21 C
Bhubaneswar
Sunday, January 24, 2021

ରାଜ୍ୟ ସରକାର ଅନେକ ସରକାରୀ ବସ୍ ଯୋଜନା ତିଆରି କରିଛନ୍ତି ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଭୁବନେଶ୍ୱର,ତା,୭/୧୨; ରାଜ୍ୟବାସୀଙ୍କୁ ସୁବିଧାରେ ବସ୍ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଅନେକ ସରକାରୀ ବସ୍ ଯୋଜନା ତିଆରି କରିଛନ୍ତି । କିନ୍ତୁ ସରକାରୀ ବସ୍ ମାଧ୍ୟମରେ ଯେ ରାଜ୍ୟ ବାସୀ କେତେ ଉପକୃତ ହେଉଛନ୍ତି ତାହା ସବୁ ରାଜ୍ୟ ବାସୀଙ୍କୁ ଜଣା । ସିଟି ବସ୍,ମୋ ବସ୍, ଓି୍ୱମେନ୍ ସ୍ପେଶାଲ ବସ୍ ବର୍ତମାନ ପର୍ଯ୍ୟନ୍ତ ବି ରାଜ୍ୟରେ ସବୁ ଜିଲ୍ଲାରେ ଗଡିପାରିନି । ଏଭଳି ସ୍ଥିତିରେ ରାଜ୍ୟ ସରକାର ପୁଣି ନୂଆ ଯୋଜନା କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରିବାକୁ ଏସି ବସ୍ ସୁବିଧା ଯୋଗାଇ ଦିଆଯିବ ।

ବର୍ତମାନ ଘରୋଇ ବସ୍ ସେବାକୁ ଟକ୍କର ଦେବାକୁ ରାଜ୍ୟସଡ଼କ ପରିବହନ ନିଗମ ବା ଓ ଏସ୍ଆରଟିସି ତିଆରି କରିଛି ନୂଆ ବ୍ଳୁ ପ୍ରିଣ୍ଟ । ଏଣିକି ନୂଆରୁଟ୍ ରେ ନୂଆ ବସ୍ ଗଡିବ ।ଏଥିପାଇଁ ଓ ଏସ୍ଆରଟିସି ୧୭୦ଟି ନୂଆ ବସ୍ କିଣିବାକୁ ଯାଉଛି । ସବୁଠାରୁ ବଡ କଥା ହେଲା ଯେ ଏହା ମଧ୍ୟରେ ୧୦ଟି ଭଲ୍ଭୋ କିଣିବା ପାଇଁ ମଧ୍ୟ ଯୋଜନା ହୋଇଛି । ଯାହା ଫଳରେ ଏବେ ରାଜ ରାସ୍ତାରେ ସରକାରୀ ଭଲ୍ଭୋ ଗଡିବାକୁ ଯାଉଛି ।

ଓ ଏସ୍ଆରଟିସିର ବରିଷ୍ଠ ଅଧିକାରୀଙ୍କ ମତରେ ରାଜ୍ୟରେ ସରକାରୀ ବସ୍ ସେବାକୁ ବ୍ୟାପକ କରାଯିବା ସହିତ ନୂଆ ରୂପରେ ନୂଆ ବସ୍ ଗୁଡିକ ଗଡିବ ବୋଲି ଯୋଜନା ହୋଇଛି । ପ୍ରାୟ ୬୩ କୋଟିଟଙ୍କାର ବ୍ୟୟ ଅଟକଳରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଆସନ୍ତା ବର୍ଷ ମେ ମାସସୁଦ୍ଧା ରାଜ୍ୟକୁ ୧୭୦ ଟି ନୂଆ ବସ୍ ଅଣାଯିବାର ଯୋଜନା ରହିଛି । ଏଥିପାଇଁ ସଏସ୍ଆରଟିସି ଓ ଅଶୋକ ଲେଲ୍ୟାଣ୍ଡ ମଧ୍ୟରେ ଚୁକ୍ତି ମଧ୍ୟ କରାଯାଇଛି । ତେବେ ରାଜଧାନୀକୁ ଓଡ଼ିଶାର ସବୁଜିଲ୍ଲା ସହିତ ସଂଯୋଗ କରାଯିବା ଯୋଜନା ରହିଥିବାରୁ ଏହି ବସ୍ ଗୁଡ଼ିକର ନାମ “ରାଜଧାନୀ’ ରଖାଯିବ ବୋଲି ସୂଚନା ରହିଛି ।

- Advertisement -ରାଜ୍ୟ ସରକାର ଅନେକ ସରକାରୀ ବସ୍ ଯୋଜନା ତିଆରି କରିଛନ୍ତି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଜ୍ୟ ସରକାର ଅନେକ ସରକାରୀ ବସ୍ ଯୋଜନା ତିଆରି କରିଛନ୍ତି  ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...