28 C
Bhubaneswar
Thursday, September 24, 2020

ବରିଷ୍ଠ ନାଗରିକ ଫୋରମ୍ର ବାର୍ଷିକ ଉତ୍ସବ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଜଗତସିଂହପୁର,୧୪ ।୩(ନିପ୍ର): ଶୁକ୍ରବାର ଜଗତସିଂହପୁର ଜିଲ୍ଲା ବରିଷ୍ଠ ନାଗରିକ ଫୋରମ୍ର ତୃତୀୟ ବାର୍ଷିକ ଉତ୍ସବ ଓ ନୁତନ କର୍ମକର୍ତା ଚୟନ ସ୍ଥାନୀୟ ଖେରସ ଗ୍ରାମସ୍ଥିତ ମାନ୍ତଚର୍ଚ୍ଚିକା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଫୋରମ୍ର ସଭାପତି ଗୌରାଙ୍ଗ ଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସଦର ଥାନା ଆଇ.ଆଇ.ସି ରଜନୀକାନ୍ତ ମିଶ୍ର ଯୋଗ ଦେଇ, ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଥିବା ସୁବିଧା ସୁଯୋଗ ଓ ବରିଷ୍ଠ ନାଗରିକ ଆଇନ ନ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ ଏଥି ସହିତ ସେ ବରିଷ୍ଠ ନାଗରିକ ମାନଙ୍କ ସହିତ ଭାଇ ଭାଇ ପରି ସୁସମ୍ପର୍କ ସ୍ଥାପନ କରିବା ଓ ଭାବର ଆଦାନ ପ୍ରଦାନ କରି ସୁବିଧା ଅସୁବିଧା ସମ୍ପର୍କରେ ବୁଝିବା ନିମନ୍ତେ ସେ ପୌର ପରିଷଦର ପ୍ରତ୍ୟେକ ୱାର୍ଡକୁ ଗସ୍ତ କରି ୱାର୍ଡରେ ଆଲୋଚନା କରିବା ପାଇଁ ମନସ୍ତ କରିଥିବା ସୁଚନା ପ୍ରକାସ କରିଥିଲେ ।

ଆଇ.ଆଇ.ସିଙ୍କ ପଦକ୍ଷେପକୁ ଉପସ୍ଥିତ ୨୦୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନେ ସ୍ୱାଗତ ଜଣାଇ ଉତ୍ସାହିତ ହୋଇଥିଲେ । ପରେ ଫୋରମ୍ର ସମ୍ପାଦକ ବସନ୍ତ କୁମାର ରାଉତ୍ ବାର୍ଷିକ ବିବରଣୀ ପାଠ କରିବା ସହିତ କୋଷାଧ୍ୟକ୍ଷ ଆୟବେୟ ସମ୍ପର୍କରେ ଫୋରକୁ ଅବଗତ କରାଇ ଥିଲେ । ପରେ ନୁତନ କର୍ମକର୍ତା ଚୟକ କରାଯାଇ ଥିଲା । ଫୋରମର ସଭାପତି ଗୌରାଙ୍ଗ ଚରଣ ହୋତା, ସମ୍ପାଦକ ବସନ୍ତ କୁମାର ରାଉତଙ୍କ ପଦବି ଅପରିବର୍ତିତ ରଖା ଯାଇଥିବା ବେଳେ ଉପ-ସଭାପତି ଭାବେ ମଧୁ ସୁଦନ ସାହୁ ଓ ବୈକୁଣ୍ଠନାଥ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଟୁକୁନି ମଲ୍ଲିକଙ୍କୁ ନୁତନ କର୍ମକର୍ତା ଭାବେ ଚୟନ କରାଯାଇ ଥିଲା ।

ଏହି ଉତ୍ସବ ଅବସରରେ ୨୭ଜଣ ନୁତନ ବରିଷ୍ଠ ନାଗରିକ ମାନଙ୍କୁ ଜିଲ୍ଲା ଅରକ୍ଷୀ ଅଧିକ୍ଷକଙ୍କ ଦ୍ୱାର ପ୍ରଦତ ବରିଷ୍ଠ ନାଗରିକ ପରିଚୟ ପତ୍ର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଯାହାଫଳରେ ଫୋରମରେ ବରିଷ୍ଠ ନାଗରିକ ଭାବେ ପରିଚୟ ପତ୍ର ପାଇଥିବା ସଂଖ୍ୟା ୧୮୦କୁ ବୃଦ୍ଧି ପାଇଥିବା ଫୋରମ ସଭାପତି ଶ୍ରୀ ହୋତା ସୂଚନା ପ୍ରଦାନ କରିଛନ୍ତି । ପରେ ଖୁବ୍ ଶିଘ୍ର ଫୋରମ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ବିଭିନ୍ନ ସମୟରେ ସାମାଜିକ ସେବା ଓ ଜନ କଲ୍ୟାଣ ପାଇଁ ଆବଶ୍ୟତା ପଡୁଥିବା ହ୍ୟାଣ୍ଡ ପାୱାରରେ ବରିଷ୍ଠ ମାନଙ୍କ ସୁଯୋଗ ଦେବା ପାଇଁ ଦାବି ଜଣାଇବେ ବୋଲି ସର୍ବସମ୍ମତି ଭାବେ ପ୍ରକାସ ପାଇଥିଲା । ଶେଷରେ ନବ ନିର୍ବାଚିତ ଉପସଭାପତି ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...