29 C
Bhubaneswar
Thursday, January 28, 2021

ଭିଡିଓ କନ୍ଫେରନ୍ସିଂ ଜରିଆରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ବ୍ରହ୍ମପୁର,ତା,୯/୧୨ ; ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ସ୍ତରୀୟ ସମୀକ୍ଷା ଆଜି ଭିଡିଓ କନଫେରନ୍ସି ଜରିଆାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତିବ୍ଲକରେ ଅତି ପରିମାଣର ପ୍ରବାସୀ ଓଡିଆ ଫେରିଛନ୍ତି ଏବଂ ସେମାନଙ୍କୁ ଜିବୀକାକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଏଣୁଜିଲ୍ଲାରେ ହିଁ ପ୍ରବାସୀ ମାନˆ ସକାଶେ ବିଭିନ୍ନ ଯୋଯନାରେ କର୍ମ ନିଯୁକ୍ତି ପାଇବେ ଏବଂଅଧରକ ଶ୍ରମ ଦିବସ ସୃଷ୍ଟି ହୋଇପାରିବ ସେ ନେଇ ସମସ୍ତ ଅଧିକାରୀ ତତ୍ପରତା ପ୍ରକାଶ କରନ୍ତୁ ବୋଲି ଜିଲ୍ଲାପାଳ ସୁଚନା ଦେଇଥିଲେ । ଶ୍ରମିକ ନିୟୋଜିତ ଦିଗରେ ଯେତେ ଶ୍ରମିକଙ୍କୁ କାମ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ଆସନ୍ତା ଜାନୁୟାରୀ ସୁଦ୍ଧା ପ୍ରତି ଗ୍ରାମ ପଂଚାୟତ ଗୁଡିକରେ୫୦୦ ଲୋକଙ୍କୁ କିମ୍ଭା ତାଠାରୁ ଉର୍ଦ୍ଧଲୋକଙ୍କୁ ଜବ କାର୍ଡ ଦେଇ କାର୍ଯ୍ୟରେ ନିଯୁକ୍ତି କରନ୍ତୁ ଏବଂ ଲକ୍ଷ୍ୟ ଧାର୍ଯ୍ୟ ଯେମିତିଶତ ପ୍ରତିଶତ ପୁରଣ ହେବ ସେ ଦିଗରେ ନିଶ୍ଚିତ କରାନ୍ତୁ । ତତ ସହିତ ପ୍ରତି ବ୍ଲକର ବିଡିଓ ମାନଙ୍କୁ ଜବକାର୍ଡ ପ୍ରଦାନ ସମୟରେ ଯେଭଳି କୋଭିଡ ନିୟମ ଉଲ୍ଲଂଘନ ହେବ ନାହିଁ ସେ ଉପରେ ଗୁରତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ୫୦୩ଗ୍ରାମ ପଂଚାୟତରେ ୧୫୦୦୦୦ ଜଣଶ୍ରମିକ ନିଯୁକ୍ତି ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତ ୬ତାରିଖସୁଦ୍ଧା ୧୦୦୪୯୩ ଜଣ ଶ୍ରମି କର୍ମନିଯୁକ୍ତି ପାଇଛନ୍ତି ।

ବର୍ତମାନ ମୋଉପକାରୀ ବଗିଚା ସକାଶେ ସମୁଦାୟ୧୧୦୦୦୦ ହିତାଧିକାରୀଙ୍କୁ ଅର୍ନ୍ତଭୁକ୍ତ କରାଯାଇ ପନିପରିବା ଚାଷ ଦିଗରେ ପୋ୍ରସôାହିତ କରାଯାଇଛି ଏବଂ ୧୧୦୦ଏକରରେ ଗୋଖାଦ୍ୟ ଚାଷ କରିବା ନେଇ୧୦୦୧ ହିତାଧ୍ୟକାରୀଙ୍କୁ କର୍ମଯୋଗାଇବା ଲକ୍ଷ୍ୟ ରଖାଯାଇଛି ଏବଂସେଥି ମଧ୍ୟରୁ ୩୪୭ ହିତାଧିକାରୀଙ୍କୁ କର୍ମଯୋଗାଇବା ସହ ୨୧୯.୯ ଏକରଜମିରେ ଏ ପର୍ଯ୍ୟନ୍ତ ଚାଷ ହୋଇପାରିଛି ।ଗ୍ରାମ୍ୟ ଗୃହ ହିତାଧିକାରୀ ମାନଙ୍କୁ ମୋ ବାରିବଗିଚାରେ ଅର୍ନ୍ତଭୁକ୍ତ କରାଇ ସେମାନଙ୍କ ଆର୍ଥିକ ସ୍ଥିତି ଯେଭଳି ସଦୃଢ ହୋଇପାରିବ ସେଥି ସକାଶେ ପଦକ୍ଷେପ ନେବାକୁ ସ୍ଥାନୀୟ ବିଡିଓ ମାନଙ୍କୁ ନିର୍ଦେଶ ଦେଇଥିଲେ । ଯେଉଁଠାରେ ପାନୀୟ ଜଳସମସ୍ୟା ରହିଛି ସେ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇ ସେସବୁ ସମସ୍ୟାଦୁର କରନ୍ତୁ ଏବଂ ଜଙ୍ଗଲ ବିଭାଗ ,ମୃତିକା ସଂରକ୍ଷଣ ବିଭାଗ , ଉଦ୍ୟାନ ବିଭାଗଦ୍ୱାରା ନର୍ସରୀ ସୃଷ୍ଟି କରି ଲାଭକାରୀ ଫଳବୃକ୍ଷ ଚାରା ରୋପଣ କରି ଜିଲ୍ଲାର ସମସ୍ତ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟରେ ବିନିଯୋଗ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ସିନେ୍ଦ ଦତାତ୍ରେୟ ଭାଉସାହେବ ସମୀକ୍ଷା ବୈଠକରେ ଆଲୋଚ୍ୟ ବିଷୟ ନେଇ ସମୀକ୍ଷା କରି ହିତାଧିକାରୀ ମାନେ ଯେପରି ଅଧିକ ଲାଭବାନ ହେବେଏବଂ ପ୍ରବାସୀ ମାନେ ଯୋଭଳି ଅଧିକରୁଅଧିକ କାମ ପାଇବେ ସେ ଦିଗରେ ଗୁରୁତ୍ୱ ଦେଇଥିଲେ ଏବଂ ଯେଉଁ ଜମିରେ ଧାନଛାଷ କିମ୍ଭା କୌଣସି ଚାଷ କରାଯାଉ ନାହିଁଉକ୍ତ ଜମିକୁ ମୋ ଉପକାରୀ ବଗିଚା ଚାଷକରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ଶଙ୍କର ରାୟ , ଖଣ୍ଡିୟବନ ଅଧିକାରୀ ଅମ୍ଳାନ ନାୟକଙ୍କ ସହମୃତିକା ସଂରକ୍ଷଣ , କୃଷି ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଗଣ , ବ୍ଲକର ସମସ୍ତ ଗୋଷ୍ଠିଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ ।ଆଜି ଭିଡିଓ କନଫେରନ୍ସି ଜରିଆାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତିବ୍ଲକରେ ଅତି ପରିମାଣର ପ୍ରବାସୀ ଓଡିଆ ଫେରିଛନ୍ତି ଏବଂ ସେମାନଙ୍କୁ ଜିବୀକାକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।

ଏଣୁଜିଲ୍ଲାରେ ହିଁ ପ୍ରବାସୀ ମାନˆ ସକାଶେ ବିଭିନ୍ନ ଯୋଯନାରେ କର୍ମ ନିଯୁକ୍ତି ପାଇବେ ଏବଂ ଅଧରକ ଶ୍ରମ ଦିବସ ସୃଷ୍ଟି ହୋଇପାରିବ ସେ ନେଇ ସମସ୍ତ ଅଧିକାରୀ ତତ୍ପରତା ପ୍ରକାଶ କରନ୍ତୁ ବୋଲି ଜିଲ୍ଲାପାଳ ସୁଚନା ଦେଇଥିଲେ । ଶ୍ରମିକ ନିୟୋଜିତ ଦିଗରେ ଯେତେ ଶ୍ରମିକଙ୍କୁ କାମ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ଆସନ୍ତା ଜାନୁୟାରୀ ସୁଦ୍ଧା ପ୍ରତି ଗ୍ରାମ ପଂଚାୟତ ଗୁଡିକରେ୫୦୦ ଲୋକଙ୍କୁ କିମ୍ଭା ତାଠାରୁ ଉର୍ଦ୍ଧଲୋକଙ୍କୁ ଜବ କାର୍ଡ ଦେଇ କାର୍ଯ୍ୟରେ ନିଯୁକ୍ତି କରନ୍ତୁ ଏବଂ ଲକ୍ଷ୍ୟ ଧାର୍ଯ୍ୟ ଯେମିତିଶତ ପ୍ରତିଶତ ପୁରଣ ହେବ ସେ ଦିଗରେ ନିଶ୍ଚିତ କରାନ୍ତୁ । ତତ ସହିତ ପ୍ରତି ବ୍ଲକର ବିଡିଓ ମାନଙ୍କୁ ଜବକାର୍ଡ ପ୍ରଦାନ ସମୟରେ ଯେଭଳି କୋଭିଡ ନିୟମ ଉଲ୍ଲଂଘନ ହେବ ନାହିଁ ସେ ଉପରେ ଗୁରତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ୫୦୩ଗ୍ରାମ ପଂଚାୟତରେ ୧୫୦୦୦୦ ଜଣଶ୍ରମିକ ନିଯୁକ୍ତି ନିମନ୍ତେ ଲକ୍ଷ୍ ୟରଖାଯାଇଥିବା ବେଳେ ଗତ ୬ତାରିଖସୁଦ୍ଧା ୧୦୦୪୯୩ ଜଣ ଶ୍ରମି କର୍ମନିଯୁକ୍ତି ପାଇଛନ୍ତି । ବର୍ତମାନ ମୋଉପକାରୀ ବଗିଚା ସକାଶେ ସମୁଦାୟ୧୧୦୦୦୦ ହିତାଧିକାରୀଙ୍କୁ ଅର୍ନ୍ତଭୁକ୍ତ କରାଯାଇ ପନିପରିବା ଚାଷ ଦିଗରେ ପୋ୍ରସôାହିତ କରାଯାଇଛି ଏବଂ ୧୧୦୦ଏକରରେ ଗୋଖାଦ୍ୟ ଚାଷ କରିବା ନେଇ୧୦୦୧ ହିତାଧ୍ୟକାରୀଙ୍କୁ କର୍ମଯୋଗାଇବା ଲକ୍ଷ୍ୟ ରଖାଯାଇଛି ଏବଂ ସେଥି ମଧ୍ୟରୁ ୩୪୭ ହିତାଧିକାରୀଙ୍କୁ କର୍ମଯୋଗାଇବା ସହ ୨୧୯.୯ ଏକରଜମିରେ ଏ ପର୍ଯ୍ୟନ୍ତ ଚାଷ ହୋଇପାରିଛି ।

ଗ୍ରାମ୍ୟ ଗୃହ ହିତାଧିକାରୀ ମାନଙ୍କୁ ମୋ ବାରି ବଗିଚାରେ ଅର୍ନ୍ତଭୁକ୍ତ କରାଇ ସେମାନଙ୍କ ଆର୍ଥିକ ସ୍ଥିତି ଯେଭଳି ସଦୃଢ ହୋଇପାରିବ ସେଥି ସକାଶେ ପଦକ୍ଷେପ ନେବାକୁ ସ୍ଥାନୀୟ ବିଡିଓ ମାନଙ୍କୁ ନିର୍ଦେଶ ଦେଇଥିଲେ । ଯେଉଁଠାରେ ପାନୀୟ ଜଳସମସ୍ୟା ରହିଛି ସେ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇ ସେସବୁ ସମସ୍ୟାଦୁର କରନ୍ତୁ ଏବଂ ଜଙ୍ଗଲ ବିଭାଗ ,ମୃତିକା ସଂରକ୍ଷଣ ବିଭାଗ , ଉଦ୍ୟାନ ବିଭାଗଦ୍ୱାରା ନର୍ସରୀ ସୃଷ୍ଟି କରି ଲାଭକାରୀ ଫଳବୃକ୍ଷ ଚାରା ରୋପଣ କରି ଜିଲ୍ଲାର ସମସ୍ତ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟରେ ବିନିଯୋଗ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିନେ୍ଦ ଦତାତ୍ରେୟ ଭାଉସାହେବ ସମୀକ୍ଷା ବୈଠକରେ ଆଲୋଚ୍ୟବିଷୟ ନେଇ ସମୀକ୍ଷା କରି ହିତାଧିକାରୀ ମାନେ ଯେପରି ଅଧିକ ଲାଭବାନ ହେବେଏବଂ ପ୍ରବାସୀ ମାନେ ଯୋଭଳି ଅଧିକରୁଅଧିକ କାମ ପାଇବେ ସେ ଦିଗରେ ଗୁରୁତ୍ୱ ଦେଇଥିଲେ ଏବଂ ଯେଉଁ ଜମିରେ ଧାନଛାଷ କିମ୍ଭା କୌଣସି ଚାଷ କରାଯାଉ ନାହିଁଉକ୍ତ ଜମିକୁ ମୋ ଉପକାରୀ ବଗିଚା ଚାଷକରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ଶଙ୍କର ରାୟ , ଖଣ୍ଡିୟବନ ଅଧିକାରୀ ଅମ୍ଳାନ ନାୟକଙ୍କ ସହମୃତିକା ସଂରକ୍ଷଣ , କୃଷି ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଗଣ , ବ୍ଲକର ସମସ୍ତ ଗୋଷ୍ଠିଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ ।

- Advertisement -ଭିଡିଓ କନ୍ଫେରନ୍ସିଂ ଜରିଆରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଭିଡିଓ କନ୍ଫେରନ୍ସିଂ ଜରିଆରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...