28 C
Bhubaneswar
Saturday, September 26, 2020

ଶ୍ରୀଜଗନ୍ନାଥ ମନ୍ଦିର ଜମା ଟଙ୍କା ଫେରାଇ ଆଣିବାକୁ ଦାବି

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ନୂଆଦିଲ୍ଲୀ୧୧ା୩: ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଫେରାଇ ଆଣିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆର ମ୍ଭ ହୋଇଛି । ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଛନ୍ତି । ବିଜେଡି ସାଂସଦ ପ୍ରସନ୍ନ ଆ·ର୍ଯ୍ୟଙ୍କ ନେତୃôତ୍ୱରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରି ୟେସ୍ ବ୍ୟାଙ୍କରୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ଫେରାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ଯେହେତୁ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଜମାକାରୀଙ୍କ ଉଠାଣ ଉପରେ କଟକଣା ଲଗାଇଛନ୍ତି, ସେ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ମନ୍ଦିରର ପାଣ୍ଠି ଉଠାଣକୁ ନେଇ ସଂଶୟ ସୃଷ୍ଟି ହୋଇଛି । ଏଥିସହ ସାଂସଦମାନେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୀତାରମଣଙ୍କୁ ଏ ନେଇ ଲେଖିଥିବା ଚିଠିର ଏକ ନକଲ ହସ୍ତାନ୍ତର କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ସୀତାରମଣ ବିଜେଡି ସାଂସଦମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ କି ୟେସ୍ ବ୍ୟାଙ୍କରେ ଜମାଥିବା ପ୍ରତିଟି ଟଙ୍କା ସୁରକ୍ଷିତ ରହିଛି ଏବଂ ଜମାକାରୀ ଏହା ଫେରିପାଇବେ ।

ସାଂସଦ ପ୍ରସନ୍ନ ଆ·ର୍ଯ୍ୟଙ୍କ ସହିତ ସାଂସଦ ଅମର ପ…ନାୟକ, ସସ୍ମିତ ପାତ୍ର ଓ ଅଚ୍ୟୁତ ସାମନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ୟେସ୍ ବ୍ୟାଙ୍କ ପ୍ରସଙ୍ଗ ଆଲୋଚନା କରିଥିଲେ । ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ହିନ୍ଦୁମାନଙ୍କର ପବିତ୍ର ତୀର୍ଥସ୍ଥଳୀ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ ଅନୁଯାୟୀ ମନ୍ଦିର ପରି·ଳନା କମିଟି ପରି·ଳିତ ହୋଇଥାଏ । ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶ୍ରୀମନ୍ଦିର ପ୍ରଶାସନ ପରି·ଳନା କମିଟିର ନିଷ୍ପତି ଅନୁସାରେ ସମ୍ପାଦିତ ହୁଏ ।

ଏଥିପାଇଁ ବିଭିନ୍ନ ପ୍ରକାର ପାଣ୍ଠି ଯଥା, ପ୍ରତିଷ୍ଠା ପାଣ୍ଠି, କର୍ପସ୍ ପାଣ୍ଠି ଏବଂ ମନ୍ଦିର ପାଣ୍ଠି ଅର୍ଥର ପରି·ଳନା ଭାର ଶ୍ରୀମନ୍ଦିର ପ୍ରଶାସନ ହାତରେ ନ୍ୟସ୍ତ କରାଯାଇଛି । ସେଥିରୁ ୫୪୫ କୋଟି ଟଙ୍କା ପୁରୀ ସ୍ଥିତ ୟେସ୍ ବ୍ୟାଙ୍କରେ ଦୀର୍ଘ ମିଆଦି ଜମା ଆକାରରେ ରଖାଯାଇଛି । ଏହି ଜମାରାଶିର ମିଆଦ ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି । କିନ୍ତୁ ଏହା ଭିତରେ ୟେସ୍ ବ୍ୟାଙ୍କର ସଂକଟ ସ୍ଥିତିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛି । ଆଇନ ମୁତାବକ ଶ୍ରୀମନ୍ଦିର ପରି·ଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ହେଉଛି ବୈଧାନିକ ସଂସ୍ଥା, ଯାହା ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ଯୋଡ଼ି ହୋଇ ରହିଛ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...