26 C
Bhubaneswar
Thursday, January 21, 2021

ଭାରତ ବନ୍ଦ ସଫଳ ପାଇଁ ରାଜଧାନୀରେ ବିଶାଳ ଶୋଭାଯାତ୍ରା .

Must read

ଏନଟିପିସି ଗୋଷ୍ଠୀ ଦୈନିକ ପିଢିର ୧ ବିଲିୟନ ୟୁନିଟ୍ ହାସଲ କରେ

ନୂଆଦିଲ୍ଲୀ: ୧୮ ଜାନୁୟାରୀ, ୨୦୨୧ରେ ଗ୍ରୁପ୍ ଏହାର ସର୍ବାଧିକ ଦିନିକିଆ ୧୦୦୯ ମିଲିୟନ୍ ୟୁନିଟ୍ ଉତ୍ପାଦନ କରିଛି। ସମ୍ପ୍ରତି, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ...

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭୁବନେଶ୍ଵର,ତା,୯/୧୨ ; କୃଷକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ୩ଟି କୃଷି ବିରୋଧି ଆଇନ ପ୍ରତ୍ୟାହାର କରିବା ପାଇଁଦାବୀ ଚାଲିଥିବା ଆନ୍ଦୋଳନ ଓ ଭାରତ ବନ୍ଦକୁ ଦୃଢ଼ ସମର୍ଥନ କରି ଓଡ଼ିଶାରେ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଚାଷୀମାନଙ୍କୁ ଆନ୍ଦୋଳନରେ ସମର୍ଥନକରି ସାରା ରାଜ୍ୟରେ ଓ ଭୁବନେଶ୍ୱରରେ ଶିଳ୍ପ, ଖଣି, ଖାଦାନ, ରେଲୱେ, ରାସ୍ତ,ପରିବହନ ଓ ଦୋକାନ ବଜାର ଇତ୍ୟାଦି ପିକେଟିଙ୍ଗ କରିବାରୁ ସମସ୍ତଙ୍କ ସହଯୋଗରେ ଅଦ୍ଭୂତ ପୂର୍ବ ସଂଗଠନ ମିଳିଥିବା ଆଇଏନ୍ଟିୟୁସି, ଏଆଇଟିୟୁସି,ଏଚ୍ଏମ୍ଏସ୍, ସିଆଇଟିୟୁ,ଏଆଇସିସିଟିୟୁ, ସେୱା ଓ ସମସ୍ତ କୃଷକ ସଂଗଠନର ମିଳିତ ରାଲି ଦିନ ୧୨ବେଳେ ରାଜମହଲ ଛକରୁ ବାହାରି ଏକବିରାଟ ବିଶାଳ ରାଲି ପି.ଏମ.ଜି. ଛକପର୍ଯ୍ୟନ୍ତ ଆସିଥିଲେ । ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତିତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ରଖୁଂଟିଆ, ସାଧାରଣ ସଂପାଦକ କିଶୋରଜେନା, ଉପସଭାପତି ପ୍ରଶାନ୍ତ ମହାପାତ୍ର,ଶ୍ୟାମସୁନ୍ଦର ମହାପାତ୍ର, କୋଷାଧ୍ୟକ୍ଷ ଧରଣୀଧର ସ୍ୱାଇଁ, ଯୁବ ଆଇଏନ୍ଟିୟୁସିର ସଭାପତି ତଥା ଚାଷୀମୂଲିଆ ସଂଘର ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ,ମହିଳା ଶାଖାର ସଭାନେତ୍ରୀ ପ୍ରଣତୀ ମିଶ୍ର,ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାରତ୍ରିପାଠୀ, ସମସ୍ତ କେନ୍ଦ୍ରୀୟ ଶ୍ରମିକସଂଗଠନ ତରଫରୁ ଏ.ଆଇ.ୟୁ.ଟି.ୟୁ.ସିରରାମକୃଷ୍ଣ ପଣ୍ଡା, ଏଚ୍ଏମ୍ଏସ୍ର ବିରେନ୍ଦ୍ରଦାସ, ସିଆଇଟିୟୁର ରମେଶ ଜେନା,ଏଆଇୟୁଟିୟୁସିର ଜୟସେନ ମେହେର,ପୂର୍ଣ୍ଣଚନ୍ଦ୍ର ବେହେରା, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା ଏବଂ ରାଜ୍ୟସ୍ତରୀୟ ନେତାମାନେ ଯୋଗଦେଇଥିଲେ ।

ସି.ପି.ଆଇ. ରାଜ୍ୟସଂପାଦକ ଆଶିଷ୍ କାନୁନ୍ଗୋ,ଟି.ୟୁ.ସି.ସି. ଜ୍ୟୋତି ମହାପାତ୍ର ଏବଂସେୱାର ପରିଲତା ଙ୍କ ସହିତ ଚାଷୀ ନେତାସୁରେଶ ପାଣିଗ୍ରାହି ପ୍ରମୁଖ ଯୋଗଦେଇଥିଲେ । ପୂର୍ବରୁ ରାଷ୍ଟ୍ରୀୟ ମଜଦୁରକଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରୁ ବାହାରିମାଷ୍ଟର କାଂଟିନ ଛକ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଯାଇ କେନ୍ଦ୍ରୀୟ ମିଳିତ ଶ୍ରମିକ ସଂଗଠନରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ମଜଦୁରକଂଗ୍ରେସ ଜାତୀୟ ଉପସଭାପତି, ଓଡ଼ିଶାଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି ପ୍ରଶାନ୍ତ ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର,କୋଷାଧ୍ୟକ୍ଷ ଧରଣୀଧର ସ୍ୱାଇଁ, ଯୁବଆଇ.ଏନ୍.ଟି.ୟୁ.ସିର ସଭାପତି ତଥା ଚାଷୀମୂଲିଆ ସଂଘର ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ, ମହିଳା ଶାଖାର ସଭାନେତ୍ରୀ ପ୍ରଣତୀ ମିଶ୍ର, ଯୁଗ୍ମସାଧାରଣ ସଂପାଦକ ଅକ୍ଷୟ କୁମାରତ୍ରିପାଠୀ ଏହି ରାଲିରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସୁକୁମାର ଦେଓ, ସିଲିସେଠୀ, ଜୟକୃଷ୍ଣ ମାଲିଆ, ତପତି ଦତ,ମାନସ ରଞ୍ଜନ ପାତ୍ର, ରଶ୍ମିରଞ୍ଜନ ପରିଡ଼ାପ୍ରମୁଖ ଯୋଗ ଦେଇଥିଲେ ।

ଏହି ରାଲିସମୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ,ପୂର୍ବତନ ସାଂସଦ କୋରନା ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ ଥିବା ସହାୟିକା ମାନଙ୍କ ଧାରଣା ସ୍ଥଳରେ ଭେଟି ସେମାନଙ୍କର ଦାବୀ ପ୍ରତି ଦୃଢ଼ସମର୍ଥନ କରିଥିଲେ । ୩୦ଟି ଜିଲ୍ଲାରସ୍ୱାସ୍ଥ୍ୟ ସେବାମାନଙ୍କୁ କୌଣସି ଦରମାନ ଦେଇ ବେଆଇନ ଭାବରେ ତାଙ୍କୁଛଟେଇ କରିଛନ୍ତି । ସେମାନଙ୍କୁ ମାସିକ୮,୦୦୦ଟଙ୍କା ଦରମା ଦେବା ପରିବର୍ତେ ସେମାନଙ୍କୁ ଛଟେଇ କରିଛନ୍ତି । ଯୁବତୀମାନେ ଦିର୍ଘ ୧୦ଦିନ ହେଲା ବିଧାନ ସଭା ଆଗରେ ଧାରଣା ଦେଇଛନ୍ତି । ପୂର୍ବରୁ ସେମାନେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟିଥିଲେ । ପରିଶେଷରେ ଜିଲ୍ଲାପାଳସରକାରଙ୍କ ପାଖରେ ପଇସା ନାହିଁବୋଲି ସେମାନେ ଆସି ବିଧାନ ସଭା ସମ୍ମୁଖରେ ଧାରଣା ଦେଇ ବସିଛନ୍ତି ।ଅମାନୁସିକ ଓ ଅବିବେକି ନିନ୍ଦା କରିବାସହିତ ତାଙ୍କୁ ପୁନଃନିଯୁକ୍ତି ଦେବା ପାଇଁଡକ୍ଟର ଖୁଂଟିଆ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେଆଇ.ଏନ୍.ଟି.ୟୁ.ସି ତରଫରୁଆନେ୍ଦାଳନ କରାଯିବ ।

- Advertisement -ଭାରତ ବନ୍ଦ ସଫଳ ପାଇଁ ରାଜଧାନୀରେ ବିଶାଳ ଶୋଭାଯାତ୍ରା  .

More articles

LEAVE A REPLY

Please enter your comment!
Please enter your name here

- Advertisement -ଭାରତ ବନ୍ଦ ସଫଳ ପାଇଁ ରାଜଧାନୀରେ ବିଶାଳ ଶୋଭାଯାତ୍ରା  .

Latest article

ଏନଟିପିସି ଗୋଷ୍ଠୀ ଦୈନିକ ପିଢିର ୧ ବିଲିୟନ ୟୁନିଟ୍ ହାସଲ କରେ

ନୂଆଦିଲ୍ଲୀ: ୧୮ ଜାନୁୟାରୀ, ୨୦୨୧ରେ ଗ୍ରୁପ୍ ଏହାର ସର୍ବାଧିକ ଦିନିକିଆ ୧୦୦୯ ମିଲିୟନ୍ ୟୁନିଟ୍ ଉତ୍ପାଦନ କରିଛି। ସମ୍ପ୍ରତି, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ...

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...