23 C
Bhubaneswar
Tuesday, May 11, 2021

ମୁଖ୍ୟମନ୍ତ୍ରୀ ଶ୍ରମ ପୋର୍ଟାଲ ଲଞ୍ଚ କରିଛନ୍ତି ।

Must read

ଭୁବନେଶ୍ଵର,ତା,୧୮/୧୨,,ପୋର୍ଟାଲ ଏବଂ ଅନଲାଇନ୍ ସେବା ବ୍ୟବସାୟ କରିବାରେ ସହଜ ହେବ ଏବଂ ରାଜ୍ୟର ଶିଳ୍ପ ବିକାଶରେ ଯଥେଷ୍ଟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଟେକ୍ନୋଲୋଜି ହେଉଛି ୫-ଟି ପଦ,କ୍ଷେପର ମୂଳଦୁଆ ଏବଂ ଏହା ପରିବର୍ତ୍ତନରେ ସହାୟକ ହେବ ବୋଲି ସେ ଆଶା କରିଥଲେ ଯେ ବିଭିନ୍ନ ଶ୍ରମ ଆଇନ ସମ୍ବନ୍ଧୀୟ ସୂଚନା ଉପଲବ୍ଧ ହେବ ଏବଂ ଏହି ପାରେଶ୍ରମ ପୋର୍ଟାଲ ମାଧ୍ୟମରେ ଶିଳ୍ପ, ବାଣିଜ୍ୟିକ ସଂଗଠନ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ଜନସାଧାରଣ ଉପକୃତ ହେବେ। ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଯୋଗାଇ ଦିଆଯିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରମ ଏବଂ ଇଏସଆଇ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଆନ୍ତରିକତାର ସହିତ ସେବା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article