯିବା ସହ ବ୍ଳକ, ଜିଲ୍ଳ୍ା ସ୍ତର ଓ ଅନ୍ୟାନ୍ୟ ବିଭାଗ, ଲାଇନ ଡିପାର୍ଟମେଣ୍ଟର କଣ୍ଟ୍ରୋଲ ରୁମରେ କରୋନା ସଂପର୍କରେ ସୂଚନା ମଧ୍ୟ ମିଳିପାରିବ ବୋଲି ଶ୍ରୀ ନାୟକ ସୂଚନା ଦେଇଚ୍ଥନ୍ତି । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଏଥିରେ ଯୋଗଦେଇ କୈାଣସି ଗୁଜବ ଏହି ସମୟରେ ପ୍ରଚାର ନ କରିବାକୁ ପରାମର୍ଶ ଦେଇଥିଲେ । ଲୋକମାନେ ସଚେତନ ହେବା ସହ ଆବଶ୍ୟକ ନ ଥିଲେ ଗହଳିକୁ ନ ଆସିବାକୁ ଅନୁରୋଧ କରିଥିଲେ । ଉପଜିଲ୍ଳ୍ାପାଳ ତଥା ବିରଜା ମନ୍ଦିରର ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ବିରଜା ମନ୍ଦିରକୁ ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକୁ ତନଖି କରାଯାଇ ସହର ମଧ୍ୟକୁ ପ୍ରବେଶ ନ କରାଇ ପେଂରାଇ ଦିଆଯିବ ବୋଲି ସୂଚନା ଦେବା ସହ ଶ୍ରଦ୍ଧାଳୁ ମାନେ ମା’ ଙ୍କ ଦର୍ଶନ ପାଇଁ ଆସି ଅଯଥା ଭିଡ ବା ମନ୍ଦିରରେ ଅଧିକ ସମୟ ନ ରହିବାକୁ ସେ ଅନୁରୋଧ କରିଚ୍ଥନ୍ତି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, , ପୂର୍ବତନ ପୈାରଧ୍ୟକ୍ଷ ଭବ ପ୍ରସାଦ ଦାସ, ପୂର୍ବତନ କାଊନ୍ସିଲର ସନ୍ତୋଷ ମଲ୍ଳିକ, ପୈାର ନିର୍ବାହୀ ଅଧିକାରୀ ଅଜୟ ମହାନ୍ତି, ଓ.ଏସ୍.ଡି. ସୁଦର୍ଶନ ମିଶ୍ର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ

- Advertisement -ଭୟଭୀତ ନୁହେଁ ସତର୍କତା ଅବ ଲମ୍ୱନ ପାଇଁ ପ୍ରଶାସନର ପରାମର୍ଶ

More articles

LEAVE A REPLY

Please enter your comment!
Please enter your name here

- Advertisement -ଭୟଭୀତ ନୁହେଁ ସତର୍କତା ଅବ ଲମ୍ୱନ ପାଇଁ ପ୍ରଶାସନର ପରାମର୍ଶ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...