24 C
Bhubaneswar
Saturday, January 16, 2021

ଓଡିଶା ଜାତୀୟ ଖାଦ୍ୟ ସୁରକ୍ଷା ସୂଚୀର ୧୩ ନମ୍ବର ସ୍ଥାନରେ ରହିଛି ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଭୁବନେଶ୍ୱର,ତା,୧୮/୧୨; ୨୦୧୯-୨୦ ପାଇଁ ଓଡିଶା ଜାତୀୟ ଖାଦ୍ୟ ସୁରକ୍ଷା ସୂଚୀର ୧୩ ନମ୍ବର ସ୍ଥାନରେ ରହିଛି । ଏବାବଦରେ ରାଜ୍ୟସ୍ତରୀୟ ଖାଦ୍ୟସୁରକ୍ଷା ପରାମର୍ଶଦାତା କମିଟିର ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଓଡିଶା ୨୬ ନମ୍ବର ସ୍ଥାନରେ ଥିଲା । ଖାଉଟି ଓ ବ୍ୟବସାୟୀଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ସଚେତନତା ବୃଦ୍ଧି ସହ ଯାଞ୍ଚ କଡ଼ାକଡ଼ି କରିବା, ଖାଦ୍ୟର ମାନ ପରୀକ୍ଷଣ ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନକୁ ଗୁରୁତ୍ୱ ଦେଇଛନ୍ତି । ସହରରେ ଜନସଂଖ୍ୟା ବଢୁଥିବାରୁ ଖାଦ୍ୟ ସୁରକ୍ଷା ଉଭୟ ବ୍ୟକ୍ତିଗତ ଓଜନ ସ୍ୱାସ୍ଥ୍ୟ ଦୃଷ୍ଟିୁ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ରାଜ୍ୟ ପୁଲିସ ଅଭିଯାନ ଜୋରଦାର କରିବା ଦରକାର ।

ଏହାସହିତ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବାରମ୍ବାର ଫିଲ୍ଡ ଭିଜିଟ ଓ ତଦାରଖକୁ ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି ।ଖାଦ୍ୟ ପରୀକ୍ଷଣ ପରୀକ୍ଷାଗାର ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଜଣିକିଆ ବୈଷୟିକ କମିଟି ଗଢିବାକୁ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦେଶ ଦିଆଯାଇଛି । ଖାଦ୍ୟସୁରକ୍ଷାକୁ ବିଭିନ୍ନ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି । ମୋବାଇଲ ଆପ ମାଧ୍ୟମରେ ନିରୀକ୍ଷଣ କରିବାରେ ଓଡ଼ିଶା ଜାତୀୟ ସ୍ତରରେ ୫ନମ୍ବରରେ ରହିଛି ।ଏନଏବିଏଲର ଆବଶ୍ୟକତା ଅନୁଯାୟୀ ରାଜ୍ୟ ଖାଦ୍ୟ ପରୀକ୍ଷଣ ଲାବୋରେଟୋରିର ଦକ୍ଷତା ବୃଦ୍ଧି କରାଯାଇ ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି ।

ରାଜସ୍ଵ ଆଦାୟ ବୃଦ୍ଧି ପାଇଁ ଅନଲାଇନରେ ପଞ୍ଜିକରଣ ଓ ବ୍ୟବସାୟ ପ୍ରତିଷ୍ଠାନର ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା ଆରମ୍ଭହୋଇଛି ।୨୦୧୯-୨୦ରେ ୭.୭୦ କୋଟିଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ୨୦୧୮-୧୯ରେ ୨.୧୮ କୋଟି ଟଙ୍କାରାଜସ୍ୱ ଆଦାୟ ହୋଇଛି । ରାଜସ୍ୱ ଆଦାୟ ପରିମାଣ ୮୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଖାଦ୍ୟ ସୁରକ୍ଷା କମିଶନର ଯାମିନୀ ଷଡ଼ଙ୍ଗୀ କହିଛନ୍ତି ।ପଞ୍ଜିକୃତ ଓ ଲାଇସେନ୍ସ ପ୍ରାପ୍ତ ଖାଦ୍ୟ ବିକ୍ରେତାଙ୍କ ସଂଖ୍ୟା ଗତ ଚାରି ବର୍ଷ ହେଲାବୃଦ୍ଧି ପାଇଛି । ୨୦୧୬-୧୭ରେରାଜ୍ୟରେ ୫୦୨୬ ପଞ୍ଜିକୃତ ଏଫବିଓ ଥିବାବେଳେ ୨୦୧୯-୨୦ରେ ଏହି ସଂଖ୍ୟା୫୭,୮୨୭ରେ ପହଞ୍ଚିଛି ।

- Advertisement -ଓଡିଶା ଜାତୀୟ ଖାଦ୍ୟ ସୁରକ୍ଷା ସୂଚୀର ୧୩ ନମ୍ବର ସ୍ଥାନରେ ରହିଛି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଓଡିଶା ଜାତୀୟ ଖାଦ୍ୟ ସୁରକ୍ଷା ସୂଚୀର ୧୩ ନମ୍ବର ସ୍ଥାନରେ ରହିଛି ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...