21 C
Bhubaneswar
Sunday, January 24, 2021

କରୋନା ପାଇଁ ଗୁଣ୍ଡିଚାଘାଗୀ ଜଳପ୍ରପାତରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଘଟଗାଁ,୨/୧୨: କେନ୍ଦୁଝର ଜିଲ୍ଲାପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଘଟଗାଁ ବଣଚକୁଳିଆ ଗ୍ରାମ ନିକଟରେ ଥିବାଗୁଣ୍ଡିଚାଘାଗୀ ଜଳପ୍ରପାତ । ମା’ ତାରିଣୀମନ୍ଦିର ଠାରୁ ମାତ୍ର ୧୨କିମି ଦୂରରେ ଥିବାଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରାଜଲପ୍ରପାତର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଥିବାବେଳେ ପର୍ଯ୍ୟଟନ ରୁତୁରେ ଏଠାରେପ୍ରବଳ ଭିଡ଼ ହୋଇଥାଏ । ମାତ୍ର ଚଳିତବର୍ଷ ସାରା ବିଶ୍ୱର ପର୍ଯ୍ୟଟନ ସ୍ଥଳିକରୋନା କାରଣରୁ ସିଥିଳ ହୋଇପଡିଥିବାବେଳେ ଏହି ଜଳପ୍ରପାତ ସତେ ଯେମିତିନିଜେ କରୋନାରେ ଆକ୍ରାନ୍ତ ହୋଇପଡ଼ିଛି । ବଣପାହାଡ ଦେଇଅଙ୍କାବଙ୍କା ପଥର ସଜ୍ୟାରେ ବହିଆସୁଥିବା ମୂଷଳ ନଦୀ ଏହି ଠାରେ ଖସିପ୍ରାୟ ୫୦ଫୁଟ ତଳକୁ ଖସି ସୃଷ୍ଟି କରିଛିପ୍ରକୃତିର ମନୋରମ ଦୃଶ୍ୟ ।

ଗୁଣ୍ଡୁଚି ମୂଷାରପିଠି ସଦୃଶ୍ୟ ପଥର ଶର୍ଯ୍ୟାରୁ ୩ ଧାରରେଶୁଭ୍ର ରଙ୍ଗର ଜଳ ଖସୁଥିବା କାରଣରୁ ଏହିଜଳ ପ୍ରପାତକୁ ଗୁଣ୍ଡିଚାଘାଗୀ ଜଳ ପ୍ରପାତନାମରେ ନାମିତ କରାଯାଇଛି । ପ୍ରାକୃତିକସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତଟିକୁ ଯେ କେହିବି ଦେଖିବା କ୍ଷଣିପାଇଁ ସ୍ତବ୍ଧ ହୋଇଯିବ । ସବୁଜ ବନାନୀମଧ୍ୟରେ ଜଳ ପ୍ରପାତ ନିକଟରେ ପ୍ରକୃତିରଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାସହ ବଣଭୋଜିର ମଜା ନେବା ପାଇଁଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗିରହେ ।ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ୨୦୦୪ ମସିହାରେ ଏଠାକୁ ପ୍ରଥମେଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ପକ୍କାରାସ୍ତାର ନିର୍ମାଣ କରାଯାଇଥିଲା । ଏହା ପରଠାରୁ ଜଳପ୍ରପାତ ନିକଟକୁ ପାହାଚ,ସୁରକ୍ଷା ବାଡ, ବଣ ଭୋଜି ପାଇଁ ପିଣ୍ଡି,ପାନୀୟଜଳ ବ୍ୟବସ୍ଥା ଆଦି ପର୍ଯ୍ୟଟକଙ୍କୁସୁବିଧା ଯୋଗାଇବା ପାଇଁ ବେସ ସହାୟକହୋଇଛି ।

ଏଥି ସହ ଏହି ଜଳ ପ୍ରପାତରାଜ୍ୟ ପର୍ଯ୍ୟଟନମାନ ଚିତ୍ରରେ ସ୍ଥାନପାଇବା ପରେ ଏଠାରେ ନୂତନ କରିନିର୍ମାଣ ହୋଇଥିବା ୱାଚ ଟାୱାର ଓ ବେଲିବ୍ରିଜ ଉପରୁ ଜଳ ପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବାର ମଜା ନିଆରା । ବର୍ଷତମାମ ମା’ ତାରିଣୀ ମନ୍ଦିର କୁ ଆସୁଥିବାଭକ୍ତ ଓ ବଣ ଭୋଜି ପାଇଁ ଏଠାରେପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ ଚଳିତବର୍ଷ କରୋନା ମହାମାରି କାରଣରୁଏଠାରେ ପର୍ଯ୍ୟଟକଙ୍କ ଭିଡ ଆଉଦେଖିବାକୁ ମିଳୁନାହିଁ । ପର୍ଯ୍ୟଟକଙ୍କ ଭିଡଏଠିକାର ଆଦିବାସୀମାନଙ୍କୁ ରୋଜାଗାରମଧ୍ୟ ଯୋଗାଇ ଆସୁଥିଲା । ବିଭିନ୍ନଦୋକାନ ଖୋଲି ପଇସା ରୋଜଗାରକରୁଥିବା ଆଦିବାସୀ ଏବେବେରୋଜଗାର । କରୋନା ମହାମାରୀଏହି ପର୍ଯ୍ୟଟନ ସ୍ଥଳିକୁ ପ୍ରଭାବିତ କରିଥିବାବେଳେ କେବେ କରୋନା ମହାମାରୀ ଦୂରହେବ ଓ ପ୍ରକୃତି କୋଳରେ ପର୍ଯ୍ୟଟକଙ୍କସମାଗମ ହେବ ତାକୁ ହିଁ ଅପେକ୍ଷା ।

- Advertisement -କରୋନା ପାଇଁ ଗୁଣ୍ଡିଚାଘାଗୀ ଜଳପ୍ରପାତରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି ।

More articles

LEAVE A REPLY

Please enter your comment!
Please enter your name here

- Advertisement -କରୋନା ପାଇଁ ଗୁଣ୍ଡିଚାଘାଗୀ ଜଳପ୍ରପାତରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...