36 C
Bhubaneswar
Sunday, April 11, 2021

ସୋସିଆଲ ମିଡିଆରେ ବହୁ ଜାଲ୍ ଆକାଉଂଟ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ନୂଆଦିଲ୍ଲୀ, ୧୩/୩ (ଏଜେନ୍ସି) : କଂଗ୍ରେସ ଓ ଆପ୍ ଭଳି ବିରୋଧୀ ଦଳର ବିଭ୍ରାନ୍ତୀକର ଉପସ୍ଥାପନାରେ ପ୍ରଭାବିତ ହୋଇ ଉତର ପୂର୍ବ ଦିଲ୍ଲୀରେ ଗତ ଫେବୃୟାରୀ ୨୩ରୁ ୨୫ ତାରିଖ ମଧ୍ୟରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ବିକ୍ଷୋଭକାରୀମାନେ ଉଗ୍ରପ୍ରଦର୍ଶନ କରିବା ସହ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଦଙ୍ଗାରେ ୫୨ ଜଣ ପ୍ରାଣ ହରାଇଥିଲାବେଳେ ୫୨୬ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦଙ୍ଗାର ୨ ଦିନ ପୂର୍ବରୁ ସୋସିଆଲ ମିଡିଆରେ ବହୁ ଲୋକ ଜାଲ୍ ଆକାଉଂଟ ତିଆରି କରି ସେଥିରେ କେନ୍ଦ୍ର ସରକାର ଓ ଭାରତ ବିରୋଧରେ ଉତେଜକ ଲେଖାଗୁଡ଼ିକ ପୋଷ୍ଟିଂ କରି ଦଙ୍ଗା କରିବାକୁ ଲୋକଙ୍କୁଉସ୍କାଇଥିଲେ ।

ପରେ ସେମାନେ ଗତ ଫେବୃୟାରୀ ୨୫ ତାରିଖରେ ସେହି ଜାଲ୍ ଆକାଉଂଟଗୁଡ଼ିକୁ ବନ୍ଦ କରିଦେଇଥିଲେ । ଏଥିରୁ ଏହି ଜାଲ୍ ଆକାଉଂଟଗୁଡ଼ିକୁ କେବଳ ଦିଲ୍ଲୀରେ ଦଙ୍ଗା କରିବା ପାଇଁ ତିଆରି କରାଯାଇଥିଲା ବୋଲି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ତେବେ ଏହି ଜାଲ୍ ଆକାଉଂଟ ଖୋଲିଥିବା ଲୋକେ ବର୍ତମାନ ଆତ୍ମଗୋପନ କରିଥିଲେ ହେଁ ସେମାନେ ବେଶୀଦିନ ଲୁଚି ରହିପାରିବେ ନାହିଁ ଏବଂ ସେମାନେ ପାତାଳରେ ଲୁଚିଥିଲେ ବି ଆମେ ତାଙ୍କୁଖୋଜି ବାହାର କରିବୁ ବୋଲି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସେହିପରି ଦିଲ୍ଲୀ ଦଙ୍ଗା ପଛରେ ଆତଙ୍କୀ ସଂଗଠନ ଆଇଏସ୍ର ମଧ୍ୟ ହାତ ରହିଛି ବୋଲି ଶ୍ରୀ ଶାହା କହିଥିଲେ । ଆଇଏସ୍ ସହ ସ ର୍କରେ ଥିôବା ୨ ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି ।

ସେମାନେ ଆଇଏସ୍ର ଘୃଣା ଭରା ଲେଖାଗୁଡ଼ିକୁ ହିନ୍ଦୀରେ ଅନୁବାଦ କରାଇ ସେଗୁଡ଼ିକୁ ବିଭିନ୍ନ ସୋସିଆଲ ମିଡିଆରେ ଛାଡ଼ି ଲୋକଙ୍କୁ ଦେଶ ବିରୋଧୀ କାର୍ଯ୍ୟକଳାପ ଓ ଦଙ୍ଗା କରିବାକୁ ଉସ୍କାଉଥିଲେ । ତେବେ ଦ୍ଗାକାରୀ ଯେ କୌଣସି ଧର୍ମ, ଜାତି ଓ ଦଳର ହୋଇଥିଲେ ହେଁ ସେମାନଙ୍କୁ ଛଡ଼ା ଯିବ ନାହିଁ ଏବଂ ସେମାନଙ୍କୁ ଖୋଜି ଗିରଫ କରାଯାଇ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶାହା କହିଥିଲେ । ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଭର୍ତ୍ସନା କରି ଶ୍ରୀ ଶାହା କହିଥିଲେ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ର ମ୍ପ ଭାରତ ଗସ୍ତରେ ଆସିଥିଲେ ସେହି ସମୟକୁ ହିଁ ଲକ୍ଷ୍ୟରେ ରଖିବିରୋଧୀମାନେ ଷଡ଼ଯନ୍ତ୍ର କରି ଭାରତକୁ ବଦଡ଼ମ କରିବା ଲାଗି ଏହି ଦଙ୍ଗା କରାଇଥିଲେ ।

ବତମାନ ଆମେ ଏହିଦଙ୍ଗା କରାଇଥିଲୁ ବୋଲି ବିରୋଧୀ ଦୋଷାରପ କରୁଛନ୍ତି । ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ; କାରଣ ଯେତେବେଳେଅତିଥି ଦେଶର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି ଓ ତାଙ୍କୁ ସ୍ୱୟଂ ପ୍ରଧାନମନ୍ତ୍ରୀ ସ୍ୱାଗତ କରୁଛନ୍ତି ସେତେବେଳେକ୍ଷମତାସୀନ ଦଳ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରାୟୋଜିତ ଦଙ୍ଗା କରାଇବା ଆଦୌ ଗ୍ରହଣୀୟ ନୁହେଁ । ଆମେ ଦଙ୍ଗାକରାଉନା, ବରଂ ଦଙ୍ଗାରେ ସାମିଲ ଥିବା ଓ ଦଙ୍ଗା କରାଇଥିବା ଲୋକଙ୍କୁ ଧରି ଜେଲ୍ରେ ଭର୍ତି କରିବାଆମର ଦାୟିତ୍ୱବୋଲି ଶ୍ରୀ ଶାହା କହିଥିଲେ

- Advertisement -ସୋସିଆଲ ମିଡିଆରେ ବହୁ ଜାଲ୍ ଆକାଉଂଟ

More articles

LEAVE A REPLY

Please enter your comment!
Please enter your name here

- Advertisement -ସୋସିଆଲ ମିଡିଆରେ ବହୁ ଜାଲ୍ ଆକାଉଂଟ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...