36 C
Bhubaneswar
Sunday, April 11, 2021

ସିଫାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

କୌଶଲ୍ୟାଗଙ୍ଗ,୧୧ା୩(ନି.ପ୍ର):ସିଫାତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ୮ ଓ୯ ମାର୍ଚ୍ଚ ୨୦୨୦ରେ ପାଳନ କରାଯାଇଛି ।ମାର୍ଚ୍ଚ ୮ ତାରିଖରେ ‘ଓଡିଶାର ମହିଳା ମାନଙ୍କମଧ୍ୟରେ ଉଚ୍ଚସ୍ତରୀୟ ଉଦ୍ୟୋଗତା ବିକାଶ’ବିଷୟବସ୍ତୁ ଉପରେ କର୍ମଶାଳା ଅନୁଷ୍ଠିତହୋଇଥିଲା । ଏଥିରେ ଓଡିଶାର ବିଭିନ୍ନ ସ୍ଥାନରୁପ୍ରାୟ ୧୫୦ ଜଣ ମହିଳା ଚାଷୀ, ଉଦ୍ୟୋଗୀ,ଏବଂ ସ୍ୱୟଂ ସହାୟକ ଗୋଷ୍ଠୀରସଦସ୍ୟମାନେ ଭାଗ ନେଇଥିଲେ । ସିଫାର ବୈଜ୍ଞାନିକମାନେ ମସô୍ୟ ହାଚେରୀ, ଜାଆଁଳଉତ୍ପାଦନ, ମସô୍ୟଚାଷ, ମୁକ୍ତାଚାଷ, ରଙ୍ଗୀନମାଛ ଚାଷ, ଶେଉଳ ମାଛ ଚାଷ ତଥା ମାଛଖାଦ୍ୟ ପ୍ରସ୍ତୁତି ଇତ୍ୟାଦିରେ ଥିବାଉଦ୍ୟୋଗୀକରଣର ସୁଯୋଗ ସ ମ୍ବନ୍ଧରେଆଲୋକପାତ କରିଥିଲେ । ଏପିକଲ, ବ୍ୟାଙ୍କ, କୃଷିବିଜ୍ଞାନ କେନ୍ଦ୍ର, କୃଷି ବିଭାଗ ଇତ୍ୟାଦିର କର୍ମକର୍ତାମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ମହିଳାଉଦ୍ୟୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ରିହାତି/ସବ୍ସିଡିସ ମ୍ବନ୍ଧରେ ଆଲୋଚନା କରିଥିଲେ । ସଫଳ ମହିଳାଉଦ୍ୟୋଗୀମାନେ ମଧୁର ଜଳ ମସô୍ୟଚାଷରେପାଇଥିବା ସଫଳତା ଏବଂ କୃତିତ୍ୱ ବିଷୟରେବର୍ଣ୍ଣନା କରିଥିଲେ । ଏହି ଅବସରରେ ଏକ ଚାଷୀ-ବୈଜ୍ଞାନିକ ଆଲୋଚନାଚକ୍ରର ଆୟୋଜନ ମଧ୍ୟକରାଯାଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ଡ. ବିନ୍ଦୁ ଆର୍.ପିଲାଇ, ନିଦେ୍ର୍ଦଶିକା, ସିଫା, ସମସ୍ତ ଅତିଥି ତଥାମହିଳା ଚାଷୀମାନଙ୍କୁ ସ୍ୱାଗତ କରିଥିଲେ । ଶ୍ରୀମତୀଗୁହା ପୁନମ୍ ତାପସ କୁମାର, ଆଇ.ଏ.ଏସ୍,ନିଦେ୍ର୍ଦଶକ, ଆଦିବାସୀ ଓ ହରିଜନ ଉନ୍ନୟନବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥିଭାବେଯୋଗଦେଇ ପରିବାରର ଉନ୍ନତିରେ ତଥା ଶିକ୍ଷାଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ସ ମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ସେ କହିଥିଲେଯେ, ପ୍ରତ୍ୟେକ ନାରୀ- ଶକ୍ତିର ଏକ ପ୍ରତୀକ ।ମାଛ ଚାଷର ଉନ୍ନତିରେ ସିଫାର ଅବଦାନକୁ ମଧ୍ୟଭୂୟସୀ ପ୍ରଶଂସା କରିଥିଲେ । ସେ କୃଷି ବିଜ୍ଞାନକେନ୍ଦ୍ରକୁ ଆହୁରି ସୁଦୃଢ଼ହୋଇ ଅଧିକରୁ ଅଧିକଚାଷୀଙ୍କ ହିତ ପାଇଁ କାର୍ଯ୍ୟକରିବାକୁ ପରାମର୍ଶଦେଇଥିଲେ ।ପଦ୍ମଶ୍ରୀ ଉପାଧି ନିମନ୍ତେ ମନୋନୀତ ପ୍ରାର୍ଥୀ କୁମାରୀସାବରମତୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇମହିଳା ଏବଂ ଖାଦ୍ୟ ସ ମ୍ବନ୍ଧରେ ନିଜର ବକ୍ତବ୍ୟରଖିଥିଲେ । କୃଷିକ୍ଷେତ୍ରରୁ ଭୋଜନ ଥାଳି ପର୍ଯ୍ୟନ୍ତମହିଳାମାନଙ୍କ ଅବଦାନକୁ ସେ ପ୍ରଶଂସା କରିକହିଥିଲେ ଯେ ମହିଳାମାନେ ସର୍ବଦା ଅଣଦେଖା,ଅଶୁଣା ଏବଂ ଅବହେଳିତ ହୋଇ ରହିଆସିଛନ୍ତି ।କୃଷିକ୍ଷେତ୍ରରେ ମହିଳାମାନଙ୍କ ପରିଶ୍ରମକୁ ଲାଘବକରିବା ନିମନ୍ତେ ସେ ବୈଜ୍ଞାନିକ ମାନଙ୍କୁ ପରାମର୍ଶଦେଇଥିଲେ । ଏହି କାର୍ଯ୍ୟକ୍ରମର ସମ୍ମାନନୀୟଅତିଥି, ପ୍ରଫେସର ପ୍ରଭାତ କୁମାର ରାଉଳ,କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ, ଏପିକଲ ô ‘ପୌଷ୍ଟିକତାଏବଂ ଅର୍ଥନୈତିକ ସୁରକ୍ଷା’ ଉପରେଆଲୋକପାତ କରିଥିଲେ । ମହିଳା କୃଷିଉଦ୍ୟୋଗୀମାନଙ୍କ ପାଇଁ ବିଶେଷ ସୁବିଧାସ ମ୍ବନ୍ଧରେ ଧ୍ୟ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ ।ଏହି ପରିପ୍ରେକ୍ଷୀରେ ମହିଳା ଦିବସ ଉପଲକ୍ଷେଆୟୋଜିତ ପ୍ରତିଯୋଗୀତାଗୁଡ଼ିକର କୃତିପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହିତ ବିଭିନ୍ନ ସ୍ଥାନରୁ ଆସିଥିବା କୃଷି ଓ ଏହାରଆନୁସଙ୍ଗିକ ଦିଗରେ ଅଗ୍ରଣୀ ଓ ସଫଳ ମହିଳା ଉଦ୍ୟୋଗୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ଡ. କାନ୍ତା ଦାସ ମହାପାତ୍ର, ପ୍ରଧାନ ବୈଜ୍ଞାନିକ ଏବଂ ଡ. ଏନ୍. କେ. ବାରିକ, ବରିଷ୍ଠ ବୈଜ୍ଞାନିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀମତୀ ରାକ୍ଷୀକୁମାରୀ, ବୈଜ୍ଞାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ଏଗ୍ରୀ ବିଜିନେସ୍ ଇନ୍କୁ୍ୟବେସନ ସେଂଟର, କୃଷିବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଦ୍ୱାରା ପରିଚାଳିତ ପ୍ରକଳ୍ପର ମିଳିତ ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା

- Advertisement -ସିଫାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

More articles

LEAVE A REPLY

Please enter your comment!
Please enter your name here

- Advertisement -ସିଫାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...