ଭୁବନେଶ୍ୱର,ତା,୫/୧୨;ଭାରତର ଅଗ୍ରଣୀ ୱେଲ୍ନେସ୍ ବ୍ରାଣ୍ଡ ଦହିମାଳୟା ଡ୍ରଗ୍ କମ୍ପାନୀ ପକ୍ଷରୁ ଆଜିଏହାର ହିମାଳୟା ଆଂଟି-ହେୟାର ଫଲ୍ସାମ୍ପୁ ପାଇଁ ହେଲ୍ଦି ହେୟାର୍ କା ବାଦା ଅଭିଯାନର ଅଂଶ ଭାବେ ‘ହେୟାରଫଲ୍ ନୁହେଁ, ଏବେ ମୋ ହାତ ମୁଠାରେ କେବଳ ଜୀବନ’ ବାର୍ତା ସହିତ ନୂଆଫିଲ୍ମ ଉନ୍ମୋଚନ କରାଯାଇଛି । ଏହିନୂତନ ଅଭିଯାନ କେଶ ଯତ୍ନ ବର୍ଗରେ ଉପଭୋକ୍ତାମାନେ ସମ୍ମୁଖୀନ ହେଉଥିବା ପ୍ରମୁଖ କେଶ ଝଡିବା ସମସ୍ୟାକୁ ଆଲୋକପାତ କରୁଛି । ପ୍ରାକୃତିକ ଉପାଦାନ ଆଧାରିତ ସମାଧାନ ଗୁଡିକ ପ୍ରତି ଲୋକମାନଙ୍କର ପସନ୍ଦକୁ ଗୁରୁତ୍ୱ ଦେଇଏହି ଅଭିଯାନ ହିମାଳୟା ଆଂଟି-ହେୟାର ଫଲ୍ ସାମ୍ପୁର ସ୍ୱତନ୍ତ୍ର ଗୁଣକୁକେଶ ଝଡିବା ପାଇଁ ଏକ ବିଶ୍ୱାସଯୋଗ୍ୟ ସମାଧାନ ଭାବେ ଆଲୋକପାତ କରୁଛି ।
ସାମ୍ପ୍ରତିକ ପ୍ରସଙ୍ଗଉପରେ ସ୍ଥାପିତ ଏହି ଫିଲ୍ମ କିଭଳିଆଜିର ମହିଳାମାନେ ଏକାଡେମିକ୍ସହେଉ କିମ୍ବା ନିଜ ପ୍ୟାଶନକୁ ଅନୁସରଣ କରିବା ହେଉ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଲାଭ କରୁଛନ୍ତି ତାହାକୁ ଆଲୋକପାତ କରୁଛି ।ଏହି ଫିଲ୍ମଟି ଜଣେ ଯୁବତୀକଲେଜ ଯିବା ପାଇଁ ପ୍ରସ୍ତୁତ ହେବା ସମୟରେ ନିଜ ହାତକୁ ମୁଠା କରି“ମୋ ଜୀବନ, ମୋର ହାତ ମୁଠରେ’କହିବା ସହ ଆରମ୍ଭ ହେଉଛି । ଭୃଙ୍ଗରାଜଓ ପଳାସ ଭଳି ସଠିତ ପ୍ରାକୃତିକ ଉପାଦାନ ସହିତ ହିମାଳୟା ଆଂଟି-ହେୟାର୍ ଫଲ୍ ସାମ୍ପୁ କେଶ ଝଡିବା କମ୍କରିବା ଓ ସୁସ୍ଥ କେଶ ପାଇଁ କେଶକୁ ମଜଭୁତ କରିଥାଏ ।ଏସମ୍ପର୍କରେ ଦ ହିମାଳୟା ଡ୍ରଗ୍କମ୍ପାନୀର ହେୟାର୍ କେୟାର ବିଭାଗର କ୍ୟାଟେଗୋରୀ ମ୍ୟାନେଜର ବିଭୁ ଗଙ୍ଗାଲ୍କହିଛନ୍ତି,
ଏହି ନୂତନ ବାର୍ତା ‘ହେୟାରଫଲ୍ ନୁହେଁ, ଏବେ ମୋ ହାତ ମୁଠାରେ କେବଳ ଜୀବନ’କୁ ଆମର ପ୍ରମୁଖସାମ୍ପୁ ସଂସ୍କରଣକୁ ସମର୍ଥନ କରିବା ପାଇଁପ୍ରସ୍ତୁତ କରାଯାଇଛି । ଏହି ଟିଭି ହେଉଛିଏକ ଆଶ୍ୱାସନା ଯେ, ଆମର ଉତ୍ପାଦଗୁଡିକ ପ୍ରାକୃତିକ ଉପାଦାନ ଗୁଡିକର ସଦ୍ଗୁଣରେ ଭରି ରହିଛି ଏବଂ କେଶଝଡିବା କମ୍ କରିବାରେ ସାହାଯ୍ୟକରୁଛି । ସେହିପରି ଏହି ସୃଜନାତ୍ମକ ଚିନ୍ତାଧାରାକୁ ବର୍ଣ୍ଣନା କରି ବେଙ୍ଗାଲୁରୁର୮୨.୫ କମୁ୍ୟନିକେଶନ ଗ୍ରୁପ୍ କ୍ରିଏଟିଭ୍ଡାଇ ରେକ୍ଟର୍ସ ସଙ୍ଗୀତା ସମ୍ପଥ୍ ଓ ରବିକୁମାର ଚେରୁସୋଲା କହିଛନ୍ତି, ଆଜିରଯୁବ ମହିଳାମାନେ ଆତ୍ମବିଶ୍ୱାସର ଓଜୀବନକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ।ଏଭଳି ସ୍ଥିତିରେ ହିମାଳୟା ଏକ ବ୍ରାଣ୍ଡଭାବେ ଆସୁଛି ଓ ତାଙ୍କୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ପୁଣିଥରେ ହାସଲ କରିବାରେ ସାହାଯ୍ୟ କରୁଛି । ଆମେ ଏହାକୁ ବାସ୍ତବ ରଖିବାକୁ ଲକ୍ଷ୍ୟ ରଖିଥିଲୁ, ଯାହାଫଳରେ ଯୁବ ମହିଳାମାନେ ବୁଝିପାରିବେ ଯେ,ଆମର ପ୍ରତିଶ୍ରୁତିଗୁଡିକ ମଧ୍ୟ ବାସ୍ତବଅଟେ ।