29 C
Bhubaneswar
Saturday, September 19, 2020

ମନରେଗାଏବଂଏନଏସଏପି ଯୋଜନା ସମ୍ପର୍କିତ ଜନଶୁଣାଣି ଶିବିର

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ତାଳଚେର,୪/୩(ଶ୍ରୁ.ମି) : ତାଳଚେର ପଂଚାୟତ ସମିତି ସଭାଘରଠାରେ ମନରେଗା ଏବଂ ଏନଏସଏପି ଯୋଜନା ସ ମ୍ପ ର୍କିତ ଜନଶୁଣାଣୀ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପଂଚାୟତ ସମିତିର ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଉପାଧ୍ୟକ୍ଷ ସୁବର୍ଣ୍ଣ ସାହୁ,ଉପ ଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ନେତ୍ରାନନ୍ଦ ମଲ୍ଲିକ,ଅନୁଗୋଳ ଜିଲ୍ଲା ସାମାଜିକ ସମୀକ୍ଷକ,ଅତିରିକ୍ତ କାର୍ଯ୍ୟକ୍ରମଅଧିକାରୀ ଅଙ୍କିତା ସାହୁ,ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ.ତାଳଚେର ରଞ୍ଜନ କୁମାର ତି୍ରପାଠୀ,ବ୍ଲକର ବିଭିନ୍ନ ସରପଂଚ,ସମିତି ସଭ୍ୟ/ ସଭ୍ୟା,ଜବକାର୍ଡ଼ ଧାରୀ,ଭତା ହିତାଧିକାରୀ ଓ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ । ୨୦୧୯- ୨୦ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ବିଶଦ ବିବରଣୀ ଅଧିକାରୀ ଶ୍ରୀମତୀ ସାହୁ ଉପସ୍ଥାପନ କରିଥିଲେ । ୨୦୧୯-୨୦ ରେ ୮୦.୬୪ ଖର୍ଚ୍ଚ ହୋଇଥିଲା । ମୋଟ ଜବକାର୍ଡ଼ ଧାରୀ ୯୬୭୨ ହୋଇଥିବା ବେଳେ, ସେଥିରୁ କାର୍ଯ୍ୟ ପାଇଁ ୮୪୩ଜଣ ଆବେଦନ କରିଥିଲେ । ତନ୍ମଧ୍ୟରୁ ୭୮୯ଜଣକୁ କାମ ଯୋଗାଇ ଦିଆଯାଇଥିଲା ଏବଂ ୯ଜଣ ଶହେ ଦିନ କାମ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ନାୟକ ମନରେଗା ଯୋଜନା ଏବଂ ଏନଏସଏପି ଯୋଜନା ସ ମ୍ପ ର୍କରେ ବିସ୍ତୃତଭାବେ ଉପସ୍ଥିତ ସମସ୍ତଙ୍କୁ ସୂଚନା ଦେଇଥିଲେ । ପରିଶେଷରେ ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକ ସମସ୍ତ କର୍ମକର୍ତା ଏବଂ ଏହି ମନରେଗା ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଜବକାର୍ଡ଼ଧାରୀମାନଙ୍କୁ ସରକାରୀ ସାହାଯ୍ୟ ଓ ସୁଯୋଗ ବିଷୟରେ ଆଲୋଚନା କରିବାସହ ଗ୍ରାମାଂଚଳରେ ଅଣକୁଶଳୀ ଶ୍ରମିକ ଓ କାର୍ଯ୍ୟ କରିବାକୁ ଇଛୁକ ବ୍ୟକ୍ତିମାନଙ୍କ ଚାହିଦା ମୁତାବକ ବାର୍ଷିକ ଗୋଟିଏ ପରିବାରର ୧୦୦ ଦିନର କାର୍ଯ୍ୟ ଏବଂ ଦୈନିକ ମଜୁରୀ ହିସାବରେ ଯୋଗାଇ ଦିଆଯାଇଥିବା ପ୍ରକାଶ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...