28 C
Bhubaneswar
Saturday, September 19, 2020

ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଶ୍ୟରେ ସ୍ମାରକପତ୍ର

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ବାଲେଶ୍ୱର,୧୫ା୩(ନି.ପ୍ର): ଟ୍ୟାକ୍ସ ପ୍ରଦାନ କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟା ଓ ସରକାରୀ ଅଧିକାରୀଙ୍କ ଅସହଯୋଗକୁ ନେଇ ବାଳେଶ୍ୱର ଟ୍ୟାକ୍ସବାର ଆସୋସିଏସନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦେଶରେ ଏକକ ଟିକସ ବ୍ୟବସ୍ଥା ‘ଦ୍ରବ୍ୟ ଓ ସେବା କର’(ଜିଏସଟି) ଜାରି ରହିଥିବା ବେଳେ ବାଲେଶ୍ୱର ବାଣିଜ୍ୟକର ବିଭାଗୀୟ ଅଧିକାରୀଙ୍କ ଉଦାସୀନତାପୂର୍ଣ୍ଣ କାର୍ଯ୍ୟଧାରା ଯୋଗୁଁ କରଦାତା ଓ ଆଇନଜୀବୀମାନଙ୍କୁ ନାନା ପ୍ରକାର ସମସ୍ୟା ଭୋଗିବାକୁ ପଡ଼ୁଛି ବୋଲି ସେମାନେ ଆରୋପ ଉଠାଇଛନ୍ତି ।

ବିଶେଷ କରି ଟ୍ୟାକ୍ସ ପ୍ରଦାନ ସମ୍ପର୍କିତ ସୂଚନା ଓ ନିଦେ୍ର୍ଦଶନାମା କେବଳ ଅନଲାଇନ୍ ପ୍ରେରଣ କରାଯିବା ବାଲେଶ୍ୱର ଜିଲ୍ଲା ପାଇଁ ମୁଖ୍ୟ ସମସ୍ୟା ହୋଇଛି ବୋଲି ଆଇନଜୀବୀ ଓ ଟ୍ୟାକ୍ସ ପ୍ରଦାନକାରୀମାନେ କହିଛନ୍ତି । ଜିଲ୍ଲାର ସମସ୍ତ ଅଞ୍ଚଳକୁ ଅଦ୍ୟାବଧି ବିଦୁ୍ୟତ୍ ସେବା ପହଞ୍ଚି ନଥିବା ବେଳେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା ସ୍ୱପ୍ନ ହୋଇଛି । ଏପରିସ୍ଥଳେ କୌଣସି ନୋଟିସ୍ ବା ଚିଠିପତ୍ର ହିତାଧିକାରୀଙ୍କ ହାତରେ କି ମ୍ବା ପୋଷ୍ଟାଲରେ ପ୍ରଦାନର ଆବଶ୍ୟକତା ରହିଛି । ସେହିଭଳି ଜିଏସଟି ପ୍ରଦାନ ପାଇଁ ନୂତନ ପଞ୍ଜୀକରଣ କ୍ଷେତ୍ରରେ ସେଂଟ୍ରାଲ ଜିଏସଟି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ହିତାଧିକାରୀ ପଇଠ କରୁଥିବା ଦରଖାସ୍ତ ସହ ଜମିଜମା କାଗଜପତ୍ର, ଇଲେକ୍ଟ୍ରିକ୍ବିଲ ଆଦି ଗ୍ରହଣ ପୂର୍ବକ ଏହାକୁ ଅନଲାଇନ୍ରେ ଯାଂ ଚକରୁଥିବା ବେଳେ ବାଲେଶ୍ୱର ବାଣିଜ୍ୟକର ବିଭାଗ ଏହାକୁ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଆଇନଜୀବୀମାନେ କହିଛନ୍ତି ।

ରାଜ୍ୟ ସରକାରଙ୍କ ଭୂ-ଲେଖ ସାଇଟ୍ରେ ଜମିଜମା ରେକର୍ଡ଼ ଓ ନେସ୍କୋ ସାଇଟରେ ବିଦୁ୍ୟତୀକରଣ ତଥ୍ୟ ଉପଲବ୍ଧ ଥିଲେ ବି ବାଣିଜ୍ୟ କର ବିଭାଗ ଅଧିକାରୀମାନେ ଏହାକୁ ବ୍ୟବହାର କରିବା ପରିବର୍ତେ ହିତାଧିକାରୀଙ୍କୁ ଅଯଥା ହଇରାଣ କରୁଛନ୍ତି । ଏମିତିକି ରେଜିଷ୍ଟ୍ରେସନ ଅଫିସରୁ ଜମିର ଇସି ଓ ନେସ୍କୋ ଅଫିସରୁ ସ୍ୱତନ୍ତ୍ର ପ୍ରମାଣପତ୍ର ଆଣିବାକୁ ବାଧ୍ୟ କରାଯାଉଛି । ଅନୁରୂପ ଭାବେ କଣ୍ଟ୍ରାକ୍ଟରମାନେ ବ୍ୟବହାର କରୁଥିବା ନିର୍ମାଣ ସାମଗ୍ରୀ ଉପରେ ଦୁଇଥର ଟ୍ୟାକ୍ସ ଆଦାୟ କରାଯିବା, ଓଭିଆକ୍ଟରେ ଟ୍ୟାକ୍ସ ରିଫଣ୍ଡ ଦରଖାସ୍ତର ବିଚାର ନ ହୋଇ ଦୀର୍ଘଦିନ ପଡ଼ିରହିବା, ଟ୍ୟାକ୍ସ ପ୍ରଦାନକାରୀଙ୍କ ସମସ୍ୟା ସମ୍ପର୍କରେ ଉଚିତ ପଦକ୍ଷେପ ନେବା ପରିବର୍ତେ ସେମାନଙ୍କ ବିରୋଧରେ ଟ୍ୟାକ୍ସ ଠକେଇ ନୋଟିସ ପଠାଯାଉଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ଉଚିତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ଏହି ଅବସରରେ ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବି ସ ମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ଅତିରିକ୍ତ ବାଣିଜ୍ୟକର ଆୟୁକ୍ତଙ୍କୁ ପ୍ରଦାନ କରିଥିଲେ । ଆଇନଜୀବୀ ସୂର୍ଯ୍ୟକାନ୍ତ କରଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ, ମହେନ୍ଦ୍ର ପ୍ରସାଦ ଜେନା, ବିଭୂରଂଜନ ମିଶ୍ର, ସମରେନ୍ଦ୍ର ନାଥ ଦାସ, କମଳାକାନ୍ତ ମହାକୁଡ଼, ସିଦ୍ଧାର୍ଥ ଶଙ୍କର ଦାସ, ବୀରେନ୍ଦ୍ର ସେନାପତି, ବିଶ୍ୱତ୍ୱୟା ମହାନ୍ତି, ଅନନ୍ତ ବାରିକ, ବିକ୍ରମ ମହାନ୍ତି, ଲେ ମ୍ବାଦର ହୋତା, ବିଜୟ ରାଉତ, ନିଶାନ୍ତ ପ…ନାୟକଙ୍କ ସମେତ ବହୁ ଆଇନଜୀବୀ ସ ।ମିଲ ହୋଇଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...