29 C
Bhubaneswar
Thursday, January 28, 2021

ଜିଲ୍ଲାପାଳଙ୍କୁ ଜନଜାଗରଣ ମଞ୍ଚର ଫେରାଦ ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ବାଲେଶ୍ୱର,ତା୫/୧୨ ;ବାଲେଶ୍ୱର ପୌରାଞ୍ଚଳରେ ଚାଲିଥିବା ସଂକ୍ଷିପ୍ତଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ପରିଲକ୍ଷିତ ବିଭିନ୍ନ ତ୍ରୁଟିକୁ ନେଇ ଜିଲ୍ଲାପାଳଙ୍କଠାରେ ଆଜି ଫେରାଦ ହୋଇଛି ଜିଲ୍ଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ଜନଜାଗରଣ ସମିତି’ । ପୌରାଞ୍ଚଳର ପ୍ରତ୍ୟେକ ବୁଥ୍ରେ ତଥା ବୁଥସ୍ତରୀୟ ଅଧିକାରୀ (ବିଇଓ) ଙ୍କଉପସ୍ଥିତିରେ ଏହି ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଥିବାଏକାଧିକ ତ୍ରୁଟିକୁ ନେଇ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି । ବିଶେଷ କରି ୨୦୧୮-୧୯ ହୋଇଥିବା ସଂଶୋଧନର ଯୋଗ ତାଲିକା ନଥିବାଯୋଗୁଁ ଗତ ନିର୍ବାଚନରେ ବହୁ ଭୋଟର ମତଦାନରୁ ବଞ୍ଚିତ ହୋଇଥିବା ସେମାନେ କହିଛନ୍ତି ।

ଏମିତିକ ସେତେବେଳ ପଞ୍ଜୀକୃତ ନୂଆ ଭୋଟର, ଓ ସଂଶୋଧିତ ଭୋଟରଙ୍କ ନାମ ତାଲିକାରେ ସ୍ଥାନୀତ ହୋଇ ନଥିବା ବେଳେ ଭୋଟର ପରିଚୟପତ୍ର ବି ଏପର୍ଯ୍ୟନ୍ତ ଆସିନଥିବା ସଂଘ ପକ୍ଷରୁ ଆରୋପ ହୋଇଛି । ଏହାବ୍ୟତୀତ ଗୋଟିଏ ୱାର୍ଡ଼ରେ ତଥା ଗୋଟିଏପରିବାର ଏକାଧିକ ସଦସ୍ୟଙ୍କ ନାମ ବିଭିନ୍ନବୁଥ୍ ତାଲିକାରେ ରହିଛି ।ଏଥି ସହିତଦୀର୍ଘଦିନରୁ ମୃତୁ୍ୟ ବରଣ କରିଥିବା ଭୋଟରଙ୍କ ନାମ ତାଲିକାରୁ କଟି ନଥିବାବେଳେ କେତେକ ଭୋଟର ସରକାରଙ୍କ ଧାର୍ଯ୍ୟ ଅର୍ଥ ଦେଇ ତ୍ରୁଟି ସଂଶୋଧନ କରାଇଥିଲେ ବି ନୂତନ ତାଲିକାରେ ତାହା ସଂଶୋଧନ ହୋଇ ନଥିବା ଜନଜାଗରଣ ସମିତିର କର୍ମକର୍ତ୍ତାମାନେ କହିଛନ୍ତି ।ଏନେଇ ବୁଥ ଅଧିକାରୀଙ୍କୁ ଜଣାଇଲେବି ସେମାନେ ଏହାର ପ୍ରତିକାର ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି ।

କମ୍ପୁ୍ୟଟରରେ ନାମ ଉଠାଉଥିବା ବ୍ୟକ୍ତିଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରା ଓ ବିଇଓଙ୍କ ଦାୟିତ୍ୱହୀନତା ଯୋଗୁଁ ଏପରି ସ୍ଥିତି ଉପୁଜୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ପ୍ରଦାନ କରାଯାଇଥିଲା ।ଦାବିପତ୍ର ପ୍ରଦାନ ବେଳେ ରଘୁନାଥଲେଙ୍କା, ଅନ୍ତର୍ଯ୍ୟାମୀ ପ୍ରଧାନ, ସନ୍ତୋଷକୁମାର ସାହୁ, ମହମ୍ମଦ ଇକବାଲ,ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବିଶ୍ୱଜିତ୍ ମହାପାତ୍ର,ପ୍ରମୋଦ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -ଜିଲ୍ଲାପାଳଙ୍କୁ ଜନଜାଗରଣ ମଞ୍ଚର ଫେରାଦ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଜିଲ୍ଲାପାଳଙ୍କୁ ଜନଜାଗରଣ ମଞ୍ଚର ଫେରାଦ ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...