20 C
Bhubaneswar
Wednesday, January 20, 2021

ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

Must read

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଭୁବନେଶ୍ୱର,ତା,୯/୧୨; ଦେଶର ୪୦କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦ ଡାକରା ଆଜିସଫଳ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ଚାଷୀ ସଂଗଠନସହ ରାଜନୈତିକ ଦଳଗୁଡିକ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହଭାରତ ବନ୍ଦ ଡାକରା ପାଳିତ ହୋଇଯାଇଛି । କାଁ ଭାଁ କେଉଁଠି ସାମାନ୍ୟ ଉତ୍ତେଜନା ସ୍ଥିତି ଦେଖାଦେଇଥିଲା । ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନର ପ୍ରଭାବ ଅଧିକ ଦେଖାଯାଇଥିଲା ।ସେହିପରି ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ଓ ଚାଷୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଆନେ୍ଦାଳନ ଯୋଗୁଁ ଚକାଜାମ୍ହୋଇ ଯାଇଥିଲା । ଯାନବାହାନ ଚଳାଚଳ ପୁରା ଠପ୍ହୋଇଯାଇଥିଲା । ସଂଗଠନ ପକ୍ଷରୁ ଟାୟାର ଓ ରାସ୍ତା ମଝିରେବସି ନିଜର ଦାବି ଜଣାଇଥିଲେ । ଟ୍ୱିନ୍ ସିଟିରେ ମଧ୍ୟ ଏହାରପ୍ରଭାବ ଦେଖିବାକୁ ମିଳିଥିଲା । ବିଭିନ୍ନ ଛକରେ କଂଗ୍ରେସ ଓସମେତ ବାମପନ୍ଥୀ ସଂଗଠନ କର୍ମୀମାନେ ପିକେଟିଂକରିଥିଲେ । ଟ୍ରେନ୍ ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଥିଲା । କଟକର ଏକ ବ୍ୟାଙ୍କ ସାମ୍ନାରେ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଥିବାଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ମାଷ୍ଟର କ୍ୟାଣ୍ଟିନ ଛକରେ ପିକେଟିଂ କରିଥିଲେ କଂଗ୍ରେସ ସମେତ ବାମପନ୍ଥୀ ଦଳ ।

କୃଷିଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରୋ ରାବାଜୀ କରିଥିଲେ । ଷ୍ଟେସନରେ ଟ୍ରେନ୍ ଚଳାଚଳ ବନ୍ଦଥିବା ବେଳେ ରାଜଧାନୀରୁ ଗୋଟିଏ ବି ବସ୍ ଗଡିନଥିଲା । ପିଲା ଛୁଆଙ୍କୁ ଧରି ବସ୍ ଷ୍ଟାଣ୍ଡରେ ଏବଂ ଷ୍ଟେସନରେ ଅଟକି ରହିଥିଲେ ଯାତ୍ରୀ । ଦୋକାନ ବଜାର ବି ଅନେକାଂଶରେ ବନ୍ଦ ଥିଲା । କଂଗ୍ରେସ ଓ ବାମପନ୍ଥୀ ନେତାମାନେ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲାବେଳେ ପୋଲିସ ସହ ଧସ୍ତାଧ ଧିତସ୍ତ ହୋଇଥିଲା । ସେହିୀପରି ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାଜଧାନୀେରେ ବାଇକ୍ ର୍ୟାଲି କରି ପିକେଟିଂ କରିଥିଲେ । ଚାଷୀଙ୍କ ସମର୍ଥନରେ ଶିଖ ସଂପ୍ରଦାୟର ଲୋକମାନେ ଶ୍ରୀୟଛକରୁ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ କରିଥିଲେ ।

ଭୁବନେଶ୍ୱରର ପ୍ରମୁଖ ସତସଙ୍ଗ ବିହାର, ପଳାଶୁଣି, ଆଚାର୍ଯ୍ୟ ବାହାର ଓ ଜୟଦେବ ବହିାର ରାସ୍ତା ଅବରୋଧ ସହ ଗାଡ଼ ଚଳାଚଳ ବନ୍ଦ ରହିଥବଲା କେନ୍ଦ୍ରର କୃଷି ଆଇନକୁ ପ୍ରତ୍ୟାହାର କରାଇନେବା ଦାବିରେ ଭାରତବନ୍ଦ ଡାକରା ଦେଇଥିବା କୃଷକମାନଙ୍କୁ ସମର୍ଥନ କରି ମଙ୍ଗଳବାର ଦିନ ସାମାଜିକ କର୍ମୀ ଅନ୍ନା ହଜାରେ ଦିନିକିଅ । ଅନଶନରେ ବସିଛନ୍ତି । ହଜାରେ ମଧ୍ୟ କହିଛନ୍ତି ଯେ, ଏହି ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଗଲେ ସରକାର ପରେ ପଡ଼ି କୃଷକମାନଙ୍କ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରିବେୟ ରେକର୍ଡ କରାଯାଇଥିବା ଏକ ବାର୍ତାରେ ହଜାରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକମାନଙ୍କ ଆନ୍ଦୋଳନକୁ ପ୍ରଶଂସା କରି କହିଛନ୍ତି ଗତ ୧୦ ଦିନ ହେବ ଚାଲିଥିବା ଏହି ଆନ୍ଦୋଳନରେ କେଣସି ହିଂସାକାଣ୍ଡ ଘଟିନାହିଁ । ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲା ଅନ୍ତର୍ଗତ ରାଲେଗାଁ ସିଦ୍ଧି ଗାଁରେ ଅନଶନରେ ବସିଥିବା ହଜାରେ କହିଛନ୍ତି, ଦେଶବାସୀଙ୍କୁ ମୋର ନିବେଦନ, ଦିଲ୍ଲୀରେ ଚାଲିଥିବାଏହି ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଯିବା ଉଚିତୟ ସରକାରଙ୍କୁ ଚାପଗ୍ରସ୍ତ କରିବା ପରିସ୍ଥିତି ସୃଷ୍ଟି ହେବା ଉଚିତ । ଏଥିପାଇଁ ଚାଷୀମାନେ ରାସ୍ତାକୁ ଚାଲିଆସିବା ଆବଶ୍ୟକୟ କିନ୍ତୁ, ଏଥିପାଇଁ କେହି ହିଂସାତ୍ମକ କାର୍ଯ୍ୟରେ ଲିପ୍ତରହିବା ଅନୁଚିତ । ସେ କହିଛନ୍ତି, ଆନ୍ଦୋଳନ କରି ସେମାନଙ୍କର ସମସ୍ୟାକୁ ସମାଧାନ କରିବା ନିମନ୍ତେ ଏହା ହେଉଛି କୃଷକମାନଙ୍କ ନିମନ୍ତେ ଉପଯୁକ୍ତ ସମୟ ।

- Advertisement -ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

More articles

LEAVE A REPLY

Please enter your comment!
Please enter your name here

- Advertisement -ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

Latest article

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଅଟ୍ଟାରୀ-ୱାଗା କ୍ରସିଂ ମାଧ୍ୟମରେ ମୃତଦେହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ।

ପାକିସ୍ତାନ : ଗୁଜୁରାଟର କୁଚ୍‌ର ଭୁଜ୍‌ର ମିଳିତ ପଚରାଉଚରା କେନ୍ଦ୍ର (ଜେଆଇସି) ରେ ବନ୍ଦୀ ଥିବା ଚାରିଜଣ ପାକିସ୍ତାନୀ...