26 C
Bhubaneswar
Thursday, January 21, 2021

ତନିସ୍କ ବିବାହ ଋତୁ ପାଇଁ ପ୍ରଦାନ କରୁଛି ସ୍ୱତନ୍ତ୍ର ଅଫର ।

Must read

ଏନଟିପିସି ଗୋଷ୍ଠୀ ଦୈନିକ ପିଢିର ୧ ବିଲିୟନ ୟୁନିଟ୍ ହାସଲ କରେ

ନୂଆଦିଲ୍ଲୀ: ୧୮ ଜାନୁୟାରୀ, ୨୦୨୧ରେ ଗ୍ରୁପ୍ ଏହାର ସର୍ବାଧିକ ଦିନିକିଆ ୧୦୦୯ ମିଲିୟନ୍ ୟୁନିଟ୍ ଉତ୍ପାଦନ କରିଛି। ସମ୍ପ୍ରତି, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ...

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭୁବନେଶ୍ୱର,ତା,୯/୧୨ ;ଭାରତୀୟ ବିବାହ ରଙ୍ଗୀନ, ଜୀବନ୍ତ ଓ ମହାନତା ସହିତ ପାଳନ କରାଯାଏ । ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ତନିସ୍କ ବିବାହ ଋତୁ ଆରମ୍ଭ ହେଉଥିବାରୁ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରିଛି । ବିବାହ ଉତ୍ସବରେ ଯୋଗଦାନ ନିମନ୍ତେ, ତନିସ୍କସୁନା ଅଳଙ୍କାର ଗଢ଼ା ମଜୁରୀ ଓ ହୀରା ଅଳଙ୍କାର ମୂଲ୍ୟ ଉପରେ ୨୫%ଞ୍ଚ ପର୍ଯ୍ୟନ୍ତ ରିହାତି ଭଳି ଆକର୍ଷଣୀୟ ଅଫର ପ୍ରଦାନ କରୁଛି ତନିସ୍କ ସବ୍-ବ୍ରାଣ୍ଡ ରିଭା ସମସ୍ତ ବର୍ଗକୁ ଆକର୍ଷିତ କରିଥାଏ ଓ ସମସ୍ତ ଭାରତୀୟ କନ୍ୟାପାତ୍ରୀ ମାନଙ୍କ ପାଇଁ ରୀତିନୀତି ଅନୁଯାୟୀ ବିବାହ ଅଳଙ୍କାର ପ୍ରଦାନ କରିଥାଏ । ଦେବୀ ମହାଲକ୍ଷ୍ମୀଙ୍କ ସ୍ମାରକ,ମୁଣ୍ଡରେ ସୋଲାପୀଠ ମୁକୁଟ ଏବଂ ଅଳତାଚିତ୍ରିତ ପାଦରେ ଓଡ଼ିଆ ବଧୂ ଇଶ୍ୱରୀୟ ଦେଖାଯାଇଥାନ୍ତି ।

ରିଭା କଡ଼ା, ମାଙ୍ଗ ଟିକାଏବଂ ଶଖା ପୋଲା ଭଳି ଉତ୍ପାଦ ପ୍ରଦାନ କରିଥାଏ ଯାହା ଏକ ଓଡ଼ିଆ ବଧୂ ଏବଂ ତାଙ୍କ ପରିବାରର ସମୃଦ୍ଧତା ଏବଂ ଐତିହ୍ୟର ପ୍ରତୀକ ଅଟେ । ତନିସ୍କ ବିବାହ ଗହଣା କ୍ରେତାମାନଙ୍କ ପାଇଁ – ରିଭା ଆଶୀର୍ବାଦ ନାମରେ ଏକ ନୂତନକ୍ରୟ ଯୋଜନା ମଧ୍ୟ ଶୁଭାରମ୍ଭ କରିଛି । ଭାରତରେ ବିଗ୍ୱେଡ଼ିଂ ସିଜନ୍ ଆରମ୍ଭ ହେବା ସହିତ ବିବାହ ଗହଣା କ୍ରୟ ଯୋଜନା ଉନ୍ମୋଚିତ ହୋଇଛି । ଏହି ଯୋଜନା ମାଧ୍ୟମରେ,ଗ୍ରାହକ ମାନେ ସେମାନଙ୍କର ବିବାହ ଗହଣା କ୍ରୟକୁ ଏକ ସଂରଚନାତ୍ମକ ଓ ବ୍ୟବସ୍ଥିତ ଢ଼ଙ୍ଗରେ ଯୋଜନା କରିପାରିବେ ଓ ଯୋଜନା ଶେଷ ହେବା ପର୍ଯ୍ୟନ୍ତ ଦେୟ ଉପରେ ବଡ଼ ରିହାତି ପାଇପାରିବେ

ଯୋଜନାର ନାମ ଅନୁସାରେ ଆଶୀର୍ବାଦ ହେଉଛି ସୁନାରେ ଆଶୀର୍ବାଦ ଯାହା ଜୀବନରେ ନୂତନ ଯାତ୍ରା ଆରମ୍ଭ କରିବା ସମୟରେ ନିଜ ପ୍ରିୟଜନଙ୍କ ଦ୍ୱାରା ପ୍ରେମ ଓ ପ୍ରଶଂସାର ଚିହ୍ନ ଭାବରେ କନ୍ୟାକୁ ଉପହାର ଦିଆଯାଏ । କୋଭିଡ଼-୧୯ ର ସମସ୍ତ ନିରାପତା ଓସତର୍କତା ଅନୁଯାୟୀ, ତନିସ୍କସମସ୍ତ ଷ୍ଟୋର ଗୁଡ଼ିକରେ ଉନ୍ନତ ସୁନା ମାନକ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରେ । ଏହିବ୍ରାଣ୍ଡ ନିକଟରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ଫିଜିଟା ଲ୍ବୈଶିଷ୍ଟ୍ୟ ଗୁଡ଼ିକର ଏକ ଶୃଙ୍ଖଳା ମଧ୍ୟ ଉପସ୍ଥାପନ କରିଛି ଯାହା ସେମାନଙ୍କ ଘରର ଆରାମ ଅନୁସାରେ ସପିଂ କରିବା ଏବଂ ସେମାନଙ୍କୁ ଏକ ଆନନ୍ଦଦାୟକ ଅନଲାଇନ, ଫୋନ ମାଧ୍ୟମରେ ଓ ବ୍ୟକ୍ତିଗତ ଭାବେ ଷ୍ଟୋରକୁ ଆସି ସପିଂ ଅଭିଜ୍ଞତା ପ୍ରଦାନ କରିଥାଏ ।

- Advertisement -ତନିସ୍କ ବିବାହ ଋତୁ ପାଇଁ ପ୍ରଦାନ କରୁଛି ସ୍ୱତନ୍ତ୍ର ଅଫର  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ତନିସ୍କ ବିବାହ ଋତୁ ପାଇଁ ପ୍ରଦାନ କରୁଛି ସ୍ୱତନ୍ତ୍ର ଅଫର  ।

Latest article

ଏନଟିପିସି ଗୋଷ୍ଠୀ ଦୈନିକ ପିଢିର ୧ ବିଲିୟନ ୟୁନିଟ୍ ହାସଲ କରେ

ନୂଆଦିଲ୍ଲୀ: ୧୮ ଜାନୁୟାରୀ, ୨୦୨୧ରେ ଗ୍ରୁପ୍ ଏହାର ସର୍ବାଧିକ ଦିନିକିଆ ୧୦୦୯ ମିଲିୟନ୍ ୟୁନିଟ୍ ଉତ୍ପାଦନ କରିଛି। ସମ୍ପ୍ରତି, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ...

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...