36 C
Bhubaneswar
Sunday, April 11, 2021

୪ ପିକଅପ୍ ଭ୍ୟାନ୍ ଜବତ: ୩ ଗିରଫ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ବାଲେଶ୍ୱର,୧୫ ।୩(ନି.ପ୍ର): ଆନ୍ତଜିଲ୍ଲା ଚାରିଚକିଆ ଗାଡ଼ି ଚୋରୀ ର୍ୟାକେଟ୍କୁ ଠାବ କରିବାରେ ସଫଳ ହୋଇଛି ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୁଲିସ । ଗୋଟିଏ ଚୋରୀ ଗାଡ଼ିକୁ ଖୋଜୁ ଖୋଜୁ ଶିଳ୍ପାଞ୍ଚଳ ଥାନା ପୁଲସି ଟିମ୍ ୪ ଗୋଟି ଗାଡ଼ି ଜବତ୍ ସହ ଏହି ର୍ୟାକେଟ୍ରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରିଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରେମୁଣା ଥାନା ଅନ୍ତର୍ଗତ ହରିପୁର ସଲାମତ ଖାନ୍ଙ୍କ ପୁତ୍ର ସୁକ ଓରଫ୍ ସୁରଜ୍ ଖାନ୍, ମୟୂରଭଂଜ ଜିଲ୍ଲା ବଡ଼ସାହି ଅଞ୍ଚଳର ଶେଖ୍ ହଲିମ୍ଙ୍କ ପୁତ୍ର ବାବୁଲ ଓରଫ୍ ଶେଖ୍ ହସିମ୍ ଓ ବେତନଟି ଅଞ୍ଚଳର ସୁଦର୍ଶନ ମହନ୍ତଙ୍କ ପୁତ୍ର ଡାକ୍ତର ଓରଫ ଶଶାଙ୍କ ଶେଖର ମହନ୍ତ ।

ତେବେ ଏହି ର୍ୟାକେଟ୍ର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସୁରଜ୍ ଖାନଙ୍କ ଦୁଇ ସହଯୋଗୀ ରେମୁଣା ଥାନା ଅନ୍ତର୍ଗତ ହରିପୁର ଅଞ୍ଚଳର ମୋହିନି ଖାନ୍ଙ୍କ ପୁତ୍ର କଲିମ୍ ଖାନ୍ ଓ ଗନିପୁର ଅଞ୍ଚଳର ଶେଖ୍ ଉସମାନ୍ଙ୍କ ପୁତ୍ର ଶେଖ୍ ସରଫତ୍ ଫେରାର ଥିବା ଶିଳ୍ପାଞ୍ଚଳ ଥାନାଧିକାରୀ ପରେଶ ଚନ୍ଦ୍ର ରାଉତ ଆୟୋଜିତ ଏକ ସା ମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି । ପୁଲିସର ସୂଚନା ଅନୁସାରେ ଗତ ୩ ତାରିଖରେ ରେମୁଣା ଗଣେଶ୍ୱରପୁର ଅଞ୍ଚଳର ଲଡ଼ୁ କିଶୋର ସାହୁଙ୍କ ପୁତ୍ର ଦିଲ୍ଲୀପ ସାହୁଙ୍କର ଏକ ଚାରିଚକିଆ ଗାଡ଼ି ସ୍ଥାନୀୟ ସିଦେ୍ଧଶ୍ୱର କଲୋନିରୁ ଚୋରି ହୋଇଯାଇଥିବା ନେଇ ସେ ଶିଳ୍ପାଞ୍ଚଳ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭତି କରି ପୁଲିସ ୩୬/୨୦୨୦ ନଂର ମାମଲା ରୁଜୁ ସହ ତଦନ୍ତ ଆର ମ୍ଭ କରିଥିଲା ।

ବାଲେଶ୍ୱରରୁ ଚୋରି ଗାଡ଼ି ପଡ଼ୋଶୀ ମୟୂରଭଂଜ ଜିଲ୍ଲାର ବଡ଼ସାହି ଓ ବେତନଟୀ ଅଞ୍ଚଳରେ ବିକ୍ରି କରାଯାଉଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା । ସେହିକ୍ରମରେ ତନାଘନା ପରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିଳ୍ପାଞ୍ଚଳ ପୁଲିସ ଟିମ୍ ମୁଖ୍ୟ ଅଭିଯୁକ୍ତ ସୁରଜ ଖାନ୍କୁ ପ୍ରଥମେ ଗିରଫ କରିଥିଲା । ତାକୁ ପଚରାଉଚୁରା ପରେ ଗାଡ଼ି ଚୋରୀ ର୍ୟାକେଟ୍ରେ ତାର ଦୁଇ ସହଯୋଗୀ ଓ ଚୋରାଗାଡ଼ି କିଣି ତାର ହୁଲିଆ ବଦଳ କରି ଅନ୍ୟତ୍ର ବିକ୍ରି କରୁଥିବା ବେତନଟୀ ତଥା ବଡ଼ସାହି ଅଞ୍ଚଳର ଦୁଇ ଗ୍ୟାରେଜ୍ ମାଲିକଙ୍କ ସମ୍ପର୍କରେ ପୁଲିସ ଜାଣିବାକୁ ପାଇଥିଲା ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

ବିଶେଷ କରି ବାଲେଶ୍ୱରରୁ ଗାଡ଼ି ଚୋରି କରି ସୁରଜ ଓ ତାର ଦୁଇସାଥି ବଡ଼ସାହି ଓ ବେତନଟୀର ବାବୁଲା ଓ ଡାକ୍ତରକୁ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରିଥାନ୍ତି । ସେହି ଚୋରି ଗାଡ଼ିର ରଙ୍ଗ, ନ ମ୍ବର ପ୍ଲେଟ୍ ଓ ଇଂଜିନ୍ ତଥା ଚେଚିସ୍ ନ ମ୍ବର ଆଦି ବଦଳାଇ ସେମାନେ ତାହାକୁ କାଠ ମାଫିଆଙ୍କୁ ପ୍ରକୃତ ମୂଲ୍ୟଠାରୁ କମ୍ ଦରରେ ବିକ୍ରି କରିଦେଇଥାନ୍ତି ବୋଲି ଗିରିଫ ଅଭିଯୁକ୍ତମାନେ ମାନିଯାଇଥିବା ପୁଲିସ ପ୍ରକାଶ କରିଛି । ଅନ୍ୟପକ୍ଷରେ ଅଦ୍ୟାବଧି ସିଦେ୍ଧଶ୍ୱର କଲୋନିରୁ ଦିଲ୍ଲୀପ ସାହୁଙ୍କ ଚୋରି ଗାଡ଼ି ମିଳିନଥିଲେ ବି ଗ୍ୟାରେଜ୍ରେ ହୁଲିଆ ପରିବର୍ତନ ପାଇଁ ରହିଥିବା ଅନ୍ୟ ୪ ଗୋଟି ପିକ୍ଅପ୍ ଭ୍ୟାନ୍କୁ ପୁଲିସ ଜବତ୍ କରିଛି । ତେବେ ଏହି ର୍ୟାକେଟ୍ରେ ଫେରାର ଥିବା ସୁରଜ୍ ଖାନ୍ର ଦୁଇ ସହଯୋଗୀଙ୍କୁ ଖୁବ୍ଶୀଘ୍ର ଗରିଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ରାଉତ ପ୍ରକାଶ କରିଛନ୍ତି

- Advertisement -୪ ପିକଅପ୍ ଭ୍ୟାନ୍ ଜବତ: ୩ ଗିରଫ

More articles

LEAVE A REPLY

Please enter your comment!
Please enter your name here

- Advertisement -୪ ପିକଅପ୍ ଭ୍ୟାନ୍ ଜବତ: ୩ ଗିରଫ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...